Sun. Nov 29th, 2026

Author: sabdamedia

ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଶବ୍ଦ ଓଡିଶା ବ୍ୟୁରୋ: ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ୨୦୨୫ ଜୁନ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏବଂ ସବୁଠୁ ବଡ଼ ନିବେଶକାରୀ ସଂସ୍ଥାର ମୁଖ୍ୟ ଭାବେ ସେ କାର୍ଯ୍ୟ କରିବେ…

୧୦ କଳାପଥର ଖାଦାନରେ ଜିଏସଟ ରେଡ୍: ଚଢାଉ କରି ଜବତ କଲେ ବିଭିନ୍ନ କାଗଜପତ୍ର

ଶବ୍ଦ ଓଡିଶା ବ୍ୟୁରୋ: ଆୟକର ଚଢାଉର କିଛି ଦିନ ପରେ କଳାପଥର ଲିଜଧାରୀଙ୍କ ଉପରେ ସେଣ୍ଟ୍ରାଲ ଜିଏସଟି ଟିମର ଚଢାଉ । ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ୧୦ ଖଣି ବେପାରୀଙ୍କ କାର୍ଯ୍ୟାଳୟରେ ରେଡ କରିଛି ସେଂଟ୍ରାଲ ଜିଏସଟି ଟିମ୍…

ଆଉ ୫ ବିଜେଡି ନେତ୍ରୀଙ୍କୁ ମହିଳା କମିଶନରେ ଥଇଥାନ

ଶବ୍ଦ ଓଡିଶା ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଉ ୫ଜଣ ବିଜେଡି ନେତ୍ରୀଙ୍କୁ ‘ରାଜ୍ୟ ମହିଳା କମିଶନ’ରେ ଥଇଥାନ କରିଛନ୍ତି । ପୂର୍ବରୁ ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଥଇଥାନ କରିଥିବା…

ମେ’ରୁ ବଢିବ ତାତି, ସ୍ୱାଭାବିକଠୁ ଅଧିକ ତାପମାତ୍ରା ରହିବା ଆକଳନ କଲା ପାଣିପାଗ ବିଭାଗ

ଶବ୍ଦ ଓଡିଶା ବ୍ୟୁରୋ: ମେ’ ମାସରେ ରାଜ୍ୟରେ ଅନୁଭୂତ ହେବ ଭୀଷଣ ତାତି । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ । ଆଇଏମଡିର ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ…

ଅଲସ୍କାରେ ଦୁର୍ଘଟଣାଗ୍ରସ୍ତ ହେଲା ଆମେରିକୀୟ ସେନାର ୨ଟି ହେଲିକପ୍ଟର୍‌

ଶବ୍ଦ ଓଡିଶା ବ୍ୟୁରୋ: ଗୁରୁବାର ଦିନ ଅଲସ୍କାରୁ ଟ୍ରେନିଙ୍ଗ୍‌ ଉଡ଼ାଣ ସାରି ଫେରୁଥିବା ବେଳେ ଆମେରିକୀୟ ସେନାର ୨ଟି ହେଲିକପ୍ଟର୍‌ ଦୁର୍ଘଟଣଗ୍ରସ୍ତ ହୋଇଥିବା କଥା ଆମେରିକୀୟ ସେନା କହିଛି। ‘ୟୁଏସ୍‌ ଆର୍ମି ଅଲସ୍କା’ର ମୁଖପାତ୍ର ଜନ୍‌ ପିନେଲ୍‌ଙ୍କ କହିବା ଅନୁସାରେ, ପ୍ରତ୍ୟେକ…

ଭିମସାର: ମାସକ ମଧ୍ୟରେ କୋଭିଡ୍‌ରେ ୧୦ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ବୁର୍ଲା ଭିମସାରରେ ପୁଣି ଜଣେ ଚିକିତ୍ସାଧୀନ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ପ୍ରାୟ ମାସେ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୦କୁ ପହଞ୍ଚିଛି। ଗତ ମାର୍ଚ ମାସ ୨୬ରେ ଏଠାରେ ପ୍ରଥମ କୋଭିଡ ମୃତ୍ୟୁ ହୋଇଥିଲା।…

ସି ଭି ରମଣ ଗ୍ଲୋବାଲ ୟୁନିଭରସିଟିରେ G20 କନକ୍ଲେଭ

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏକ ଆଙ୍କର୍ ପ୍ରତିଷ୍ଠାନ ଭାବରେ ପରିଚିତ ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭରସିଟି (ସିଜିଇଉ) ଓ ଏହାର ଷ୍ଟାର୍ଟଅପ୍ ଇନକ୍ୟୁବେଟର AIC CVRCEF ମିଳିତ ଭାବରେ ଖାଦ୍ୟପେୟର ଭବିଷ୍ୟତ…

ଝାରସୁଗୁଡ଼ାରେ ଦୀପାଳିଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ନବୀନ

ଶବ୍ଦ ଓଡିଶା ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ଭୋଟ୍ ପାଇଁ ପ୍ରଚାର କରିବାର ସମ୍ଭାବନା ରହିଛି । ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନଥିଲେ ସୁଦ୍ଧା ନବୀନ ୭ତାରିଖରେ ଝାରସୁଗୁଡ଼ାରେ…

ଓଡିଶାରେ ଆଜି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ଶବ୍ଦ ଓଡିଶା ବ୍ୟୁରୋ: ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା ଆଜି ହେବ । ଏହି ଟ୍ରେନ୍ ହାୱଡ଼ା ଷ୍ଟେସନରୁ ସକାଳ ୬ଟା୧୦ ମିନିଟରୁ ବାହିରିଛି । ଦିନ ୧୧ଟା ୨୨ରେ ଭୁବନେଶ୍ୱର ରେଳ ଷ୍ଟେସନ ପହଞ୍ଚିବ । ୨ ମିନିଟର…

କାଳବୈଶାଖୀ ପ୍ରଭାବ : ୬ ଜିଲ୍ଲାକୁ ‌ଅରେଞ୍ଜ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ଆଜି ବର୍ଷା ହୋଇପାରେ । କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହୋଇପାରେ । କେତେକ ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହିତ ଧୁଳିଝଡ ହୋଇପାରେ । ୬…