ଅଞ୍ଜଳି ମାମଲାରେ ଷଷ୍ଠ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସ, ଗିରଫ ଆଶୁତୋଷ ଚଳାଉଥିଲା ଦୁର୍ଘଟଣା କରାଇଥିବା କାର ।
ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ କାଞ୍ଜିୱାଲା ମାମଲାରେ ପୋଲିସକୁ ମିଳିଛି ଆଉ ଏକ ସପଳତା । ପୋଲିସ ଅଞ୍ଜଳି ମାମଲାରେ ଷଷ୍ଠ ଅଭିଯୁକ୍ତ ଆଶୁତୋଷକୁ ଗିରଫ କରିଛି । ଶୁଣିବାକୁ ମିଲିଛି ଯେ ଯେଉଁ କାରରେ ଅଞ୍ଜଳି ସହ ଦୁର୍ଘଟଣା କରାଯାଇଥିଲା…