Mon. Nov 30th, 2026

Author: sabdamedia

ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ: ୨ଦିନିଆ ରାଷ୍ଟ୍ରୀୟ ଶୋକ

ଶବ୍ଦ ଓଡିଶା ବ୍ୟୁରୋ: ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ । ଆସନ୍ତାକାଲି ହେବ ତାଙ୍କର ଶେଷକୃତ୍ୟ । ଭଟିଣ୍ଡା ମୋହାଲରି ବାଦଲ ଗାଁରେ ପ୍ରକାଶ ସିଂ ବାଦଲଙ୍କ ଅନ୍ତିମ ସଂସ୍କାର ହେବ । ମୃତ୍ୟୁବେଳକୁ ତାଙ୍କୁ ୯୫…

ରାଜ୍ୟରେ ଆଉ ୩ ଦିନ କାଳବୈଶାଖୀ ବର୍ଷା, ଜାଣନ୍ତୁ କେଉଁ ଜିଲ୍ଲାରେ ବର୍ଷିବ

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।…

ନିଆରା କାର୍ଯ୍ୟକ୍ରମ ବର୍ଣ୍ଣବୋଧ ପାଠଶାଳା,ମନ ମୋହିଲା ଛାତ୍ରଛାତ୍ରୀଙ୍କ ଭାଷା ପ୍ରୀତି

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଶୋଦା ମା ଫାଉଣ୍ଡେସନ ତରଫରୁ ସହରର ପାଞ୍ଚୋଟି ସ୍ଥାନରେ ଜାରିରହିଛି ବର୍ଣ୍ଣବୋଧ ପାଠଶାଳା । ବିଶେଷ କରି ବିଭିନ୍ନ ବସ୍ତିରେ ରହୁଥିବା ଛୋଟ ଛୋଟ ପିଲାଙ୍କୁ ଭାଷା,ସଂସ୍କୃତି ଓ ସାଧାରଣ ଜ୍ଞାନ…

ଜଳିଲା ଡମ୍ଫର ଓ ବାଇକ; ଚାଳକ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ଡମ୍ଫର ଧକ୍କାରେ ଜଳିଗଲା ବାଇକ୍। ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନ ଅନ୍ତର୍ଗତ ତଲସେରା…

ସମ୍ବଲପୁରରେ ଆହୁରି କୋହଳ ହେଲା କଟକଣା : ଆଜିଠୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ଆହୁରି କୋହଳ ହେଲା କଟକଣା । ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ । ଏବେ କେବଳ ରାତିରେ ୭ ଘଣ୍ଟା ଜାରି ରହିବ କଟକଣା । କଟକଣା କୋହଳ ହେବା…

ପାକିସ୍ତାନରେ ବୋମା ବିସ୍ଫୋରଣ : ୧୨ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ବିସ୍ଫୋରଣରେ ଥରି ଉଠିଛି ପାକିସ୍ତାନ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୧୨ ଜଣ ପୋଲିସ୍ କର୍ମୀଙ୍କ ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୪୦ ଜଣ ଆହତ…

ହକି ଟିମର ପ୍ରାୟୋଜକ ଅବଧି ବଢାଇଲେ ରାଜ୍ୟ ସରକାର ,୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ

ଶବ୍ଦ ଓଡିଶା ବ୍ୟୁରୋ: ଆଉ ୧୦ବର୍ଷ ବଢ଼ିଲା ଭାରତୀୟ ଜାତୀୟ ହକି ଦଳ ମାନଙ୍କର ପ୍ରାୟୋଜକ ଅବଧି । ଆଜି ରାଜ୍ୟ କ୍ୟାବିନେଟ୍ ଉଭୟ ପୁରୁଷ ଓ ମହିଳା ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜକ ଚୁକ୍ତିକୁ ଆଉ ୧୦ବର୍ଷ ପାଇଁ…

ହସ୍ପିଟାଲରେ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ହସ୍ପିଟାଲରେ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର । ଏଣିକି ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ ହସ୍ପିଟାଲ ଅଧିକାରୀମାନେ…

କାଳବୈଶାଖୀ ପ୍ରଭାବ: ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ହୋଇପାରେ । କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯିବା ସହ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇ ସମନ

ଶବ୍ଦ ଓଡିଶା ବ୍ୟୁରୋ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସମନ କଲା ସିବିଆଇ । ୩୦୦ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ମାମଲାରେ ଜେରା କରିବାକୁ ସମନ କରିଛି ସିବିଆଇ । ସିବିଆଇ ପକ୍ଷରୁ ସତ୍ୟପାଲ ମଲିକଙ୍କୁ ଏପ୍ରିଲ…