Mon. Nov 30th, 2026

Author: sabdamedia

ଜାପାନରୁ ମିଳିଲା ୨୬ହଜାର କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ ୨୬ହଜାର କୋଟି ଟଙ୍କାର ନିବେଶ ପାଇଁ ଜାପାନୀ ପୁଞ୍ଜିନିବେଶକମାନେ ପ୍ରତିଶ୍ରୁତି ଦେଇଛନ୍ତି । ଟୋକିଓରେ ଆୟୋଜିତ ଓଡ଼ିଶା ବିଜିନେସ ମିଟ୍ କାର୍ଯ୍ୟକ୍ରମରେ ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ ଓ ଗ୍ରୀନ୍ ଆମୋନିଆ ସମେତ ଗ୍ରୀନ୍ ଏନର୍ଜି ଉପକରଣ…

୩୦ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ: ସବୁ ମାସର ତୃତୀୟ ସପ୍ତାହରେ ଯିବେ ଗାଁ

ଶବ୍ଦ ଓଡିଶା ବ୍ୟୁରୋ: ନିର୍ବାଚନ ବର୍ଷରେ ରାଜ୍ୟ ସରକାର ୧୦ଟି ଆକାଂକ୍ଷା ଜିଲ୍ଲା ସହ ମୋଟ ୩୦ଟି ଜିଲ୍ଲା ଦାୟିତ୍ୱ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନ୍ୟସ୍ତ କରିଛନ୍ତି । ଏହାସହିତ ସେମାନଙ୍କୁ ପ୍ରତ୍ୟେକ ମାସର ତୃତୀୟ ସପ୍ତାହରେ ଜିଲ୍ଲା ଗସ୍ତରେ ଯାଇ…

କାର୍ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ଆହତ

ଶବ୍ଦ ଓଡିଶା ବ୍ୟୁରୋ: କଟକ ଜିଲ୍ଲା ଚହଟା ବିଡାନାସୀ ମଶାଣି ଛକରେ ଗତକାଲି ବିଳିମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର…

ଆସୁଛି ‘ଏୟାରଲେସ ଟାୟାର୍ସ’

ଶବ୍ଦ ଓଡିଶା ବ୍ୟୁରୋ: ଯେତେବେଳେ ଆପଣ ଡ୍ରାଇଭରେ ଯାଇଥାନ୍ତି ସେତେବେଳେ କାରର ଟାୟାର୍ସ ପମ୍ପଚର ହେବା କିମ୍ବା କାର ଲିକ୍ ହେବା ସବୁଠାରୁ ବଡ ସମସ୍ୟା । ଏ ମାମଲା ସେତେବେଳେ ଆହୁରି କଷ୍ଟକର ହୁଏ ଯେତେବେଳେ ଆପଣ ଲମ୍ବା ଡ୍ରାଇଭରେ…

ପୁରୀରେ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ଉଦଯାପିତ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ସଭାଗୃହ ଠାରେ ପୋଷଣ ପକ୍ଷ ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ । ପ୍ରତିଟି…

ଭାରତରେ ପ୍ରସ୍ତୁତ ଆଇ ଡ୍ରପ୍ ଆମେରିକା ଆଣିଲା ସଙ୍କଟ!

ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ତିଆରି ହୋଇଥିବା ଆଇ ଡ୍ରପ୍ ଆମେରିକାରେ ଚିନ୍ତା ବଢାଇଦେଇଛି । ବର୍ତ୍ତମାନ ସୁଦ୍ଧା ଏଭଳି ସ୍ଥିତିରେ ୩ ଜଣଙ୍କର ମୃତ୍ୟୁହୋଇଛି । ସେହିଭଳି ଏହି ଆଖି ଔଷଧ କାରଣରୁ ଅନେକ ଜଣ ଦୃଷ୍ଟି ଶକ୍ତି ହରାଇଥିବା…

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କଲେ, କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ ଆଜାଦ।

ଶବ୍ଦ ଓଡିଶା ବ୍ୟୁରୋ: ପୂର୍ବତନ କଂଗ୍ରେସ ନେତା ଗୁଲାମନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ ସେ କଂଗ୍ରେସ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ଇଣ୍ଡିଆନ ଜଷ୍ଟିସ ରିପୋର୍ଟ ୨୦୨୨: ଦେଶର ୫ ହାଇକୋର୍ଟ ମହିଳା ଜଜ୍ ଶୂନ୍ୟ…

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ପାଟନା, ତ୍ରିପୁରା, ମଣିପୁର, ମେଘାଳୟ, ଏବଂ ଉତ୍ତରାଖଣ୍ଡ ହାଇକୋର୍ଟରେ କୌଣସି ମହିଳା ଜଜ୍ ନାହାନ୍ତି । ହାଇକୋର୍ଟ ତୁଳନାରେ ଜିଲ୍ଲା ଅଦାଲତରେ ଅଧିକ ମହିଳା ଜଜ୍ ରହିଥିବା ଜଣାପଡିଛି । ଏଭଳି ତଥ୍ୟ ସାମ୍ନାକୁ ଆସିଛି…

ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ, କ୍ଷେତ୍ର ଅନୁଧ୍ୟାନ କଲେ ପୁରୀ ଏସପି

ପୁରୀ: ପୋଲିସ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ,ନୀଳାଦ୍ରି ବିଜେରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପୁରୀ ଏସପି କ୍ଷେତ୍ର ଅନୁଧ୍ୟାନ କଲେ । ରଥଯାତ୍ରାରେ ଯେଉଁ 11 ଦିନ…

ନିରାଶ୍ରୟ ଶ୍ଵାସରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ସହାୟତା

ପୁରୀ: ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ସହାୟତା l ବୀରଗୋବିନ୍ଦପୁର ଗ୍ରାମର ଆର୍ଥିକ ଦୁର୍ବଳ ଶ୍ରେଣୀର ନିରାଶ୍ରୟ ଶ୍ଵାସରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ସହାୟତା l ବିନା ମୂଲ୍ୟରେ ତାଙ୍କୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଉଛି l କାର୍ଯ୍ୟକ୍ରମରେ…