Mon. Nov 30th, 2026

Author: sabdamedia

ଖଣ୍ଡାଧାର ଜଳପ୍ରପାତରୁ ୧୭ ଘଣ୍ଟା ପରେ ଠାବ ହେଲା ମୃତଦେହ

ଶବ୍ଦ ଓଡିଶା ବ୍ୟୁରୋ: ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ନିଖୋଜ ହୋଇଯାଇଥିବା ଯୁବକଙ୍କ ମୃତଦେହ ମିଳିଛି। ୧୭ ଘଣ୍ଟାର ଆକ୍ରାନ୍ତ ପରିଶ୍ରମ ପରେ ଓଡ୍ରାଫ ଟିମ ଯୁବକଙ୍କ ମୃତଦେହକୁ ଉପରଖଣ୍ଡାଧାରରେ ଠାବ କରିଛି। ମୃତ ଯୁବକ ଜଣଙ୍କ ହେଲେ ଲୋପା ମୁଣ୍ଡା।।…

‘ଦ କେରଳ ଷ୍ଟୋରି’କୁ ନେଇ ବଢ଼ୁଛି ବିବାଦ

ଶବ୍ଦ ଓଡିଶା ବ୍ୟୁରୋ: ‘ଦ କେରଳ ଷ୍ଟୋରି’ ଏକ ବିବାଦୀୟ ଚଳଚ୍ଚିତ୍ର। ମହିଳାଙ୍କ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେଲେ ମହିଳାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେ। ତେଣୁ ଏଠାରେ ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି…

ନାକ୍ ଗ୍ରେଡରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ

ଶବ୍ଦ ଓଡିଶା ବ୍ୟୁରୋ: ନାକ୍ ଗ୍ରେଡରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ। ୩ .୧୬ ପଏଣ୍ଟ ସ୍କୋର ସହ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଏ ପ୍ଲସରୁ ଏ ମାନ୍ୟତାକୁ ଖସିଛି। ଗତ ମାସରେ ନାକ୍ ଭ୍ୟାଲୁଏସନ ଟିମ୍ ସଦସ୍ୟ ବିଶ୍ୱବିଦ୍ୟାଳୟ…

ପୁଣି ସାମ୍ନାକୁ ଆସିଲା କୋହଲି ଓ ଗମ୍ଭୀରଙ୍କ ତିକ୍ତ ସମ୍ପର୍କ, ଆଇପିଏଲ ମ୍ୟାଚ୍ ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ

ଶବ୍ଦ ଓଡିଶା ବ୍ୟୁରୋ: ବିରାଟ କୋହଲି ଓ ଗୌତମ ଗମ୍ଭୀର । ଭାରତୀୟ କ୍ରିକେଟର ଦୁଇ ବଡ଼ ନାଁ । ହେଲେ ଏମାନଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ରହିଥିବାର ଚର୍ଚ୍ଚା ହୋଇଥାଏ । ଏହାର ପୁଣି ଏକ ପ୍ରମାଣ ମିଳିଛି ।…

ଏପ୍ରିଲରେ ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗୃହୀତ

ଶବ୍ଦ ଓଡିଶା ବ୍ୟୁରୋ: ଗତ ଏପ୍ରିଲ ମାସରେ ଦେଶରେ ସାମଗ୍ରୀ ଓ ସେବା ଟିକସ ବା ଜିଏସଟି ଆଦାୟରେ ଇତିହାସ ସୃଷ୍ଟି ହୋଇଛି । ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୭ ହଜାର…

ଆଜି ରାଜ୍ୟର ୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ଆଜି କାଳବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ଏହି…

ମହାନଦୀ ଜଳ ବିବାଦ ମାମଲା: ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

ଶବ୍ଦ ଓଡିଶା ବ୍ୟୁରୋ: ମହାନଦୀ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ଦ୍ୱିତୀୟ ଦିନ । କ୍ଷେତ୍ର ପରିଦର୍ଶନ ସମୟରେ ମହାନଦୀ ଜଳ ପ୍ରବାହ ଓ ଏହାର ଅଞ୍ଚଳରେ ହୋଇଥିବା ବ୍ୟାରେଜ୍ ଯୋଗୁ ଜଳ ସଞ୍ଜୟ, ଉପଯୋଗ ଉପରେ…

ସେଲଫି ନେବା ହେଲା କାଳ, ୨୦୦ ମିଟର ତଳକୁ ଖସି ଯାଇ ଯୁବକଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ସେଲଫି ନେବା ହେଲା କାଳ । ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ିଲେ ଯୁବକ । ଲେପା ମୁର୍ମୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର…

ସବୁଠାରୁ ବଡ ଛେଳି, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଶବ୍ଦ ଓଡିଶା ବ୍ୟୁରୋ: ଛେଳି ପାଳନ ଏକ ଲାଭଦାୟକ ଚାଷ । ଆଜିକା ସମୟରେ ଅନେକ ଜଣ ଛେଳି ପାଳନ କରି ଆତ୍ମନିର୍ଭର ହୋଇପାରୁଛନ୍ତି । ତେବେ ଆପଣ ୫ କିଲୋ, ୧୦ କିଲୋ କିମ୍ବା ୨୦ କିଲେ ଓଜନର ଛେଳି…

ଅନଲାଇନ ଖାଇବା ଡେଲିଭରୀ ହେଲା ମହଙ୍ଗା, ସ୍ୱିଗି ଅର୍ଡର ପିଛା ଗ୍ରାହକଙ୍କଠାରୁ ନେବ ୨ ଟଙ୍କା

ଶବ୍ଦ ଓଡିଶା ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଖାଇବା ଅର୍ଡର କରି ଖାଉଛନ୍ତି । ଆପଣ ଯଦି ଅନଲାଇନ୍ ଯୋଗେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖରାପ ଖବର । ଏଣିକି ଅନଲାଇନ୍ ଯୋଗେ ଫୁଡ୍ ଅର୍ଡର…