କର୍ଣ୍ଣାଟକ ଭୋଟ ଗଣତି: କଂଗ୍ରେସ ୧୦୬ଟି ଆସନରେ ଆଗୁଆ
ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକା ବିଧାନସଭା ପାଇଁ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାୟ ଘଣ୍ଟେ ପରେ ଅର୍ଥାତ ସକାଳ ୯ଟା ବେଳକୁ କଂଗ୍ରେସ ୧୦୬ଟି ଆସନରେ ଆଗରେ ରହିଥିବା ବେଳେ ବିଜେପି…
ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକା ବିଧାନସଭା ପାଇଁ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାୟ ଘଣ୍ଟେ ପରେ ଅର୍ଥାତ ସକାଳ ୯ଟା ବେଳକୁ କଂଗ୍ରେସ ୧୦୬ଟି ଆସନରେ ଆଗରେ ରହିଥିବା ବେଳେ ବିଜେପି…
ଶବ୍ଦ ଓଡିଶା ବ୍ୟୁରୋ: ସାମାନ୍ୟ ବଚସାରୁ ଯୁବକଙ୍କ ଛାତିରେ ଛୁରୀ ଭୁଷି ହତ୍ୟା । କଟକ ଜିଲ୍ଲା ସାଲେପୁର ମାଛୁଆତି ଗାଁରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ମୃତ ଯୁବକ ମାଛୁଆତି ଗାଁର ଲିକୁ କାଣ୍ଡି । ମାଛୁଆତି ଗାଁର ବୁଦ୍ଧିଆ…
ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ । ବାଣ ବିସ୍ଫୋରଣ ଘଟି ୮ ଜଣ ଆହତ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ଓ ୨ଜଣ ପୁଲିସ…
ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି। ସାମ୍ନାକୁ ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ରହିଛି । ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପି ପ୍ରାର୍ଥୀ ଟଙ୍କଧର…
ଶବ୍ଦ ଓଡିଶା ବ୍ୟୁରୋ: ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି…
ଶବ୍ଦ ଓଡିଶା ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଗାଁରେ ମଙ୍ଗଳବାର ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟଣା ପରେ କମ୍ବିଂ ଓ ସର୍ଚ ଅପରେସନକୁ ଜୋର୍ଦାର କରାଯାଇଛି। ସର୍ଚ ଅପରେସନ୍ ବେଳେ ବିପୁଳ…
ଶବ୍ଦ ଓଡିଶା ବ୍ୟୁରୋ: ବୁଧବାର ମଧ୍ୟରାତ୍ରରେ ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିବା କଥା ପଞ୍ଜାବ ପୁଲିସ କହିଛି। ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ସ୍ବର୍ଣ୍ଣମନ୍ଦିର ଆଖପାଖ ଅଞ୍ଚଳରେ ତୃତୀୟ ବିସ୍ଫୋରଣ। ପୂର୍ବରୁ, ମେ ୬ ଓ…
ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଆଜି ସକାଳେ ବାତ୍ୟାର ରୂପ ନେଇଛି। ଏହି ବାତ୍ୟାର ନାଁ ‘ମୋକା’ ରଖାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଏନେଇ…
ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୪ଟା ୩୦ରେ ଦୁଇ ନେତାଙ୍କ ମଧ୍ୟରେ ଭେଟ ହେବ । ଦିଲ୍ଲୀରେ ପହଞ୍ଚିବା ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କୁ…
ଶବ୍ଦ ଓଡିଶା ବ୍ୟୁରୋ: ଅନୁଭବ-ବର୍ଷା ପାରିବାରିକ ମାମଲାର ବୁଧବାର କଟକ ପରିବାର ଅଦାଲତରେ ଶୁଣାଣି ହୋଇଛି । ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ଅଦାଲତରେ ବର୍ଷାଙ୍କୁ…