Sun. Nov 29th, 2026

Author: sabdamedia

ବୌଦ୍ଧ ଜେଲରୁ ମିଳିଲା କଏଦୀଙ୍କ ଝୁଲନ୍ତା ମୃତଦେହ

ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରୁ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ କଏଦୀଙ୍କ ନାଁ ରବୀନ୍ଦ୍ର ମେହେର। ତାଙ୍କ ଘର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟି ଗାଁରେ। ୨୦୧୫ରେ ସେ ତାଙ୍କ ପରିବାରର ଦୁଇ…

ଟ୍ୱିଟର ଲୋଗୋରୁ ହଟିଲା କୁକୁର, ଫେରିଲା ଚଢେଇ

ଶବ୍ଦ ଓଡିଶା ବ୍ୟୁରୋ: କିଛିଦିନ ତଳେ ଟ୍ୱିଟର ଲୋଗୋକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଯେତେବେଳେ ଟ୍ୱିଟରର ମାଲିକ ଏଲନ୍ ମସ୍କ ପୁରୁଣା ଲୋଗୋ ଚଢେଇକୁ ବଦଳାଇ ତା ସ୍ଥାନରେ ଏକ କୁକୁରର ଫଟୋ ରଖିଥିଲେ । ଏଲନ୍ ମସ୍କଙ୍କର…

ସ୍କୁଲ ଗେଟ୍ ପଡ଼ି ଚାଲିଗଲା ଶିଶୁର ଜୀବନ

ଶବ୍ଦ ଓଡିଶା ବ୍ୟୁରୋ: ସ୍କୁଲ ଗେଟ୍ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟବାଦୀ ନୋଡାଲ ୟୁପି ସ୍କୁଲରେ। ମୃତ ଶିଶୁ ଜଣକ ହେଲା ଚିକୁ ନାଏକ।ଚିକୁ…

ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌ ଭ୍ୟାନ; ୩ ମୃତ

ଶବ୍ଦ ଓଡିଶା ବ୍ୟୁରୋ: କଟକ ଜିଲ୍ଲା ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଚାରିନଙ୍ଗଳଠାରେ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଏକ ପିକ୍‌ଅପ୍‌ ପଛରୁ ପିଟିବାରୁ ୩…

ଅମୃତପାଲଙ୍କୁ ଗିରଫ କରିବାକୁ ପୁଲିସର ଆକ୍ସନ ପ୍ଲାନ୍

ଶବ୍ଦ ଓଡିଶା ବ୍ୟୁରୋ: ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ୨୧ ଦିନଧରି ଫେରାର ହେବା ପରେ ଗତକାଲି ଆତ୍ମସମର୍ପଣ କରିବା ଖବର ମିଳିବାରୁ ପଞ୍ଜାବ ପୁଲିସ ଫୁଲ ଦମରେ ଲାଗିପଡିଛି । ଆତ୍ମସମର୍ପଣ ପୂର୍ବରୁ ଗିରଫ କରିବାକୁ ପୁଲିସ ପୁରା ପ୍ଲାନ୍…

କାଜିରଙ୍ଗାରେ ‘ଗଜ ଉତ୍ସବ’ରେ ରାଷ୍ଟ୍ରପତି, ଆଜି ସୁଖୋଇ ଯୁଦ୍ଧ ବିମାନରେ ଉଡାଣ ଭରିବେ

ଶବ୍ଦ ଓଡିଶା ବ୍ୟୁରୋ: ୩ ଦିନିଆ ଆସାମ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ‘ଗଜ ଉତ୍ସବ ୨୦୨୩’ ଉଦ୍‌ଘାଟନ କରିଛନ୍ତି। ପ୍ରୋଜେକ୍ଟ ଏଲିଫାଣ୍ଟ୍‌ର ୩୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଏହି ଉତ୍ସବ…

ଘରୋଇ କହଳକୁ କେନ୍ଦ୍ର କରି ଏସିଡ୍ ଆକ୍ରମଣ, ୪ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ଘରୋଇ କହଳକୁ କେନ୍ଦ୍ର କରି ଏସିଡ୍ ଆଟାକ୍ । ଏସିଡ୍ ମାଡ଼ରେ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସାହୁପଡ଼ା ଗାଁରେ । ଏସିଡ୍ ମାଡ଼ରେ ଗାଁର…

ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଦିନରେ ଟାଣଖରା ଓ ଅପରାହ୍ଣରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗର ଆକଳନ କରିଛି…

୪ ଜିଲ୍ଲାକୁ କୁଆପଥର ବର୍ଷା ଆଶଙ୍କା, ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ୪ଟି ଜିଲ୍ଲାରେ ଆଜି କୁଆପଥର ସହ ଝଡ ବର୍ଷା ହେବାର ଆଶଙ୍କା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲା…

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢ଼ିଲା, ଏପ୍ରିଲ ପହିଲାରୁ ଲାଗୁ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାର ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀରେ ୧୨ଟଙ୍କା ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି…