Sun. Nov 29th, 2026

Author: Sadba Odisha

ଓଡ଼ିଶାର ୪୪% ବିଧାୟକଙ୍କ ନାଁରେ ଅପରାଧିକ ମାମଲା

ଓଡ଼ିଶାର ୬୪ ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ରହିଛି ଏହି ତଥ୍ୟ।ଦେଶର ୨୮ଟି ରାଜ୍ୟ…

ଚନ୍ଦ୍ର ଆଡ଼କୁ ଚନ୍ଦ୍ରୟାନ-୩

ଚନ୍ଦ୍ର ଆଡ଼କୁ ଆଉ ଏକ ପାହୁଣ୍ଡ ବଢ଼ାଇଲା ଚନ୍ଦ୍ରୟାନ-୩। ଏହାର ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରିଛି ଇସ୍ରୋ । ଅର୍ଥାତ୍ ଚନ୍ଦ୍ରୟାନର ଗତିପଥକୁ ପ୍ରସାରିତ କରି, ଏହାକୁ ପୃଥିବୀଠୁ ଆଉ ଟିକିଏ ଦୂରକୁ ପଠାଇ ଦିଆଯାଇଛି । ଏବେ ଚନ୍ଦ୍ରୟାନ-୩ର…

ଜହ୍ନରେ କିଣିବେ ଜାଗା!

ଚନ୍ଦ୍ରଯାନ-୩ ସଫଳତାର ସହ ଲଞ୍ଚ ହୋଇଯାଇଛି। ଏହା ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି କୁହାଯାଉଛି। ଏଥିରେ ଲୋକଙ୍କ ମନରେ ପୁଣି ପ୍ରଶ୍ନ ଉଙ୍କିମାରିଛି, ସତରେ କ’ଣ ଚନ୍ଦ୍ରରେ ଜମି କିଣାଯାଇପାରିବ? ଚନ୍ଦ୍ରର ମାଲିକ କିଏ? ଏହାର…

ଆକାଶ ମଝିରେ ଚନ୍ଦ୍ରଯାନ–୩,ବିମାନରୁ ଥାଇ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ଜୁଲାଇ ୧୪ରେ ଆନ୍ଧ୍ର ପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଇତିହାସ ରଚିଛି । ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ର ସଫଳତାର ସହ ଉତକ୍ଷେପଣରେ ପରେ ସାରା ଦେଶ ଦେଶ ଗର୍ବି ଅନୁଭବ କରୁଛି । ସବୁ କିଛି ଠିକ୍…

ମହାକାଶରେ ଚନ୍ଦ୍ରୟାନ ୩, ଚନ୍ଦ୍ର ମିଶନ କୁ ନେଇ ଉତ୍ସାହିତ ଭାରତ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୩କୁ ଶୁକ୍ରବାର (୧୪ ଜୁଲାଇରେ) ଉତ୍‌କ୍ଷେପଣ କରିଛି। ଦ୍ବିପ୍ରହର ୨.୩୫ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରିହରିକୋଟା ସ୍ଥିତ ସତିଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଏହି ଉତ୍‌କ୍ଷେପଣ କରାଯାଇଥିଲା।ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ ମିଶନକୁ…

କୋରାପୁଟ ରାଇପାହାଡ଼ରେ ଅନୁପ୍ରବେଶ ବିବାଦ ,ଦୁଇ ରାଜ୍ୟର ବୈଠକରେ ନଥିପତ୍ର ଦେଖାଇପାରିଲାନି ଆନ୍ଧ୍ର ପ୍ରଶାସନ

କୋରାପୁଟ: କୋଟିଆ ପରେ ଏବେ ନନ୍ଦପୁର ରାଇପାହାଡ଼ ଦଖଲ କରିବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର । ଓଡ଼ିଶା ସୀମାନ୍ତ ଗ୍ରାମରେ ପଶି ଆନ୍ଧ୍ର ସରକାର ଯୋଜନା ବାଣ୍ଟୁଛନ୍ତି । ରାଇପାହାଡ ଓଡ଼ିଶାର ହୋଇଥିଲେ ହେଁ ପଡ଼ୋଶୀ ସରକାର ଶିକ୍ଷାଠୁ ଆରମ୍ଭ କରି…

ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ…

ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଓଡ଼ିଶା ମୋ ପରିବାର ରକ୍ତ ଦାନ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ବୀରମହାରାଜପୁର ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ଅବସର ରେ ଓଡ଼ିଶା ମୋ ପରିବାର ଓ କଲେଜ ଛାତ୍ର ଛାତ୍ରୀ ଙ୍କ ମିଳିତ…

ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ…

ବେକ ରେ ଦଉଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା

-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ଗ୍ରାମ ର ଜଣେ ମହିଳା l ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରି ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ସେ ହେଉଛନ୍ତି ସ୍ବର୍ଗତ…