Mon. Nov 30th, 2026

Author: Sadba Odisha

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ,ଦାୟିତ୍ୱ ନେବେ ମିଶନ ଶକ୍ତିର ମା ଓ ଶିକ୍ଷିତ ଯୁବକ ଯୁବତୀ ଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ…

ଦଶରଥଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶର ସିଦ୍ଧିରେ ଘଟିଥିବା ପରିଶ୍ରା କାଣ୍ଡ ପୁରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କର ଘରରେ ବୁଲଡୋଜର ମଡ଼ାଇ ଦେଇଛି। ଏହାରି ମଧ୍ୟରେ ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି…

ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିରେ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ, ୟୁଜିସି ର ନୂଆ ନିୟମ

ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ। ନୂଆ ନିୟମ ୧…

ଘାଟିରୁ ଯାତ୍ରୀବାହୀ ବସ୍ ଖସି ୨୭ ମୃତ : ୧୭ ଗୁରୁତର

ଆମେରିକାର ମେକ୍ସିକୋରେ ଭୟଙ୍କର ଦୁର୍ଘଟଣା । ଘାଟିରୁ ଯାତ୍ରୀବାହୀ ବସ୍ ଖସି ପଡିବାରୁ ୨୭ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୩ ପୁରୁଷ, ୧୩ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି । ୧୭ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି…

ଶ୍ରାବଣ ମାସରେ ଲୋକନାଥ ମନ୍ଦିରରେ ଜଳ ଲାଗି ବ୍ୟବସ୍ଥା ନେଇ ବୈଠକ

ପୁରୀ : ଲୋକନାଥ ମନ୍ଦିର ରେ ଶ୍ରାବଣ ମାସରେ କାଉଡ଼ିଆ ମାନେ ଜଳ ଲାଗି ବ୍ୟବସ୍ଥା କୁ ଶୃଙ୍ଖଳିତ କରିବା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ…

ପାଠ ପଢିବେ ବୈଷ୍ଣବୀ, ସହଯୋଗ କଲେ ଯଶୋଦା ମାଆ ନିବେଦିତା

ଆଖିରେ ଥିଲା ଆଖିଏ ସ୍ୱପ୍ନ । ପାଠ ପଢି,ବଡ ମଣିଷ ହେବାକୁ ପଣ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ସାମ୍ମାଙ୍କୋ ଗାଁର ମେଧାବୀ ଛାତ୍ରୀ ବୈଷ୍ଣବୀ ସେଠୀ । ମାଟ୍ରିକ ପରୀକ୍ଷାରେ 90 ପ୍ରତିଶତ ମାର୍କ ରଖିଥିଲେ । ଭବିଷ୍ୟତରେ ପାଠ ପଢି…

ଚିଲିକା ନିର୍ବାଚନ ମଣ୍ଡଳୀ,”ବିଜୁ ଜନତା ଦଳର ” ବନ୍ଧୁ ମିଳନ

ପବିତ୍ର ରଥଯାତ୍ରା ଅବସରରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ବାରା ବିଜୁ ଜନତାଦଳ କାର୍ଯ୍ୟାଳୟ, ରାମପୁର ରୋଡ ଠାରେ ଚିଲିକା ନିର୍ବାଚନ ମଣ୍ଡଳୀ ସ୍ଥରୀୟ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଚିଲିକା ବ୍ଲକ ସଭାପତି, ଉପ-…

ସୁବର୍ଣ୍ଣପୁର ଜିଲ୍ଲା ଘୋଡାଧାର ନିକଟରୁ ଗଞ୍ଜେଇ ଗାଡ଼ି ଠାବ, ୨ଗିରଫ

ଗଞେଇ ଗାଡି ଧରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ଘୋଡାଧାର ନିକଟରୁ ଅବକାରୀ ବିଭାଗର ମୋବାଇଲ ୟୁନିଟ ସନ୍ଦେହରେ ଏକ ଓଟ ଗାଡିକୁ ଅଟକାଇଥିଲା । ଏହି ଗାଡିରେ ଦୁଇ ଜଣ ଲୋକ ୨୦କେଜି…

ଏମ୍ସଷ୍ଟର୍ଡମରେ ସୁରେଶ ରୈନା ଖୋଲିଲେ ଭାରତୀୟ ରେଷ୍ଟୁରାଣ୍ଟ

ଭାରତୀୟ କ୍ରିକେଟର ସୁରେଶ ରୈନା ନେଦରଲାଣ୍ଡର ରାଜଧାନୀ ଏମ୍ସଷ୍ଟର୍ଡମରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି । ଏଥିରେ ଭାରତୀୟ ବ୍ୟଞ୍ଜନର ସ୍ବାଦ ଚାଖିବେ ୟୁରୋପିଆନ୍‌ । ଏହି ରେଷ୍ଟୁରାଣ୍ଟର ନାମ ରହିଛି ‘RAINA’ । ତେବେ ନିଜର ଏହି ନୂଆ…