Mon. Nov 30th, 2026

Author: Sadba Odisha

ମାଟ୍ରିକ ରେଜଲ୍ଟ ପ୍ରକାଶିତ,ଜଗତସିଂହପୁରରେ ସର୍ବାଧିକ ପାସ ହାର

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ମୋଟ୍ ପାସ୍ ହାର ୯୬.୧୯% ଥିବା ବେଳେ ଛାତ୍ରଙ୍କ ତୁଳନାରେ ଭଲ କରିଛନ୍ତି ଛାତ୍ରୀ। ରେଗୁଲାର ପାସ୍ ହାର ୯୬.୪୦% । ଏକ୍ସ ରେଗୁଲାର ପାସ୍ ହାର ୭୩.୪୧% । ମୋଟ୍ ୬ଟି…

ଆଗକୁ ଶିବ ବିବାହ,ରାୟଗଡ଼ା ସହରସ୍ଥିତ ପ୍ରେମ ପାହାଡରେ ସ୍ୱଚ୍ଛତା ଅଭିଯାନ

ରାୟଗଡ଼ା :ରାୟଗଡା ଜିଲ୍ଲା ଚନ୍ଦ୍ରଗିରି ବ୍ଲକ ର ପବିତ୍ର ଶିବ ପୀଠ ମୀନାଝୋଲାର ଜନକଲ୍ୟାଣ ଆଶ୍ରମ ପରିସରରେ ଆସନ୍ତା ମଇ 24 ତାରିଖରେ ବୈଦିକ ରୀତି ଅନୁଯାଇ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେହିଭଳି 25 ତାରିଖ ରେ…

ପୋଲିସ ମହାନିର୍ଦ୍ଦେଶକଙ୍କ କୋରାପୁଟ ଗସ୍ତ ଓ ସମୀକ୍ଷା

କୋରାପୁଟ :ଆଜି ଡିଜିପି ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବନସଲ କୋରାପୁଟ ଜିଲ୍ଲା ପରିଦର୍ଶନ କରି ଜିଲ୍ଲା ପୋଲିସ ଏବଂ ବିଏସଏଫ ସହ ଆଲୋଚନା କରିଛନ୍ତି। ତାଙ୍କ ସହ ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା ,ଆଇ ଜି ସତ୍ୟବ୍ରତ ଭୋଇ, ,ଡିଆଇ…

ସୂର୍ଯ୍ୟମୁଖୀ ଓ ମୁଁ

ଆଶା ସବୁ ମୋର,ଓ ପାଖୁଡ଼ା ସବୁ ତାର।ମୋର ଗୋଟି ଗୋଟି ଆଶା ପରି,ସୂର୍ଯ୍ୟମୁଖୀ ବି ଝଡ଼ଉଥାଏଗୋଟିଏ ଗୋଟିଏ ପାଖୁଡ଼ାପବନର ଉତ୍ପୀଡନରେ।ତଥାପି ତ ସମ୍ପର୍କ ତୁଟିନିପବନ ସହ ଆମ ଦୁହିଁଙ୍କର। ହେଲେ ମୁଁ କଣ ଝଡ଼ିଛିନା ଝଡ଼ିଛି ଏ ସୂର୍ଯ୍ୟମୁଖୀ !ବରଂ ହସିଛୁ…

ମାସେ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା, ପୁରୀ ମେଡିକାଲରେ ଅବ୍ୟବସ୍ଥାର ଚିତ୍ର

ପୁରୀ: ଆଉ ଏକ ମାସ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କ ସମାଗମ ହେବ। ମାତ୍ର ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟକୁ ନେଇ…

ଗ୍ରାମାଞ୍ଚଳ ଓ ଶିକ୍ଷାୟତନ ଅଞ୍ଚଳ ହେବ ତମାଖୁ ମୁକ୍ତ

ଗ୍ରାମାଞ୍ଚଳ ଓ ଶିକ୍ଷାୟତନ ଅଞ୍ଚଳ ହେବ ତମାଖୁ ମୁକ୍ତପୁରୀ କେବଳ ଶିକ୍ଷାୟତନ ଅଞ୍ଚଳ ନୁହେଁ, ପୁରୀ ଜିଲ୍ଲାର ଗ୍ରାମାଞ୍ଚଳକୁ ତମାଖୁ ମୁକ୍ତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ସହ ରଥଯାତ୍ରା ରେ ପବିତ୍ର ବଡ଼ଦାଣ୍ଡକୁ ତମାଖୁ ନିଷିଦ୍ଧାଞ୍ଚଳ କରିବା ପାଇଁ…

ବାଣପୁରରେ ଜଘନ୍ୟ ହତ୍ୟାକାଣ୍ଡ,ଜଣେ ମୃତ

ବାଣପୁର :- ଗୁରୁବାର ସନ୍ଧ୍ୟା 7ଘଟିକା ସମୟରେ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି l ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକ ପିତା ଲୋକନାଥ ଏବଂ ତାଙ୍କ ସାନଭାଇ ଶ୍ୟାମ…

ପ୍ରବଳ ଜନ ସମାଗମ ରେ ମାଆ ଖମ୍ବେଶ୍ବରୀଙ୍କ ମଣ୍ଡି ଯାତ୍ରା ଅନୁଷ୍ଠିତ

ଚନ୍ଦାହାଣ୍ଡି 7/5(ଆ ପ୍ର )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଅଧିଷ୍ଠାତ୍ରୀ ଦେବୀ ମାଁ ଖମ୍ବେଶ୍ବରୀ ଙ୍କ ପୀଠ ସ୍ଥଳି l ମୋତିଗାଁ ଠାରେ ପ୍ରବଳ ଜନସମାଗମ ସହ ଶତାଧିକ , ଲାଠି, ବିମାନ, ଶିରା, ପୂଜାରୀ, ମାନଙ୍କ ସମାଗମ ହୋଇଥିଲା…

ଭତାଝର -ଧୂରୁଆପଡା ନୂଆ ସଡକ ରାସ୍ତାରେ ଘାସ- କାହିଁକି ନିରବ ସାଂସଦ-ବିଧାୟକ

ଭତାଝର -ଧୂରୁଆପଡା ସଡକ କାମ ଅତି ନିମ୍ନ ମାନରସପ୍ତାହେ ନ ପୁରୁଣୁ ରାସ୍ତାରୁ ପିଚୁ ଉଠିଲାଣି,ରାସ୍ତା ଉପରେ ଘାସ ,ସାଂସଦ ବିଧାୟକ ନିରବ କାହିଁକି ?ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦହାଣ୍ଡି ବ୍ଲକର ଭତା୍ଝର ଠାରୁ ଧୁରୁଆପଡା ରାସ୍ତାକୁ SR ଫଣ୍ଡ ରେ…