Sun. Nov 29th, 2026

Author: Sadba Odisha

ନବ ଦାସ ହତ୍ୟା ମାମଲା- ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ ଦାଖଲ

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାକୁ କ୍ରାଇମ୍ ବ୍ରାଞ୍ଚ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରିସାରିଥିଲା। ଆଜି ଘଟଣାର ତଦନ୍ତକାରୀ ଅଫିସର…

ମେ ତାରିଖରେ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର : ମେ’ ୨୮ ତାରିଖରେ ଯୁକ୍ତ ୨ ରେଜଲ୍ଟ ତାରିଖ ଘୋଷଣା କରାଯିବ। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏହାପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ। ମେ’ ୩୦…

ଚାନ୍ଦିପୁଟ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ,ଭାଙ୍ଗିଲା ବଡ଼ବଡ଼ ଗଛ

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଅଞ୍ଚଳରେ କାଳବୈଶାଖୀ ର ତାଣ୍ଡବ , ଭାଙ୍ଗିଲା ବିରାଟ କାୟ ଗଛ , ରାଜ ରାସ୍ତା ଅବରୋଧ , ଜନଜୀବନ ପ୍ରଭାବିତ। ଗଜପତି ଜିଲ୍ଲା ରେ ଗତ କିଛି ଦିନ ହେଲା କାଳବୈଶାଖୀ…

ଲୁହାଗୁଡ଼ି ଢାବାରୁ ବିରଳ ପ୍ରଜାତିର ପାଟମୂଷା ଉଦ୍ଧାର, ରାଜପୁତ ହଟେଲର ମାଲିକ ଗିରଫ

ମୋହନା :ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ଛକ ସ୍ଥିତ ହୋଟେଲ ରାଜପୁତ ଢାବାରୁ ଉଦ୍ଧାର ହୋଇଛି ଏକ ପାଟ ମୂଷା । ବେଆଇନ ଭାବେ ଏହି ମୁଷାକୁ ରଖିଥିବା ଅଭିଯୋଗରେ ହୋଟେଲ ରାଜପୁତ ଢ଼ାବା ମାଲିକ ଭରତ ବିଷୋୟୀଙ୍କୁ…

ବଜ୍ରଘାତ ରେ ଯୁବକ ମୃତ୍ୟୁ

ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଚକାମାଳ ଗ୍ରାମର ଖଗେରାମ ପଟେଲ (40) ନାମକ ଜଣେ ଯୁବକ ବଜ୍ରାଘାତ ରେ ପ୍ରାଣ ହରାଇଛନ୍ତି । ଏ ନେଇ ଚନ୍ଦାହାଣ୍ଡି ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ…

ମହାନଦୀ ଜଳ ବିବାଦ: ଓଡ଼ିଶାରେ ଟ୍ରିବ୍ୟୁନାଲ ଟିମ୍‌

ଦଶ ଦିନିଆ ଓଡ଼ିଶା ଗସ୍ତରେ ଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଟିମ୍ ପ୍ରଥମ ଦିବସରେ ହୀରାକୂଦ ଡ୍ୟାମ୍ ସ୍ଥିତି ପରଖିଛନ୍ତି । ଏଥିସହ କିଛି ମେଗାଲିପ୍ଟ ପଏଣ୍ଟ ବି ଦେଖିଛନ୍ତି । ତେବେ ଟିମ୍ ସଦସ୍ୟମାନେ ହୀରାକୂଦ ଜଳଭଣ୍ଡାରର ଜଳଧାରଣର…

ଅର୍କେଶଙ୍କ ଅଡୁଆ, ରାଜ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଡେରାଡୁନ ପୋଲିସ

ବଢିଲା ଅର୍କେଶଙ୍କ ଅଡୁଆ । ପତ୍ନୀ ଆଦ୍ରିଜାଙ୍କ ଅଭିଯୋଗ କ୍ରମେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ରୁଜୁ କରିଛି ପାରିବାରିକ ହିଂସା ମାମଲା । ଡେରାଡୁନର ରାଜପୁର ପୋଲିସ ଷ୍ଟେଶନରେ ଅର୍କେଶ ସିଂହଦେଓଙ୍କ ସହ ରାଜ ପରିବାରର ଆଉ ୪ ଜଣଙ୍କ ବିରୋଧରେ…

ଓଡ଼ିଶାରେ ଶୁଭାରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ। ପ୍ରଥମଥର ପାଇଁ ଓଡ଼ିଶାରେ ଶୁଭାରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ…

ରଥ ଖଳା ଚଳଚଞ୍ଚଳ,ସରିଲାଣି ୪୨ ଚକ ନିର୍ମାଣ କାମ

ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ। ତିନି ରଥର ସମୁଦାୟ ୪୨ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ତିନି ରଥର‌ ପାଞ୍ଚୋଟି ନାହାକା ଅଖ ଶେଷ ହୋଇଛି।…

ପୁରୀ ଜିଲ୍ଲାରେ “ସାକ୍ଷରତା ମାଧ୍ୟମରେ ସେବା” କାର୍ଯ୍ୟକ୍ରମର ଶୁଭାରମ୍ଭ

କେବଳ ଅକ୍ଷର ଶିଖିବା ବା ପଢି ପାରିବା ସାକ୍ଷରତା ନୁହେଁ। ସାକ୍ଷର ହେବା ପ୍ରକ୍ରିୟାକୁ ବ୍ୟବହାରିକ କରିବାକୁ ହେବ। ପଢ଼ା ଲେଖା ଜାଣିବା ସହ ଡିଜିଟାଲ, ଅର୍ଥନୈତିକ , ବିପର୍ଯ୍ୟୟ ଏବଂ ନାଗରିକ ଅଧିକାର ସମ୍ପର୍କରେ ସାକ୍ଷରତା ଓ ସଚେତନତାର ଆବଶ୍ୟକତା…