Sun. Nov 29th, 2026

Tag: #sabdalive

ଆସବାବପତ୍ର ଶୋ’ରୁମର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି, ସିସିଟିଭିରେ କଏଦ ହେଲା ଘଟଣା

ଆଜିକାଲି ଦେଶର ରାଜଧାନୀ ଦିଲ୍ଲୀରେ ଚୋରମାନେ ଅଧିକ ଦେଖାଯାଉଛନ୍ତି। କିଛି ଦିନ ତଳେ ରାତିରେ ଜଣେ ଚୋର ରାଜଧାନୀ ଦିଲ୍ଲୀର ମିଗ୍ରା ରାସ୍ତାରେ ସୁପ୍ରିମ ଫର୍ନିଚର କାମର ତାଲା ଭାଙ୍ଗି ଦୋକାନ ଭିତରକୁ ପ୍ରବେଶ କରିଥିଲା ଏବଂ ଲକ୍ଷ ଲକ୍ଷ ଚୋରି…

ଦି କେରଳ ଷ୍ଟୋରୀକୁ ନେଇ ଏମିତି କହିଲେ ନସିରଉଦ୍ଦିନ

ଦି କେରଳ ଷ୍ଟୋରୀ’କୁ ନେଇ ବିବାଦ ଥମିବା ନାଁ ଧରୁନି । କେହି କେହି ଏହାକୁ ସମର୍ଥନ କରୁଥିବା ବେଳେ କେହି କେହି ଏହାକୁ ତୀବ୍ର ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏବେ ଏହି ଫିଲ୍ମକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି…

ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ପାଇଁ ଜନ ଶୁଣାଣି

ଅନୁଷ୍ଠିତ ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁବୁଲି ଓ ଷଣ୍ଢପୁର ଗ୍ରାମ ଅଞ୍ଚଳରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସବୁଜ ସଂକେତ ମିଳିଛି। ଏଥିପାଇଁ ବେସରକାରୀ ଜମି ଅଧିଗ୍ରହଣ ନିମିତ୍ତ ଏକ ଜନ ଶୁଣାଣୀ ଆଜି ଅନୁଷ୍ଠିତ ହୋଇଥିଲା।ଷଣ୍ଢପୁର…

ଭାରତୀୟ ରେଡକ୍ରସ ସୋସାଇଟି ତରଫରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ଭାରତୀୟ ରେଡକ୍ରସ ସୋସାଇଟି ଜିଲ୍ଲା ଶାଖା ତରଫରୁ ଆଗାମୀ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଏକ ଦିବସୀୟ ପ୍ରାଥମିକ ଚକିତ୍ସା ପ୍ରଶିକ୍ଷଣ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା ଏଥିରେ 71 ଜଣ ସ୍ୱେଛାସେବୀ ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ…

ରାତିରେ ମନ୍ଦିର ମନା, ନହେଲେ ଗଡିବ ମୁଣ୍ଡ!

ଭାରତ କଳା, ସ୍ଥାପତ୍ୟ, ଇତିହାସ, ସୌନ୍ଦର୍ଯ୍ୟରେ ଯେତିକି ପରିପୂର୍ଣ୍ଣ ସେତିକି ରହସ୍ୟର ଗନ୍ତାଘର ମଧ୍ୟ । ଭାରତରେ ଏପରି ଅନେକ ରହସ୍ୟମୟୀ ମନ୍ଦିର ରହିଛି, ଯାହାର ରହସ୍ୟ ଆଜି ବି ରହସ୍ୟ ହୋଇ ରହିଛି। କିଛି ମନ୍ଦିରରେ ଅନେକ ଅତ୍ଭୁତ ଚମତ୍କାର…

କାଲି +୨ ଫଳାଫଳ

ମେ ୩୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ । ଏନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ବୁଧବାର ଦିନ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ…

ବୃହସ୍ପତି ଠାରୁ ୧୩ ଗୁଣା ବୃହତ୍ ଗ୍ରହ!

ବୃହସ୍ପତି ଠାରୁ ବୃହତମ ଗ୍ରହକୁ ଆବିଷ୍କାର କଲେ ବୈଜ୍ଞାନିକ । ଗୋଟିଏ ଗୁଣ କି ୨ ଗୁଣ ନୁହେଁ, ୧୩ ଗୁଣ ବଡ଼ ଗ୍ରହର ହୋଇଛି ଆବିଷ୍କାର । ଭାରତୀୟ ବୈଜ୍ଞାନିକ ପ୍ରଫେସର ଅଭିଜିତ ଚକ୍ରବର୍ତୀଙ୍କ ନେତୃତ୍ୱରେ ଏକ ଆନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କ…

ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ପାଇଁ ଜନ ଶୁଣାଣୀ ଅନୁଷ୍ଠିତ

ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁବୁଲି ଓ ଷଣ୍ଢପୁର ଗ୍ରାମ ଅଞ୍ଚଳରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସବୁଜ ସଂକେତ ମିଳିଥିବାରୁ ବେସରକାରୀ ଜମି ଅଧିଗ୍ରହଣ ନିମିତ୍ତ ଧାରା ୫ ଅନୁସାରେ ଜନ ଶୁଣାଣୀ ଆଜି ଅନୁଷ୍ଠିତ ହୋଇଥିଲା।…

ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ପାଳନକଲେ” ୨୪ତମ ଶହୀଦ ଦିବସ”

ଖୋର୍ଦ୍ଧା : ୧୯୯୯ ମସିହା ଆଜିର ଦିନରେ ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମ ଘୋଡାଦୌଡ ଠାରେ ଚିଲିକା ମତ୍ସ୍ୟଜୀବୀ ସଂଗଠନ ତରଫରୁ ଚିଲିକା ଅଧିକାର ବିଲ୍,ଏକକ ଅଧିକାର ଓ ଚିଲିକାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ଚାଲିଥିବା ସମୟରେ ମତ୍ସ୍ୟଜୀବୀ ସଂଘ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତରଫରୁ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ରାୟଗଡା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତରଫରୁ ଆଇନ୍ ସଚେତନତା କାର୍ଯ୍ୟକ୍ରମ” ଆୟୋଜିତ ହୋଇଛି । ଦିବ୍ୟାଙ୍ଗ ମାନଙ୍କ ପାଇ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା I ଏହି ଅବସରରେ ରାୟଗଡା…