ଫାସ୍ଟ୍ୟାଗ୍ର ନୂଆ ନିୟମ : ଏଣିକି ବର୍ଷିକିଆ ପାସ୍
ଫାସ୍ଟ୍ୟାଗ୍ର ବଦଳିଲା ନିୟମ ଏଣିକି ବର୍ଷକ ପାଇଁ କରିବେ ପାସ୍ । ବଢ଼ିଆ ଅଫର୍, ଥରେ ରିଚାର୍ଜ କଲେ ଅନେକ ସୁବିଧା ପାଇବେ ରାସ୍ତାରେ ଯିବା ବେଳେ ଆପଣ ପ୍ରତି ୬୦ କିଲୋମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଟୋଲ୍ଗେଟ୍ ଦେଖିଥିବେ ।…
ଫାସ୍ଟ୍ୟାଗ୍ର ବଦଳିଲା ନିୟମ ଏଣିକି ବର୍ଷକ ପାଇଁ କରିବେ ପାସ୍ । ବଢ଼ିଆ ଅଫର୍, ଥରେ ରିଚାର୍ଜ କଲେ ଅନେକ ସୁବିଧା ପାଇବେ ରାସ୍ତାରେ ଯିବା ବେଳେ ଆପଣ ପ୍ରତି ୬୦ କିଲୋମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଟୋଲ୍ଗେଟ୍ ଦେଖିଥିବେ ।…
ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ମଙ୍ଗଳବାର ସୁଦ୍ଧା ରତ୍ନଭଣ୍ଡାରର…
ଡେଙ୍ଗୁକୁ ମହାମାରୀ ରୂପେ ଘୋଷଣା କଲେ କର୍ଣ୍ଣାଟକ ସରକାର। ରାଜ୍ୟ ମହାମାରୀ ରୋଗ ଆଇନ ୨୦୨୦ ଅନୁସାରେ, ଏହାକୁ ମହାମାରୀ ଭାବେ ଘୋଷଣା କରାଯାଇଛି। ଏବଂ ନିୟମ ଉଲ୍ଲଂଘନ କଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। କେବଳ…
ଯଶୋଦା ମା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ଓ ଏହାର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ୬୦ତମ ଜନ୍ମ ବାର୍ଷିକୀ ଅବସରରେ ରସୁଲଗଡ଼ ସ୍ଥିତ ସେବା ହିଁ ସେବା ଅନୁଷ୍ଠାନର ବୟସ୍କ ମାଆ ବାପାଙ୍କ ଗହଣରେ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମ…
ବରମୁଣ୍ଡା ପାଇକ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଠାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ…
ଭୁବନେଶ୍ୱର : ପ୍ରତିଶ୍ରୁତି ପତ୍ରିକା ପରିବାର ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ପତ୍ରିକାର ଷଷ୍ଠ ସଂସ୍କରଣ ( ଲୋକକଳା ବିଶେଷାଙ୍କ ) ଉନ୍ମୋଚନ, ଆଲୋଚନାଚକ୍ର, ପ୍ରତିଭା ସମ୍ନାନ…
ଜୟଦେବ ଭବନରେ ପାନାସିଆ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଦଶତମ ପ୍ରତିଷ୍ଠା ଦିବସ ସମାରୋହ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବମୁଖର ପରିବେଶରେ ଶନିବାର ପାଳିତ ହୋଇଯାଇଛି । ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଚାଲିଚଳଣିକୁ ନେଇ ଏହି କାର୍ଯ୍ୟକ୍ରମଟି ସମ୍ପୂର୍ଣରୂପେ ପର୍ଯ୍ୟବେଷିତ ଥିଲା…
ରାୟଗଡ଼ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ କୋରାପୁଟ ଜାତୀୟ ରାଜ ମାର୍ଗ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାୟଗଡ…
ଦୁର୍ବଳ ହେଉଛି ବିଜେଡି, ଦଳ ଛାଡ଼ୁଛନ୍ତି ହେଭିୱେଟ୍ ନେତା । ଆଜି ଗୋଟିଏ ଦିନରେ ବିଜେଡିକୁ ଲାଗିଛି ତିନି ତିନୋଟି ଝଟକା। ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀଙ୍କ ପରେ ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ,…
ବିଜେଡି ଛାଡ଼ିଲେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଦଳରେ ଲଗାତାର ଅବହେଳା ଅଭିଯୋଗ କରି ସେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କ ପାଖକୁ ପଠାଇଛନ୍ତି। ପ୍ରିୟଦର୍ଶୀ ମିଶ୍ର ୨୦୧୪ରୁ ୨୦୧୯ ଯାଏ…