Thu. Oct 15th, 2026

Month: July 2023

ଦଶରଥଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶର ସିଦ୍ଧିରେ ଘଟିଥିବା ପରିଶ୍ରା କାଣ୍ଡ ପୁରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କର ଘରରେ ବୁଲଡୋଜର ମଡ଼ାଇ ଦେଇଛି। ଏହାରି ମଧ୍ୟରେ ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି…

ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିରେ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ, ୟୁଜିସି ର ନୂଆ ନିୟମ

ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ। ନୂଆ ନିୟମ ୧…

ଘାଟିରୁ ଯାତ୍ରୀବାହୀ ବସ୍ ଖସି ୨୭ ମୃତ : ୧୭ ଗୁରୁତର

ଆମେରିକାର ମେକ୍ସିକୋରେ ଭୟଙ୍କର ଦୁର୍ଘଟଣା । ଘାଟିରୁ ଯାତ୍ରୀବାହୀ ବସ୍ ଖସି ପଡିବାରୁ ୨୭ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୩ ପୁରୁଷ, ୧୩ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି । ୧୭ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି…

ଶ୍ରାବଣ ମାସରେ ଲୋକନାଥ ମନ୍ଦିରରେ ଜଳ ଲାଗି ବ୍ୟବସ୍ଥା ନେଇ ବୈଠକ

ପୁରୀ : ଲୋକନାଥ ମନ୍ଦିର ରେ ଶ୍ରାବଣ ମାସରେ କାଉଡ଼ିଆ ମାନେ ଜଳ ଲାଗି ବ୍ୟବସ୍ଥା କୁ ଶୃଙ୍ଖଳିତ କରିବା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ…

୬ରୁ ବଢିବ ବର୍ଷା!

୬ ତାରିଖରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି । ଏବଂ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୧.୫ କିମି ରୁ…

ଲିକ୍‌ ହେଲା ‘ଆଦିପୁରୁଷ’ର ଏଚ୍‌ଡି ଭର୍ସନ

ଫିଲ୍ମ ‘ଆଦିପୁରୁଷ’କୁ ବିବାଦ ଚାଲିଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାରେ ଥିଲା। ଯେତେବେଳେ ରିଲିଜ ହେଲା, ସମାଲୋଚକ ଏବଂ ଦର୍ଶକଙ୍କ ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ଏହା ଲାଇମଲାଇଟରେ ରହିଥିଲା। ଦର୍ଶକ ପ୍ରଭାସ ଏବଂ କ୍ରିତି ସାନନ ଷ୍ଟାରରଙ୍କ…

ଜୀବ ବିଜ୍ଞାନ ସଂସ୍ଥାନ ପକ୍ଷରୁ ବ୍ରୀଡର ଧାନ ବିହନ ବଣ୍ଟନ

କେନ୍ଦ୍ର ସରକାରଙ୍କ ଜୈବ ପ୍ରଯୁକ୍ତି ବିଭାଗ ଅଧିନରେ ଥିବା ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଆଜି ବୋରିଗୁମ୍ମା ବ୍ଲକରେ ଚାଷୀମାନଙ୍କୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକରୁ ବିକଶିତ ସିଆର୍ ଧାନ ୨୦୩ ( ସଚଳା) କିସମ ବ୍ରୀଦର୍ ଧାନ…

5ଟି ସଚିବଙ୍କ ଗାଡିକୁ ଅଣ୍ଡା ମାଡ଼

ଆଜି 5ଟି ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ l ଜିଲ୍ଲାର ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଏବଂ ସୋନପୁର ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ l ପ୍ରଥମରେ ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପାଣ୍ଡିଆନ ପହଂଚି ଥିଲେ ସେଠାରୁ…

ଏସିଏଫ୍ ସୌମ୍ୟାରଞ୍ଜନଙ୍କ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ

ଶବ୍ଦ ଓଡିଶା ବ୍ୟୁରୋ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ୩ ଅଭିଯୁକ୍ତଙ୍କ ମଧ୍ୟରୁ ବିଦ୍ୟାଭାରତୀ ପଣ୍ଡାଙ୍କର କୌଣସି ଖୋଜ ଖବର ପାଉନି ପୁଲିସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନା ଏହି ସୂଚନା…