ରଥଯାତ୍ରାକୁ ଦୃଷ୍ଟି ରେ ରଖି ପୁରୀ ପୋଲିସର ହୋଟେଲ ଓ ଲଜ ଯାଞ୍ଚ
ପୁରୀ ସ୍ନାନଯାତ୍ରା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ଲଜକୁ ଯାଞ୍ଚ କରା ଯାଉଛି।ହୋଟେଲ ଲଜମାନଙ୍କର ସିସିଟିଭିକୁ ଲଗାଇବା ଓ ଅଚଳ ସିସିଟିଭିକୁ ଠିକ୍ କରିବା ସହ ଯାତ୍ରୀମାନଙ୍କର ସଠିକ୍ ଭାବେ ପରିଚୟ ପ୍ରମାଣ…
ପାକ୍ରୁ ଡ୍ରଗ୍ ସ୍ମଗଲିଂ କେସରେ ୩ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ
ପାକିସ୍ତାନରୁ ଡ୍ରଗ୍ ନକ୍ସର ଏକ ଅଂଶ ହୋଇଥିବାରୁ ଆଜି ତିନିଜଣ ଭାରତୀୟ ନାଗରିକଙ୍କୁ ଦିଲ୍ଲୀ ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ ଗିରଫ କରିଥିଲା।ଅଭିଯୁକ୍ତ ମଲକିତ ସିଂ, ଧର୍ମେନ୍ଦ୍ର ସିଂ ଏବଂ ହରପାଲ ସିଂ ପଞ୍ଜାବର ବାସିନ୍ଦା ଏବଂ ଦିଲ୍ଲୀର ସାରାଇ କାଲେ…
୮୪ ଯୋନିରୁ ମୁକ୍ତିପାଇବାର ଦିନ ଭଉଁରୀ ଯାତ୍ରା
ଆଜି ଭଉଁରୀ , ଆଜି ଭ୍ରମିବେ ଜଗନ୍ନାଥ l ସାରା ଜଗତକୁ ଭ୍ରମରେ ପକାଉଥିବା ଦେବତା ଆଜି ଭଉଁରୀ ଭଳିଆ ଭ୍ରମିବେ l ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୁଏ l ମଦନମୋହନ, ଶ୍ରୀଦେବୀ,…
୧୩ ମଇରୁ ରାୟଗଡ଼ରେ ଏକାଦଶ ରାଜ୍ୟ ମୁଏଥାଇ (ଥାଇ ବକ୍ସିଂ) ପ୍ରତିଯୋଗିତା ୨୦୨୩
ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ; ଓଡିଶା ଅଲମ୍ପିକ ଆସୋସିଏସନର ଏକ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଆନୁକୂଲ୍ୟରେ ଓ ଆର୍ଟସ ଟେମ୍ପଲ- ରାୟଗଡା ଓ ସାଇ ଟ୍ରଷ୍ଟର ସହଯୋଗୀତା କ୍ରମେ ରାୟଗଡ଼ ଜି.ସି.ଡ଼ି. ହାଇସ୍କୁଲ୍ ପଡ଼ିଆ ଠାରେ ଆସନ୍ତା ମଇ ୧୩ ଓ…
ଗ୍ରାମାଞ୍ଚଳ ଓ ଶିକ୍ଷାୟତନ ଅଞ୍ଚଳ ହେବ ତମାଖୁ ମୁକ୍ତ
ଗ୍ରାମାଞ୍ଚଳ ଓ ଶିକ୍ଷାୟତନ ଅଞ୍ଚଳ ହେବ ତମାଖୁ ମୁକ୍ତପୁରୀ କେବଳ ଶିକ୍ଷାୟତନ ଅଞ୍ଚଳ ନୁହେଁ, ପୁରୀ ଜିଲ୍ଲାର ଗ୍ରାମାଞ୍ଚଳକୁ ତମାଖୁ ମୁକ୍ତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ସହ ରଥଯାତ୍ରା ରେ ପବିତ୍ର ବଡ଼ଦାଣ୍ଡକୁ ତମାଖୁ ନିଷିଦ୍ଧାଞ୍ଚଳ କରିବା ପାଇଁ…
ବାଣପୁରରେ ଜଘନ୍ୟ ହତ୍ୟାକାଣ୍ଡ,ଜଣେ ମୃତ
ବାଣପୁର :- ଗୁରୁବାର ସନ୍ଧ୍ୟା 7ଘଟିକା ସମୟରେ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି l ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକ ପିତା ଲୋକନାଥ ଏବଂ ତାଙ୍କ ସାନଭାଇ ଶ୍ୟାମ…
ବିହାର ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ସମ୍ମାନିତ ହେଲେ ଓଡ଼ିଆ ପ୍ରଫେସର
ବିହାର ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ସମ୍ମାନିତ ହେଲେ ଡ. ଚକ୍ରଧର ତ୍ରିପାଠୀ। ପାଟନାଠାରେ ଅନୁଷ୍ଠିତ ବିହାର ହିନ୍ଦୀ ସାହିତ୍ୟ ସମ୍ମିଳନୀର ୪୨ତମ ସମ୍ମିଳନୀ ଅବସରରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ଦ୍ୱାରା ସମ୍ମାନିତ ମାନ୍ୟବର ପ୍ର. ଚକ୍ରଧର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ…