Sun. Nov 29th, 2026

Month: May 2023

ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ଶ୍ରୀଜୀୟୁଙ୍କ ଦର୍ଶନ ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ବୁଧବାର ୪ ଘଣ୍ଟା ଶ୍ରୀଜୀୟୁଙ୍କ ଦର୍ଶନ ବନ୍ଦ ରହିବ। ସ୍ନାନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ରତ୍ନବେଦୀରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ। ସଂଧ୍ୟା ୬ଟାରୁ ୪ ଘଣ୍ଟା ଲାଗି…

କାଲିଠୁ ପୁରୀରୁ ହାୱଡା ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତାକାଲି ଠାରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ…

ବସ୍‌-ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା; ୧୧ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧ ଜିଲ୍ଲା ଚାରିଛକ ତହସିଲ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ସହିତ ପିକଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ଫଳରେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୁରୁଣା…

ମେଦିନାପୁରରେ ବଡ଼ଧରଣର ବିସ୍ଫୋରଣ : ୧୨ ମୃତ, ୨୦ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମବଙ୍ଗରେ ବଡ଼ଧରଣର ବାଣ ବିସ୍ଫୋରଣ । ମେଦିନୀପୁର ଜିଲ୍ଲାର ଏଗ୍ରାରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଶକ୍ତିଶାଳୀ…

ବିଳମ୍ବରେ ପହଞ୍ଚିବ ମୌସୁମୀ, ଆକଳନ କଲା ପାଣିପାଗ ବିଭାଗ

ଶବ୍ଦ ଓଡିଶା ବ୍ୟୁରୋ: ଚଳିତ ବର୍ଷ ବିଳମ୍ବରେ ଆସିବ ମୌସୁମୀ । ପାଣିପାଗ ବିଭାଗର ଆକଳନ ଅନୁସାରେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ସମୟ ଜୁନ୍ ୧ ପରିବର୍ତ୍ତେ, ସାମାନ୍ୟ ବିଳମ୍ବରେ କେରଳ ଛୁଇଁବ । ଚଳିତବର୍ଷ ଏହା ଜୁନ୍…

ଦହିବରା ଖାଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ

ଦହିବରା ଆଲୁଦମ୍ ଖାଇ ନୁଖାପଡା ଗାଁର ୨୦ ଗୁରୁତର ଅସୁସ୍ଥ। ନରସିଂହପୁର ବ୍ଲକ ନୁଖାପଡା ଓ କମଳା ଦେଇପୁର ଗାଁରେ ଘଟିଛି ଏହି ଘଟଣା। ସୂଚନା ରୁ ପ୍ରକାଶ ଯେ ନୁଖାପଡ଼ା ଓ କମଳାଦେଇପୁର ଅଞ୍ଚଳର ପ୍ରତ୍ୟେକ ଦିନ ଜୈନେକ ଦହିବରା…

ବିଧାୟକଙ୍କ ବୋହୂ ଆଣିଲେ ଯୌତୁକ ନିର୍ଯାତନାର ସାଂଘାତିକ ଅଭିଯୋଗ

ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକଙ୍କ ବୋହୂ ଆଣିଛନ୍ତି ଏହି ଅଭିଯୋଗ। ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ବାଙ୍କୀ…

ଏକାଦଶ ରାଜ୍ୟ ଥାଇ ବକ୍ସିଂ ପ୍ରତିଯୋଗିତା ଉଦଘାଟିତ

ଓଡ଼ିଶା ଅଲମ୍ପିକ ଆସୋସିଏସନର ସ୍ୱୀକୃତିପ୍ରାପ୍ତ ସଂସ୍ଥା ବା ଓଡ଼ିଶା ମୁଏଥାଇ ଥାଇ ବକ୍ସିଂ ୟୁନିଅନ ଆନୁକୂଲ୍ୟରେ ଏବଂ ଆର୍ଟସ ଟେମ୍ପଲ- ରାୟଗଡା ଓ ସାଇ ଟ୍ରଷ୍ଟ ର ସହଯୋଗିତାକ୍ରମେ ରାୟଗଡ଼ ଜି.ସି.ଡ଼ି. ହାଇସ୍କୁଲ୍ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି l ଦୁଇଦିନ…

ଦେଶର ୭୧ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ କେନ୍ଦ୍ର ସରକାର ଦେବେ ନିଯୁକ୍ତିପତ୍ର

ଶବ୍ଦ ଓଡିଶା ବ୍ୟୁରୋ: ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ଆଜି ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବ ନିଯୁକ୍ତ କର୍ମଚାରୀଙ୍କୁ ସାମ୍ବାଧନ କରିବେ । ଦେଶର ୪୫ଟି ସ୍ଥାନରେ…

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର: ୬ଜଣଙ୍କୁ ଗିରଫ କଲା ପୋଲିସ

ଶବ୍ଦ ଓଡିଶା ବ୍ୟୁରୋ: ବେଆଇନ ଭାବେ ବଜ୍ରକାପ୍ତା ଚାଲାଣ କରୁଥିଲେ ବନ ବିଭାଗ ଅଫିସର । ଚଢାଉ କରି ଧରିଲା ପୁଲିସ । ମୟୁରଭଞ୍ଜ କପ୍ତିପଦା ଅଞ୍ଚଳରେ ଚଢାଉ କରି ପୁଲିସ ଏକ ବଜ୍ରକାପ୍ତା କାତି ଜବତ କରିବା ସହ ୬…