ଶବ୍ଦ ଓଡିଶା ବ୍ୟୁରୋ: ବେଆଇନ ଭାବେ ବଜ୍ରକାପ୍ତା ଚାଲାଣ କରୁଥିଲେ ବନ ବିଭାଗ ଅଫିସର । ଚଢାଉ କରି ଧରିଲା ପୁଲିସ । ମୟୁରଭଞ୍ଜ କପ୍ତିପଦା ଅଞ୍ଚଳରେ ଚଢାଉ କରି ପୁଲିସ ଏକ ବଜ୍ରକାପ୍ତା କାତି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି । ୬ ଜଣଙ୍କ ମଧ୍ୟରେ ଅଛନ୍ତି ଅଯୋଧ୍ୟା ବନାଞ୍ଚଳର ଫରେଷ୍ଟର ରାମଚନ୍ଦ୍ର ମାରାଣ୍ଡି । ଗତକାଲି ସନ୍ଧ୍ୟାରେ ବଜ୍ରକାପ୍ତାର କାତିକୁ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ କପ୍ତିପଦା ପୁଲିସ ଚଢାଉ କରିଥିଲା । ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ପୁଲିସ ତାହା ଉପରେ ଅଧିକ ତଦନ୍ତ ଆରମ୍ଭ କରିଛି ।
You May Also Like
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍ କ୍ଲକ୍
November 22, 2023
୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ
November 22, 2023
ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍
September 13, 2023
+ There are no comments
Add yours