Sun. Nov 29th, 2026

Month: May 2023

ଟିକରପଡ଼ା ଡ୍ୟାମ୍ ସାଇଡ୍ ଗସ୍ତରେ ଯିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆଜି ଟିକରପଡ଼ା ଡ୍ୟାମ୍ ସାଇଟ୍ ପରିଦର୍ଶନ କରିବେ ପ୍ରତିନିଧି ଦଳ । ଟ୍ରିବ୍ୟୁନାଲର ୩ ସଦସ୍ୟ ଓ ଦୁଇ ରାଜ୍ୟର ପ୍ରତିନିଧି ଦଳ ଟିକରପଡ଼ା ଗସ୍ତ…

ଉଦଘାଟିତ ହେବ ନୂଆ ସଂସଦ ଭବନ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ର …

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ମେ ୨୮ ତାରିଖ ମଧ୍ୟାହ୍ନ ୧୨ଟାରେ ନବନିର୍ମିତ ସଂସଦ ଭବନର ଉଦଘାଟନ କରିବେ । ନୂଆ ସଂସଦ ଭବନକୁ ନିର୍ମାଣ ପାଇଁ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ଭବନରେ ଅନେକ…

୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ଅନୁଷ୍ଠିତ

ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ମଙ୍ଗଳବାର ସମାପନ ହୋଇଛି। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା…

ରାଜ୍ୟପାଳଙ୍କ ଦ୍ଵାରା ମା ଉଗ୍ରତାରା ମନ୍ଦିର ଉଦଘାଟିତ

ଈଶ୍ବରଙ୍କ ନିକଟରେ ଆମେ ସବୁ ଶିଶୁ। ଈଶ୍ଵର ହିଁ ଆମ ଅଭିଭାବକ। ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଜି ପୂର୍ବାହ୍ନରେ ପୁରୀ ସଦର ବ୍ଲକ ବରନ ନିକଟ ରାଇଗୋରଡ ଗ୍ରାମରେ ମା ଉଗ୍ରତାରାଙ୍କ ମନ୍ଦିର ଉଦଘାଟନ…

ଶୈବପୀଠରେ ବନ୍ଦ ହେବ ଗଞ୍ଜେଇ

ଶୈବପୀଠରେ ବନ୍ଦ ହେବ ଗଞ୍ଜେଇ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ଜଣାଇଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ।ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର ଅଧିକ ହେଉଛି ।ତେଣୁ ଏହି ସବୁପୀଠ ଗୁଡ଼ିକରେ ଗଞ୍ଜେଇ…

ଅସୁରଙ୍କୁ ପୂଜା କରାଯାଉଥିବା ମନ୍ଦିର

ଭାରତରେ ଅନେକ ଐତିହାସିକ ହିନ୍ଦୁ ମନ୍ଦିର ରହିଛି । ହିନ୍ଦୁ ମାନେ ନିଜର ଆରାଧ୍ୟ ଦେବତାଙ୍କ ପାଇଁ ମନ୍ଦିରମାନ ଗଢ଼ି ତୋଳିଛନ୍ତି । ମନ୍ଦିର ମାନଙ୍କରେ ସାଧାରଣତଃ ଦେବାଦେବୀଙ୍କ ପୂଜା କରାଯାଇଥାଏ । କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି…

ଖୁବଶୀଘ୍ର ବଜାରକୁ ଆସିବ ମୋଦି ଆମ୍ବ!

ଆମ୍ବ ପ୍ରେମୀଙ୍କ ପାଇଁ ଖୁସି ଖବର। ମୋଦି ଆମ୍ବ ଆସନ୍ତା ବର୍ଷ ବଜାରକୁ ଆସିବ ମୋଦି ଆମ୍ବ । ବିଶେଷ କଥା ହେଉଛି ଏହି ମୋଦି ଆମ୍ବ ଅନ୍ୟ ଆମ୍ବଠାରୁ ଅନେକ ଗୁଣ ବଡ ଓ ଏହାର ସ୍ୱାଦ ଅନ୍ୟ ଆମ୍ବଠାରୁ…

ଭୋଟର ଲିଷ୍ଟରେ ଯୋଡ଼ିହେବ ଜନ୍ମମୃତ୍ୟୁ ପଞ୍ଜୀକରଣ

ଜନଗଣନାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ବଡ ଘୋଷଣା କରିଛନ୍ତି । ଶାହ କହିଛନ୍ତି, ସରକାର ସଂସଦରେ ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲ ଅନୁଯାୟୀ, ଜନ୍ମମୃତ୍ୟୁ ପଞ୍ଜୀକରଣକୁ ଭୋଟର ଲିଷ୍ଟରେ ଯୋଡିବାର ଯୋଜନା ରହିଛି ।…

ଚିଲିକାରେ ଡଙ୍ଗା ବ୍ୟବସାୟୀଙ୍କୁ ଜୀବନ ରକ୍ଷାକାରୀ ସରଞ୍ଜାମ ବାଣ୍ଟିଲେ ମନ୍ତ୍ରୀ ଟୁକୁନି ସାହୁ

ଆଜି ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବଡ଼କୁଳ ପାନ୍ଥନିବାସ ଠାରେ ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନ୍ତର୍ଗତ ନୌଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ଜୀବନ ରକ୍ଷାକାରି ସରଞ୍ଜାମ ବିତରଣ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ଶିକାରୀଙ୍କ ଗୁଳିରେ ଟଳି ପଡ଼ିଲେ ଫରେଷ୍ଟ ଗାର୍ଡ!

ଶବ୍ଦ ଓଡିଶା ବ୍ୟୁରୋ: ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଆତଙ୍କରାଜ। ଶିକାରୀଙ୍କ ଗୁଳିମାଡ଼ରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ମୃତ ଫରେଷ୍ଟ ଗାର୍ଡ ଜଣଙ୍କ ହେଲେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ବିମଳ କୁମାର ଜେନା ।ଗତକାଲି ବିମଳ…