Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆଜି ଟିକରପଡ଼ା ଡ୍ୟାମ୍ ସାଇଟ୍ ପରିଦର୍ଶନ କରିବେ ପ୍ରତିନିଧି ଦଳ । ଟ୍ରିବ୍ୟୁନାଲର ୩ ସଦସ୍ୟ ଓ ଦୁଇ ରାଜ୍ୟର ପ୍ରତିନିଧି ଦଳ ଟିକରପଡ଼ା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଟିକରପଡ଼ା ପହଞ୍ଚିବା ପରେ ସାତକୋଶିଆ ଗର୍ଜ ସାଙ୍କଚୁଆରୀ, ସିଡବ୍ଲ୍ୟୁସି ହାଇଡ୍ରୋଲୋଜିକାଲ ଅବଜରଭେସନ୍ ସାଇଟ୍ ସହ ଟିକରପଡ଼ା ଡ୍ୟାମ୍ ସାଇଟ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଗତ ୨୦ ତାରିଖରୁ ଟ୍ରିବ୍ୟୁନାଲର ୩ ସଦସ୍ୟ ଓଡ଼ିଶାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *