Thu. Oct 15th, 2026

Month: April 2023

ଘରୋଇ କହଳକୁ କେନ୍ଦ୍ର କରି ଏସିଡ୍ ଆକ୍ରମଣ, ୪ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ଘରୋଇ କହଳକୁ କେନ୍ଦ୍ର କରି ଏସିଡ୍ ଆଟାକ୍ । ଏସିଡ୍ ମାଡ଼ରେ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସାହୁପଡ଼ା ଗାଁରେ । ଏସିଡ୍ ମାଡ଼ରେ ଗାଁର…

ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଦିନରେ ଟାଣଖରା ଓ ଅପରାହ୍ଣରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗର ଆକଳନ କରିଛି…

୪ ଜିଲ୍ଲାକୁ କୁଆପଥର ବର୍ଷା ଆଶଙ୍କା, ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ୪ଟି ଜିଲ୍ଲାରେ ଆଜି କୁଆପଥର ସହ ଝଡ ବର୍ଷା ହେବାର ଆଶଙ୍କା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲା…

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢ଼ିଲା, ଏପ୍ରିଲ ପହିଲାରୁ ଲାଗୁ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାର ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀରେ ୧୨ଟଙ୍କା ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି…

ପରିବାର ନିୟୋଜନ ଅପରେସନ ପରେ ମହିଳାଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ପରିବାର ନିୟୋଜନ ଅପରେସନ ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ମହିଳା ଜଣଙ୍କ ହେଲେ ସୂର୍ଯ୍ୟତେଯା ବାଦନାୟକ। ଗତକାଲି କୋରାପୁଟ…

କାର୍ଯ୍ୟରେ ଯୋଗଦେଲେ ଝାରସୁଗୁଡ଼ାର ନୂଆ ଜିଲ୍ଲାପାଳ

ଶବ୍ଦ ଓଡିଶା ବ୍ୟୁରୋ: ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ।ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ…

କଡାକଡି ହେବ ଓଡ଼ିଆରେ ନାମ ଫଳକ ଲେଖିବା, ଅମାନ୍ୟ କଲେ ଗଣିବେ ମୋଟା ଅଙ୍କର ଜରିମାନା

ଶବ୍ଦ ଓଡିଶା ବ୍ୟୁରୋ: ଏଣିକି ବାଧ୍ୟତାମୂଳକ ହେବ ଓଡ଼ିଆରେ ନାମ ଫଳକ ଲେଖିବା । ଓଡ଼ିଶାର ସବୁ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଶାରେ ନାମ ଫଳକ ଲେଖିବେ । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କୁ ୭ ଦିନିଆ…

ଶହେ ବର୍ଷ ବଞ୍ଚିବା ପଛର ରାଜ କଣ?

ଶବ୍ଦ ଓଡିଶା ବ୍ୟୁରୋ: ଗବେଷଣାରୁ ଜଣାପଡିଛି ଯେ କେମିତି ଜଣେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିପାରିବ । ଗବେଷକମାନଙ୍କ ହିସାବରେ ଏହିଭଳି ସମ୍ଭବ ହୋଇଥାଏ । ୧୦୦ ବର୍ଷରୁ ଅଧିକ ୭ ଜଣଙ୍କୁ ନେଇ ହୋଇଥିବା ଗବେଷଣାରେ ସେମାନଙ୍କ ଡିଏନଏକୁ…

ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୀ ସି ବିଚ୍ ଥାନା ପୋଲିସର ତଦନ୍ତ ଆରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପୁରୀ ସି ବିଚ୍ ଥାନା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏକ ହୋଟେଲରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଅନସ ଭି.କେ । ସେ…

ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲା,କ୍ରାଇମବ୍ରାଞ୍ଚର ତନାଘନା

ଶବ୍ଦ ଓଡିଶା ବ୍ୟୁରୋ: ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ମାମଲାର ତଦନ୍ତ କରୁଛନ୍ତି । ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ…