Sun. Nov 29th, 2026

Month: April 2023

ଆରମ୍ଭ ହେଲା ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ: ମଧ୍ୟାହ୍ନ ୧୨ଟା ୨୯ରେ ହେବ ଶେଷ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ହେଲେ ଚଳିତ ବର୍ଷ ଗୋଟିଏ ନୁହେଁ ଲାଗିବ ୩ଟି ପରାଗ । ଯାହାକୁ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଏହି ପରାଗ ସକାଳ ୭ଟା…

ସୁଧୁରୁଛି ସମ୍ବଲପୁର ସ୍ଥିତି, ଜିଲ୍ଲାବାସୀଙ୍କୁ ମିଳିବ ଇଣ୍ଟରନେଟ୍ ସେବା

ଶବ୍ଦ ଓଡିଶା ବ୍ୟୁରୋ: ସୁଧୁରୁଛି ସମ୍ବଲପୁର ସ୍ଥିତି । ଆଜିଠୁ ସମ୍ବଲପୁର ଜିଲ୍ଲାବାସୀଙ୍କୁ ମିଳିବ ଇଣ୍ଟରନେଟ୍ ସେବା । କେବଳ ବ୍ରୋଡବ୍ୟାଣ୍ଡ ଓ ଲିଜ୍ଲାଇନ୍ ଇଣ୍ଟରନେଟ୍ ସୁବିଧା ମିଳିବ । ଏହା କେବଳ ଦିନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଉପଲବ୍ଧ…

ଜନସଂଖ୍ୟାରେ ଭାରତ ନଂ ୧ । ଚୀନକୁ ପଛରେ ପକାଇ ଭାରତ ଆଗରେ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହୋଇଛି । ମିଳିତ ଜାତିସଂଘର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଭାରତ ଜନସଂଖ୍ୟା ମାମଲାରେ ଚୀନକୁ ପଛରେ ପକାଇଦେଇଛି । ଗୋଟିଏ…

ରିସର୍ଚ୍ଚ ଆସିଲା ତଥ୍ୟ, ଡିପ୍ରେସନର ଔଷଧ ଆତ୍ମହତ୍ୟାର କାରଣ ହୋଇପାରେ…

ଶବ୍ଦ ଓଡିଶା ବ୍ୟୁରୋ: ଡିପ୍ରେସନରୁ ସୁସ୍ଥ ହେବା ପାଇଁ ନିଆଯାଉଥିବା ଆଣ୍ଟି ଡିପ୍ରେସେଣ୍ଟ ନେଉଥିଲେ ହୋଇଯାଆନ୍ତୁ ସତର୍କ । ନୂଆ ରିସର୍ଚ୍ଚରୁ ବ୍ରିଟିଶ ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି ଯେ ଏହି ଔଷଧ ନେବା ଦ୍ୱାରା ଆତ୍ମହତ୍ୟାର ସମ୍ଭାବନା ବଢିଯାଉଛି । ୮…

ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟର’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗଠାରେ ପ୍ରସିଦ୍ଧ ଜୟପୁର ଫୁଟର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦଘାଟନ କରିଛନ୍ତି। ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି…

ଆସନ୍ତାକାଲିଠୁ ଖରା ଛୁଟି, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟିା ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛିା ଆସନ୍ତାକାଲିଠୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ସରକାରୀ ଓ ବେସରକାରୀ…

ସାରାରାଜ୍ୟରେ ପ୍ରବଳ ତାତି, ଆଜି ପାଇଁ ୬ ଜିଲ୍ଲାକୁ ହିଟୱେଭ ଆଲର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ସକାଳ ୮ଟାରୁ ଆକାଶରୁ ନିଆଁ ବର୍ଷୁଛି । ଉପକୂଳରୁ ଉପାନ୍ତ ଅସହ୍ୟ ତାତିରେ କଳବଳ ହେଉଛି । ଆଜି ମଧ୍ୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ…

ବର୍ଷା ଆସିବ ତାତି କମିବ!

ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ତାପମାତ୍ରା କମିବ। ଆସନ୍ତା ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି। ପାଣିପାଗ…

ପ୍ରଥମ ଗୁଇନ୍ଦା ସାଟେଲାଇଟ୍ ଉତକ୍ଷେପଣ କରିବ ଉତ୍ତର କୋରିଆ

ନିଜର ପ୍ରଥମ ଗୁଇନ୍ଦା ସାଟେଲାଇଟ୍ ଉତକ୍ଷେପଣ କରିବାକୁ ଯାଉଛି ଉତ୍ତର କୋରିଆ । ଦେଶର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ନିଜ ଅଧିକାରୀଙ୍କୁ ସାଟେଲାଇଟ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଉତ୍ତର କୋରିଆର ସରକାରୀ ନ୍ୟୁଜ ଏଜେନ୍ସି…

ମାଲକାନଗିରିରେ ପୁଷ୍ପାରାଜ; ଆରମ୍ଭ ହେଲା ପୁଷ୍ପା ପାର୍ଟ-୨ ସୁଟିଂ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ଗତକାଲି ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି। ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ ଘର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।ଜଙ୍ଗଲରେ…