ଆରମ୍ଭ ହେଲା ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ: ମଧ୍ୟାହ୍ନ ୧୨ଟା ୨୯ରେ ହେବ ଶେଷ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ହେଲେ ଚଳିତ ବର୍ଷ ଗୋଟିଏ ନୁହେଁ ଲାଗିବ ୩ଟି ପରାଗ । ଯାହାକୁ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଏହି ପରାଗ ସକାଳ ୭ଟା ୪ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୨୯ରେ ଶେଷ ହେବ । ଏହାର ଅବଧି ୫ ଘଣ୍ଟା ୨୪ ମିନିଟ୍ ରହିବ । ଦୀର୍ଘ ୧୦୦ ବର୍ଷ ପରେ ଏହି ପରାଗ ଲାଗୁଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ।

You May Also Like

More From Author

+ There are no comments

Add yours