ଏମିତି କାମ କରିବ ଡିଜିଟାଲ ଲାଇବ୍ରେରୀ, ଘରେ ବସି ପଢିପାରିବେ ଅନେକ ବହି …
ଶବ୍ଦ ଓଡିଶା ବ୍ୟୁରୋ: : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ବଜେଟରେ ଶିଶୁ ଏବଂ କିଶୋରଙ୍କ ପାଇଁ ଡିଜିଟାଲ ଲାଇବ୍ରେରୀର ଘୋଷଣା କରିଛନ୍ତି । ସମସ୍ତ ସ୍କୁଲକୁ ଏହା ମାଧ୍ୟମରେ…