Thu. Oct 15th, 2026

Month: January 2023

‘ଛାତ ଉପରୁ ସିଟି ମାରିବା ଅସଦାଚରଣ ନୁହେଁ: ବମ୍ବେ ହାଇକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ମାମଲାରେ ତିନି ଅଭିଯୁକ୍ତଙ୍କୁ ଜାମିନପ୍ରଦାନ କରିଛନ୍ତି କୋର୍ଟ । ତେବେ ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଏହି ତିନି ଅଭିଯୁକ୍ତ…

ଲକ୍ଷୀମପୁର ହିଂସା, ଆଶିଷ ମିଶ୍ରାଙ୍କୁ ଜାମିନ।

ଶବ୍ଦ ଓଡିଶା ବ୍ୟୁରୋ: ଲକ୍ଷୀମପୁର ଖେରୀ ହିଂସା ଘଟଣାରେ ଜେଲରେ ବନ୍ଦ ଥିବା ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ଥି ମିଳିଛି । କୋର୍ଟ ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜାମିନ ବେଳେ ଆଶିଷ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ବିଭିନ୍ନ ସ୍କୁଲ ଓ…

ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଭଗତ ସିଂହ କୋଶିଆରୀ ଦେବେ ଇସ୍ତଫା!

ଶବ୍ଦ ଓଡିଶା ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଶୀଘ୍ର ଇସ୍ତଫା ଦେଇପାରନ୍ତି ଭଗତ ସିଂହ କୋଶିଆରୀ । ଜାତୀୟ ଗଣମାଧ୍ୟମରେ ନୂଆ ରାଜ୍ୟପାଳ ନିଯୁକ୍ତି ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଅନେକ ସ୍ଥାନରେ ରାଜ୍ୟପାଳଙ୍କ ୫ ବର୍ଷର କାର୍ଯ୍ୟକାଳ ମଧ୍ୟ…

ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ଅପହରଣ ଓ ହତ୍ୟା ମାମଲାର ପର୍ଦ୍ଦାଫାଶ୍

ବାଣପୁର: ୩ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ରାଜ୍ୟବାସୀଙ୍କ ମନରୁ ଏଯାବତ ଲିଭିନଥିବା ବେଳେ ଆଜି ପୁଣି ବାଣପୁର ଥାନା ଅଞ୍ଚଳରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ କଲେଜ ପଢୁଆ…

ଆବାସ ଯୋଜନାରେ ଅନିୟମିତତା,ବାଣପୁର ବିଡିଓଙ୍କୁ ହିତାଧିକାରୀଙ୍କ ଅଭିଯୋଗ

ବାଣପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କ ନାଁ କୁ ଆବାସ ଯୋଜନା ଲିଷ୍ଟରୁ କାଟି ଅଯୋଗ୍ୟ ଲୋକଙ୍କୁ ଲିଷ୍ଟରେ ରଖିଥିବା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଓ ବିଜେପି ରାଜ୍ୟ…

ଆଜି ବିଜେପିରୁ ଇସ୍ତଫା ଦେଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ।

ଶବ୍ଦ ଓଡିଶା ବ୍ୟୁରୋ: ବିଜେପି ଛାଡିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଜି ଏନେଇ ସେ ଘୋଷଣା କରିପାରନ୍ତି । ତାଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିରୁ ଇସ୍ତଫା ଦେଇପାରନ୍ତି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସେ…

ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କର ଦେହାନ୍ତ

ଶବ୍ଦ ଓଡିଶା ବ୍ୟୁରୋ: ଅଭିନେତା ମିହିର ଦାସଙ୍କ ପୁଅ ଅକ୍ଳାନ୍ତ ଦାସଙ୍କ ପରଲୋକ ହୋଇଛି । ଲିଭରଜନିତ ସମସ୍ୟା ପରେ ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ । ତେବେ ସେଠାରେ ତାଙ୍କର ଦେହାନ୍ତ ହୋଇଛି । କଟକ ସତୀଚଉରାରେ ତାଙ୍କର…

ଆବାସ ଅନିୟମିତତା, ରାଜ୍ୟର ୩୧୪ ବ୍ଲକ ଘେରାଉ କରିବ ବିଜେପି ।

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆବାସକୁ ନେଇ ଜୋରଦାର ବିରୋଧ ଜାରିରହିଛି । ଚଳିତ ଥର ଆବାସ ଯୋଜନାରେ ୯ଲକ୍ଷରୁ ଅଧିକ ଲୋକଙ୍କ ତାଲିକା ପ୍ରକାଶ ପାଇଥିଲେ ବି ଅନେକ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିଛନ୍ତି । ବଢୁଥିବା ଅସନ୍ତୋଷ…

ବାଲୁଗାଁ ଭେଙ୍କେଟେଶ୍ୱର ସ୍କୁଲରେ ୧୦ମ ବାର୍ଷିକ ବିଜ୍ଞାନ ମେଳା ପାଳିତ

ବାଣପୁର: ଚିଲିକା ବ୍ଲକ ର ବାଲୁଗାଁ ଏନ ଏଚ କଡରେ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ପାଳିତ ହୋଇଛି ୧୦ମ ବାର୍ଷିକ ବିଜ୍ଞାନ ମେଳା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୯୪ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ…