Thu. Oct 15th, 2026

Month: August 2022

ଶରୀର ଦୁଇ ଖଣ୍ଡ ହେଲା ପରେ ବି ବଞ୍ଚିକି ଦେଖାଇଲେ ଏହି ଝିଅ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଉଭୟ ଜୀବନ ଏବଂ ମୃତ୍ୟୁ ଉପରବାଲା ହାତରେ ଥାଏ। ଯଦି ଜଣଙ୍କର ଆୟୁଷ ସରିଯାଇଥାଏ, ତେବେ ଛୋଟମୋଟ ଦୁର୍ଘଟଣାରେ ବି ତା’ର ମୃତ୍ୟୁ ହୋଇଯାଏ। କିନ୍ତୁ ଯଦି ଭାଗ୍ୟରେ ଜୀବନ…

୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ

୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ମହାରାଷ୍ଟ୍ର ପରେ ବର୍ତ୍ତମାନ ବିହାରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ବିଜେପି ଓ ଜେଡିୟୁ .ମେଣ୍ଟ ସରକାର ଭାଙ୍ଗିସାରିଥିବା ବେଳେ ନୂଆ ସରକାର ଗଠନ ହେବାକୁ ଯାଉଛି…

ବିହାର ରାଜନୀତି: ବିଜେପି-ଜେଡିୟୁ ମଧ୍ୟରେ ସମ୍ପର୍କ ଭାଙ୍ଗିବାର କାରଣ ?

ବିହାରରେ ବିଜେପି-ଜେଡିୟୁ ମେଣ୍ଟଭାଙ୍ଗି ସାରିଛି । ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ମଙ୍ଗଳବାର ନୀତିଶ ଇସ୍ତଫା ଦେଇଛନ୍ତି । ମହାମେଣ୍ଟର ସରକାରର ନେତା ଭାବେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିପାଇଁ ଉଭୟ ଜେଡିୟୁ ଏବଂ ଆରଜେଡି ରାଜ୍ୟପାଳଙ୍କୁ…

ଜାଣନ୍ତୁ କେମିତି କରିବେ ଆଇଟିଆର ରିଫଣ୍ଡର ଅନଲାଇନ ଯାଞ୍ଚ ପ୍ରକ୍ରିୟା

୨୦୨୨-୨୩ ମୂଲ୍ୟାଙ୍କନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାର ଶେଷ ତାରିଖ ଶେଷ ହୋଇସାରିଛି। ଏହି ତାରିଖ ପର୍ଯ୍ୟନ୍ତ ଆଇଟିଆର ଦାଖଲ କରିଥିବା ଟିକସଦାତା ଫେରସ୍ତକୁ ଅପେକ୍ଷା କରିଛନ୍ତି। ଆୟକର ବିଭାଗ ଆଇଟିଆର ଦାଖଲ କରିବାର ୧୦ ଦିନ…

ଆବିଷ୍କାର ହେଲା ନୂଆ ପୃଥିବୀ!

ଆବିଷ୍କାର ହେଲା ନୂଆ ପୃଥିବୀ ! କଥାଟା ଯେତିକି କୌତୁହଳପୁର୍ଣ୍ଣ, , ଏଥିରେ ସେତିକି ବାସ୍ତବ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ସୁପର ଅର୍ଥ ରସ ୫୦୮-ବି (ନୂଆ ପୃଥିବି) ଆବିସ୍କାର କରିଛି। ଏହା ପୃଥିବିଠାରୁ ପ୍ରାୟ…

୪ଜି ସିମ୍ ରେ ଚାଲିବ ୫ଜି ସେବା?

ଶେଷ ହୋଇଛି ୫ଜି ନିଲାମ । ଏବେ ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି । ୫ଜି ନେଟଓ୍ବର୍କ ସେବା ପାଇବା ପାଇଁ ଏବେ ଗ୍ରାହକ ଚାହିଁ ବସିଛନ୍ତି । କାରଣ ଶୀଘ୍ର ଆରମ୍ଭ ହେବ ଏହି ଫାଷ୍ଟେଷ୍ଟ ସେବା।…

ବୁଷ୍ଟର ଡୋଜ୍ ପାଇଁ ଆଗ୍ରହ ନାହିଁ

ସାରା ଦେଶରେ ଏବେ ମାଗଣା ବୁଷ୍ଟର ଡୋଜ୍‌ ଟିକାକରଣ ଚାଲିଛି । ଓଡ଼ିଶାରେ ବି ଏହି ଟିକାକରଣ ଚାଲିଥିବାବେଳେ ବହୁ ଲୋକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି,…

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖବର; ବଢିଲା ବୟସ ସୀମା, ଆରମ୍ଭ ହେବ ନିଯୁକ୍ତି ପ୍ରକିୟା

ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ଥିବା ପଦବୀ ଶୀଘ୍ର ପୂରଣ ହେବ। ଏଥିପାଇଁ ବିଭିନ୍ନ ବିଭାଗ ଏବଂ ଚୟନକାରୀ ସଂସ୍ଥା ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଲୋକସେବା ଭବନ ସଭାଗୃହରେ…

ସାଉଦି ଆରବକୁ ଭାରତର କଡ଼ା ଜବାବ; ଭାଙ୍ଗିଲା ଏକଛତ୍ରବାଦ

ତୈଳ ବଜାରରେ ଆଧିପତ୍ୟ ଜାହିର କରି ରଖିଥିବା ମୁସଲିମ ଦେଶସମୂହର ଏକଚ୍ଛତ୍ରବାଦ ଆଜି ଧୂଳିସାତ ହୋଇଛି। ଯାହାକୁ ଭାରତ ପ୍ରଥମଥର ଭାଙ୍ଗିରୁଜି ଚୁରମାର କରିଦେଇଛି। କାରଣ ଭାରତକୁ ରୁଷ୍ ରୂପରେ ଏଭଳି ଏକ ବିକଳ୍ପ ମିଳିଯାଇଛି, ଯାହାଦ୍ଵାରା ମୁସଲିମ ଦେଶଗୁଡ଼ିକ ଏଣିକି…

ଭାରତ ପାଇଁ ଆଉ ଏକ ଗୋଲ୍ଡେନ୍ ଡେ; କୁସ୍ତିରେ ୪ଟି ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ଗୋଲ୍ଡେନ୍ ଡେ । ଗୋଟିଏ ଦିନରେ ୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସହ ମୋଟ ୧୪ଟି ମେଡାଲ୍ ହାତେଇଛି ଭାରତ । ଯାହା ଚଳିତ କମନ୍‌ୱେଲ୍ଥ ଗେମ୍‌ସରେ ଦିନକରେ…