Thu. Oct 15th, 2026

Month: July 2022

କେଉଁ କେଉଁ ଦଳ କରୁଛନ୍ତି ଦ୍ରୌପଦୀଙ୍କୁ ସମର୍ଥନ?

ଆରମ୍ଭ ହୋଇଯାଇଛି ସଂସଦର ମୌସୁମୀ ଅଧିବେଶନ । ଏହା ସହ ଆରମ୍ଭ ହୋଇଯାଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବା ପ୍ରଣାଳୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସାଂସଦ ଭୋଟ ଦେଇଛନ୍ତି। ଏଥିସହ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଥିବା ଦଳଗୁଡ଼ିକ…

ହକି ବିଶ୍ୱକପ୍ ଆୟୋଜନକୁ ନେଇ ସନ୍ଦେହରେ ଭାରତ

ଭାରତ ହାତରୁ ଯିବ କି ହକି ବିଶ୍ୱକପ ଆୟୋଜନ? ଏହି ଆୟୋଜନର ଅଧିକାର ହାତଛଡା ହେବା ନେଇ ଏବେ ଭୟ ସୃଷ୍ଟି ହେବାରେ ଲାଗିଲାଣି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ…

ଯଶୋଦା ମା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଛି। ଆଶାକିରଣ ଓ ଯଶୋଦା ମା ପରିବାରର ସଦସ୍ୟଙ୍କ ମିଳିତ ସହଯୋଗରେ ଉତ୍ସବର ଆୟୋଜନ ହୋଇଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ସମାଜସେବୀ,କବି,ଗାଳ୍ପିକା ଶ୍ରୀମତୀ ବନ୍ଦନା ପଣ୍ଡା।…

ବାଡି ଧରି ବିଦ୍ୟାଳୟ ଯାଉଛନ୍ତି ଦିବ୍ୟାଙ୍ଗ ମୋହନ ,ମିଳୁନି ସହାୟତା

ରିପୋର୍ଟ – ନିର୍ମଳ ବିଷୋୟୀ ନବରଙ୍ଗପୁର : ଦୁର୍ଗମ ଇଲାକାର ଜଣେ ଭିନ୍ନକ୍ଷମଙ୍କ ଦୁଃଖ କାହାଣୀ । ଭିନ୍ନକ୍ଷମଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ସହାୟତା । ଆଧାର କାର୍ଡ ଥାଇ ମଧ୍ୟ୍ୟ ମିଳୁନି ମାସିକ ଭତ୍ତା। ଭିନ୍ନକ୍ଷମ ପୁଅ ସେବାରେ…

ଡିମାଣ୍ଡରେ ଗହମ

ଗୁଜୁରାଟ ଏବଂ ଉତ୍ତରପ୍ରଦେଶ ପରି ଓଡିଶାରେ ଏବେ ଚାଉଳ ବଦଳରେ ଅଧିକ ଗହମ ଦାବି ହେଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏନଏ) ୨୦୧୩ ଅନୁଯାୟୀ ରାଜ୍ୟବାସୀଙ୍କର ମୂଳ ଆବଣ୍ଟନକୁ ପୁନଃ ସ୍ଥାପନ କରିବାକୁ ତଥା ଗହମ-ଚାଉଳ ଆବଣ୍ଟନ ଅନୁପାତରେ ପରିବର୍ତ୍ତନ…

ସମ୍ବାଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଚାରା ରୋପଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମରେ ରହିଥିବା ଜିଲ୍ଲାକୃଷି କାର୍ଯ୍ୟଳୟ, ବ୍ଲକ କୃଷି କାର୍ଯ୍ୟଳୟ ଓ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ଠାରେ ସମ୍ବାଦ ଓ ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାପଡାହାଣ୍ଡି…