Fri. Oct 16th, 2026

Category: Trending

ଗ୍ରୀଷ୍ମ ପ୍ରବାହରେ ତରଳିଲା ରେଲୱେ ଟ୍ରାକ୍

ୟୁପିରେ ଭୀଷଣ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ସ୍ଥିତିରେ ରେଲୱେ ଟ୍ରାକ୍ ବି ତରଳିଯାଇ ବଙ୍କା ହୋଇଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନିଗାହୋ ରେଲୱେ ଷ୍ଟେସନ ନିକଟରେ । ସୂଚନା ମୁତାବକ, ଶନିବାର ସନ୍ଧ୍ୟା ପାଖାପାଖି…

ବାହାରିଲା ଜେଇଇ ଆଡ୍‌ଭାନ୍ସଡ ରେଜଲ୍ଟ

ବାହାରିଲା ଜେଇଇ ଆଡ୍‌ଭାନ୍ସଡ ରେଜଲ୍ଟ । ଜେଇଇ ଆଡ୍‌ଭାନ୍ସଡ ପାଇଁ ୧,୮୦,୩୭୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରୁ ୪୩,୭୭୩ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୪୩,୭୭୩ଙ୍କ ମଧ୍ୟରୁ ୭୫୦୯ ଜଣ ଅଛନ୍ତି ଛାତ୍ରୀ । ହାଇଦ୍ରାବାଦ ଜୋନ୍‌ର ଭି.ସି…

ଶ୍ରୀଅଙ୍ଗରେ ଦଶମୂଳମୋଦକ ଖଳିଲାଗି

ଅଣସର ସମୟରେ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆଜି ଶ୍ରୀଅଙ୍ଗରେ ଖଳି ଲାଗିହେବ। ଗତକାଲି ଚକାବିଜେ ପରେ ଆଜି ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ମୋଦକ (ଯାହାକୁ ଦଶମୂଳ ମୋଦକ ବୋଲି କୁହାଯାଏ) ମଧ୍ୟ ମହାପ୍ରଭୁ ଙ୍କୁ ଲାଗି ହେବ। ପୂର୍ଣ୍ଣିମା…

ତିନି ରଥର ବିଶେଷତା

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ତିନିଗୋଟି ରଥ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ନିର୍ମାଣ କରାଯାଉଥିଲେ ହେଁ ପ୍ରତି ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ୱ ଦେବତାଙ୍କର ନିର୍ମାଣ ହୋଇନଥାଏ। କେବଳ ନବକଳେବର ବର୍ଷମାନଙ୍କରେ ରୂପକାର ସେବକମାନେ ନିମ୍ବ କାଠରେ ମୋଟ ୨୭…

ମାଡ଼ି ଆସୁଛି ‘ବିପର୍ଯ୍ୟୟ’

ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣି ଝଡ ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାର ରୂପ ଧରି ତୀବ୍ର ଗତିରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ବାତ୍ୟାର ପ୍ରଭାବ ମଧ୍ୟ ଅନେକ ରାଜ୍ୟରେ ଦେଖିବାକୁ ମିଳିଲାଣି । ଗୁଜରାଟ, କେରଳ, କର୍ଣ୍ଣାଟକ…

୧୭ରୁ ୨୦ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ

ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ ବର୍ଷା । ତେବେ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ ଜୁନ ୧୭ରୁ ୨୦ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବର୍ଷା ।ତାତିରୁ ତ୍ରାହି ତ୍ରାହି ଡାକିଲେଣି ଲୋକେ । ଆଉ ଏତିକି…

ହାଜର ହୁଅ ସୌରୀନ ଭଟ୍ଟ!

କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲାରେ ପୀଡ଼ିତାଙ୍କ ଡାକ୍ତରୀ ମଇନା ସହ ସିଆରପିସିର ଧାରା ୧୬୪ ଆଧାରରେ ହେଲା ବୟାନ ରେକର୍ଡ । ଏନେଇ ଜୋନ ୨ ଏସିପି ଅମିତାଭ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ…

ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର

ସରକାରୀ କର୍ମଚାରୀଙ୍କ ପାଇଁ ରଜ ଭେଟି । ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮…

ହିଟୱେଭରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁମନ୍ତ୍ର

ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ହିଟୱେଭ ରୁ ରକ୍ଷା ପାଇବା ପାଇଁ କିଛି ଗୁରୁମନ୍ତ୍ର ଦିଆଯାଇଛି l ଯାହାକୁ ପ୍ରତ୍ୟେକ ଭାରତୀୟ ମାନିବା ନିହାତି ଜରୁରୀ l * ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ସମୟରେ ମଦ…

ବାହାନଗା ରେଳ ଦୁର୍ଘଟଣା ପରେ ପୂଜା ହେଲା ପୁରୀ ରେଳଷ୍ଟେସନ

ବାହାନଗା ରେଳ ଦୁର୍ଘଟଣା ପରେ ପୁରୀ ରେଳଷ୍ଟେସନରେ ରେଳ ପୂଜା। ଶ୍ରୀଜଗନ୍ନାଥ ସେନା ପକ୍ଷରୁ କରାଯାଇଛି ରେଳ ପୂଜା। ପୁରୀ ରେଳଷ୍ଟେସନ ୭ ନଂ ପ୍ଲାଟ ଫର୍ମରେ ଥିବା ପୁରୀ-ଆନନ୍ଦ ଟର୍ମିନାଲ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନକୁ ଶ୍ରୀଫଳ, ଫୁଲ, ଫଳ, ଧୂପ…