ପୁଟିନ ବାହିନୀରେ ସେନା ସଙ୍କଟ
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ୟୁକ୍ରେନ୍ ଦଖଲ ସ୍ବପ୍ନ ଧୂଳିସାତ ହେବା ପରେ ତାଙ୍କ ଶକ୍ତିଶାଳୀ ସେନା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ମିଳୁଥିବା ସାମରିକ ସହାୟତାର ସଦୁପଯୋଗ କରି ୟୁକ୍ରେନ୍ ରୁଷୀୟ ପ୍ରତିପକ୍ଷକୁ…