Sat. Oct 17th, 2026

Category: Trending

ନୂଆଁଖାଇକୁ ଛୁଟିଦିନରୁ ବାଦ୍: ତେଜୁଛି ନିଆଁ; ବଢୁଛି ଆନ୍ଦୋଳନ

ଲଗାତାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୁଃଖ। ମାଟି ପାଇଁ କେତେ ଯେ ବୀର ପୁରୁଷ ବୀରଗତି ପାଇଛନ୍ତି। କିନ୍ତୁ ଆଜି ଓଡ଼ିଶାର ଏହି ପ୍ରାଚୀନ ସଂସ୍କୃତିକୁ ଚପାଇ ଦେବାକୁ ପ୍ରୟାସ କରାଯାଉଛି । ସରକାରୀ ଛୁଟି…

ସେପ୍ଟେମ୍ବର ୨ରେ ସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିକ୍ରାନ୍ତ

ଅନ୍ୟ ସବୁ କ୍ଷେତ୍ର ପରି ଭାରତ ସାମରିକ ଶକ୍ତିରେ ମଧ୍ୟ ଯଥେଷ୍ଟ ପାରମଙ୍ଗତା ଆଣିପାରିଛି।‌ ଏଥିପାଇଁ ବିଶ୍ୱର ୪ର୍ଥ ବୃହତ ସଶକ୍ତ ସାମରିକ ଶକ୍ତିର ସ୍ଥାନ ଅକ୍ତିଆର କରିପାରିଛି। ଏବେ ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ଯାହାର ନାଁ…

ୟୁକେର ପିଏମ ପ୍ରାର୍ଥୀ ଋଷି ସୁନକଙ୍କ ଦେଶ ପାଇଁ ନୂଆ ପ୍ରୟାସ

ଭାରତୀୟ ଯେଉଠିଁ ବି ରହିଲେ ଦେଶର ଗାରିମାକୁ ଗୁରୁତ୍ବ ଦେଇଥାଏ। ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଋଷି ସୁନକ। କିଛି ଦିନ ପୂର୍ବରୁ ତାଙ୍କୁ ଜନ୍ମାଷ୍ଟମୀ ପାଳନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ମଧ୍ୟ ସେ ଏପରି…

ବିଜେବି କଲେଜ ଇଟିସି ବିଭାଗର କ୍ଯାମ୍ପସ ନିଯୁକ୍ତି ରେ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର ବିଜେବି କଲେଜର ଇଣ୍ଟିଗ୍ରେଟେଡ୍ ଏମଏସସି ଇଲୋକ୍ଟ୍ରୋନିକ୍ସ ଓ ଟେଲିକମ୍ଯୁନିକେସନ (ଇଟିସି) ବିଭାଗରେ କ୍ଯାମ୍ପସ ନିଯୁକ୍ତି ପ୍ରକିୟା ବିଭିନ୍ନ କମ୍ପାନୀ ଦ୍ବାରା ସମ୍ପାଦନ ହୋଇଅଛି। ଏଥିରେ ହାଇଦ୍ରାବାଦ ଓ ଭୁବନେଶ୍ବରସ୍ଥିତ ଇଲୋକ୍ଟ୍ରୋନିକ୍ସ କମ୍ପାନୀମାନେ ଯଥା, ଆସିକଜେନ ଇଲୋକ୍ଟ୍ରୋନିକ୍ସ, ଇପସମ ଲ୍ଯାବ, ମେରିଟେକ,…

ଘରଭଡ଼ା ଉପରେ ଲାଗିବ ଜିଏସଟି

ଏଣିକି ଘରଭଡ଼ା ଉପରେ ଲାଗିବ ଦ୍ରବ୍ୟ ଏବଂ ସେବା କର ବା ଜିଏସଟି। ଘର ଭଡ଼ାରେ ଲାଗିବ ୧୮ ପ୍ରତିଶତ ଜିଏସଟି। ଜୁଲାଇ ୧୮ରୁ ଲାଗୁ ହୋଇଥିବା ନୂଆ ଜିଏସଟି ନିୟମରେ ରହିଛି ଏହି ସର୍ତ୍ତ। କିନ୍ତୁ ଏହି ଜିଏସଟି ସବୁ…

୭୫ତମ ସ୍ୱାଧୀନତା ଦିବସକୁ ଅଧିକ ଉତ୍ସାହିତ କରିବା ପାଇଁ ଦୂରଦର୍ଶନର ନୂଆ ପ୍ରୟାସ

ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ଯାହାକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ତତ୍ପରତା ଦେଖାଯାଉଛି। ଯାହାକୁ ଅଧିକ ଉତ୍ସାହିତ କରିଦେଇଛି ଦୂରଦର୍ଶନ। ‘ସ୍ୱରାଜ- ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ଶୀର୍ଷକରେ ୭୫ ଅଧ୍ୟାୟ ବିଶିଷ୍ଟ ଏହି…

ଯୁବପିଢିଙ୍କ ଚାକିରି ଆଶାରେ ବାଧକ ଖୋଦ୍ ସରକାର; ବୟସ ୮୬ ବର୍ଷ ହେଲେ ବି ଅବସର ନେଇନାହାନ୍ତି ବରିଷ୍ଠ କର୍ମଚାରୀ

ଚାକିରି ଖଣ୍ଡେ ପାଇବା ଯୁବପିଢିଙ୍କ ପାଇଁ ସ୍ବପ୍ନ ପାଲଟି ଗଲାଣି। କେତେବେଳେ ସରକାରୀ ସ୍ତରରେ ଭଲ ପୋଷ୍ଟ ଖାଲି ହେବ ଓ ସେମାନେ ଆବେଦନ କରିପାରିବେ ସମ ନେଇ କଠିନ ପରିଶ୍ରମ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ନିଘା ବୋଧ ହୁଏ…

ବନ୍ଦ ହେବ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ର ‘ବେବି ପାଉଡର୍‌’

ବନ୍ଦ ହେବ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ର ‘ବେବି ପାଉଡର୍‌’। ଏବେ ‘ଟାଲ୍‌କମ୍‌’ ବଦଳରେ ମାର୍କେଟକୁ ଆସିବ ମକା ମଣ୍ଡରେ ତିଆରି ‘ବେବି ପାଉଡର୍‌’। ୨୦୨୩ରୁ ଏହି ପାଉଡର ମାର୍କେଟ ରେ ମିଳିବନି। ସମଗ୍ର ବିଶ୍ବରେ ‘ଟାଲ୍‌କମ୍‌’ରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବଦଳରେ…

ନିଜ ହସପିଟାଲର ଛାତ୍ରକୁ ବଞ୍ଚାଇ ପାରିଲାନି ଏମ୍ସ

ଦେଶର ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ ଡାକ୍ତରଖାନା ଏମ୍ସ ହସ୍ପିଟାଲ। ଯିଏ ଦୂର ଦୂରାନ୍ତରରୁ ଆସୁଥିବା ରୋଗୀଙ୍କ ଚିକିତ୍ସା କରୁଛି, ସେ ଆଜି ନିଜ ଛାତ୍ରକୁ ବଞ୍ଚାଇ ପାରିଲା ନାହିଁ । ଏମ୍ସ ମେଡିକାଲ୍ ର ଛାତ୍ର ଅମିତ ମାଲଭିଆଙ୍କର ମୃତ୍ୟୁ…

ଜାତୀୟ ପତାକା ଉତ୍ତୋଳନ ବେଳେ କେଉଁ ଜିନିଷକୁ ଧ୍ୟାନ ଦେବା ଉଚିତ?

୨୦ କୋଟି ଲୋକଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତଥାପି, କୌଣସି ପ୍ରକାରେ ତ୍ରିରଙ୍ଗାକୁ ଅପମାନ ନକରିବା ପାଇଁ ଜାତୀୟ ପତାକା ନିୟନ୍ତ୍ରଣ କରୁଥିବାବେଳେ ଅନେକ ନିୟମ ପାଳନ କରିବାକୁ ପଡ଼ିବ। ଯାହାକୁ ଭିତ୍ତି କରି…