Mon. Nov 30th, 2026

Category: ଆଞ୍ଚଳିକ

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦିନିକିଆ ରାୟଗଡା ଗସ୍ତ କରି ଯୋଜନା କମିଟି ଦ୍ୱାରା ଅନୁମୋଦିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଠିକ୍…

ତମାଖୁ ଉତ୍ପାଦନ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର । ପୁରୀରେ ବିଶ୍ଵ ତମାଖୁ ବର୍ଜନ ଦିବସ

ଶବ୍ଦ ଓଡିଶା ବ୍ୟୁରୋ: ତମାଖୁ ଉତ୍ପାଦନ ବନ୍ଦ ପାଇଁ ଓଡ଼ିଶାର ଶହଶହ ଅନୁଷ୍ଠାନ ଶପଥ ନେଇଛନ୍ତି । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିରରୁ ଅନେକ ସରକାରୀ ଅଧିକାରୀ,ଶହଶହ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଅନୁଷ୍ଠାନ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ,ସ୍କାଉଟ ଆଣ୍ଡ ଗାଇଡସ୍, ଡାକ୍ତର,ନର୍ସ ଏକ…

ବାପାକୁ କୁରାଢ଼ିରେ ହାଣି କଲା ହତ୍ୟା; ଅଭିଯୁକ୍ତ ପୁଅ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ବାପାକୁ ମାରିଦେଲା ପୁଅ । ପୁଅର କୁରାଢି ଚୋଟର ବାପାର ମୃତ୍ୟୁ । ପୁରୀ ଜିଲ୍ଲା ପିପିଲି ସାନକଣ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୬୦ ବର୍ଷିୟ ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ହୋଇଛି…

ଫିଫା ମାନର ୩ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଉଦଘାଟିତ ହୋଇଛି ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଟ୍ରେନିଂ ସେଣ୍ଟରଗୁଡିକୁ ଲୋକାର୍ପିତ କରିଛନ୍ତି । ୩ଟି ଏକାଡେମୀ ହେଉଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡିଶା ଫୁଟବଲ…

ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଶବ୍ଦ ଓଡିଶା ବ୍ୟୁରୋ: ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ଇଡି। ପ୍ରିଭେନସନ୍‌ ଅଫ୍‌ ମନିଲଣ୍ଡରିଂ ଆଇନ୍‌ ବଳରେ ଇଡି ସମ୍ପତ୍ତି ଆଟାଚ୍‌ କରିଛି। ଆୟବହିର୍ଭୂତ ସଂପତ୍ତି ଓ ଚାକିରି କରାଇ ଦେବା ନାଁରେ…

ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ପାଇଁ ଜନ ଶୁଣାଣି

ଅନୁଷ୍ଠିତ ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁବୁଲି ଓ ଷଣ୍ଢପୁର ଗ୍ରାମ ଅଞ୍ଚଳରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସବୁଜ ସଂକେତ ମିଳିଛି। ଏଥିପାଇଁ ବେସରକାରୀ ଜମି ଅଧିଗ୍ରହଣ ନିମିତ୍ତ ଏକ ଜନ ଶୁଣାଣୀ ଆଜି ଅନୁଷ୍ଠିତ ହୋଇଥିଲା।ଷଣ୍ଢପୁର…

ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ: ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରୁକ୍କିଣୀ ହରଣ ଏକାଦଶୀ ନୀତି । ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍କିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି ।ଅପରାହ୍ମ ୧ଟାରୁ…

କୋଟିଆ ପିନକୁ ନେଇ ଆନ୍ଧ୍ରରେ ହଲଚଲ, ନେତା ଦେଉଛନ୍ତି ବିଭ୍ରାନ୍ତ ମନ୍ତବ୍ୟ

ଶବ୍ଦ ଓଡିଶା ବ୍ୟୁରୋ: କୋଟିଆର ପିନ କୋଡ ପ୍ରସାରିତ ହେବା ପରେ ଆନ୍ଧ୍ର ନେତାଙ୍କ ମଧ୍ୟରେ ହଲଚଲ ସୃଷ୍ଟି ହୋଇଛି । କୋଟିଆକୁ ନିଜର କରିବା ପାଇଁ ଓଡିଶାର ରାଜନୈତିକ ନେତା, ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀ ଓ ବିଭିନ୍ନ ସଂଗଠନ ମିଳିତ…

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା;ଜଣେ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ତିନିଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨…

ତହସିଲ ଅଫିସରେ ଆରଆଇଙ୍କ ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: କଟକ ନିଶ୍ଚିତକୋଇଲି ତହସିଲ ଆରଆଇଙ୍କ ଆତ୍ମହତ୍ୟା । ତହସିଲ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଆଇଆଇ ହେଉଛନ୍ତି ସଞ୍ଜୟ ଦାସ । ଗତକାଲି ଅପରାହ୍ଣ ୫ଟାରେ ନିଶ୍ଚିତକୋଇଲି ବଜାରକୁ ଚା’…