Mon. Nov 30th, 2026

Category: ଆଞ୍ଚଳିକ

ଆଜିଠୁ OJEE । ୪୭ କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ପରୀକ୍ଷାର୍ଥୀ

ଶବ୍ଦ ଓଡିଶା ବ୍ୟୁରୋ: ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଏମବିଏ , ଏମଟେକ୍, ଏମପ୍ଲାନ୍, ଲାଟେରାଲ ଏମ୍ଏମବିଏ, ଲାଟେରାଲ ଏଣ୍ଟ୍ରି ବିଏସସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ପରୀକ୍ଷା । ଆସନ୍ତା ୧୫ ତାରିଖ…

କିପରି ହୁଏ ରଥ ନିର୍ମାଣ?

ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସରେ ତିନିରଥର ମୋଟ ନିର୍ମାଣକାରୀ ସେବକମାନେ ସବୁ ଦିନ ପରି ଆଜି ସକାଳ ୮ ଟାରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜ ରଥ ଚାଳିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତାଳଧ୍ୱଜ…

ପ୍ରବଳ ଜନ ସମାଗମ ରେ ମାଆ ଖମ୍ବେଶ୍ବରୀଙ୍କ ମଣ୍ଡି ଯାତ୍ରା ଅନୁଷ୍ଠିତ

ଚନ୍ଦାହାଣ୍ଡି 7/5(ଆ ପ୍ର )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଅଧିଷ୍ଠାତ୍ରୀ ଦେବୀ ମାଁ ଖମ୍ବେଶ୍ବରୀ ଙ୍କ ପୀଠ ସ୍ଥଳି l ମୋତିଗାଁ ଠାରେ ପ୍ରବଳ ଜନସମାଗମ ସହ ଶତାଧିକ , ଲାଠି, ବିମାନ, ଶିରା, ପୂଜାରୀ, ମାନଙ୍କ ସମାଗମ ହୋଇଥିଲା…

ବନ୍ତଳା ବନାଞ୍ଚଳ ତଳଗଡ଼ରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ ।ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ସକାଳ ପ୍ରାୟ ୫ଟା…

ଝାରସୁଗୁଡ଼ାରେ ଉପନିର୍ବାଚନ, ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜମୁଛି । ଆଉ ଦୁଇଦିନ ପ୍ରଚାର ପାଇଁ ସମୟ ଥିବାବେଳେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଝାରସୁଗୁଡ଼ାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ କାଲି ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ୯ତାରିଖ ବେଳକୁ ଲଘୁଚାପଟି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ…

ଭିଡିଓ କନଫରେନ୍ସି ଜରିଆରେ ବାଣପୁରର ୪ଟି ସ୍କୁଲକୁ 5Tରେ ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସି ମାଧ୍ୟମରେ ଓଡିଶାରେ ୩୨୩ ସ୍କୁଲକୁ ରୂପାନ୍ତରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲାରେ ୬୨ଟି ସ୍କୁଲକୁ ରୂପାନ୍ତରଣ କରିଥିବା ସମୟରେ ବାଣପୁରର ୪ଟି ସ୍କୁଲକୁ ସାମିଲ କରାଯାଇଛି। ବାଣପୁର ଏନଏସି ନୋଡାଲ ସ୍କୁଲ, ବିଷ୍ଣୁଡିହ ପଞ୍ଚାୟତର ଖଣତ ୟୁଜି…

ଭତାଝର -ଧୂରୁଆପଡା ନୂଆ ସଡକ ରାସ୍ତାରେ ଘାସ- କାହିଁକି ନିରବ ସାଂସଦ-ବିଧାୟକ

ଭତାଝର -ଧୂରୁଆପଡା ସଡକ କାମ ଅତି ନିମ୍ନ ମାନରସପ୍ତାହେ ନ ପୁରୁଣୁ ରାସ୍ତାରୁ ପିଚୁ ଉଠିଲାଣି,ରାସ୍ତା ଉପରେ ଘାସ ,ସାଂସଦ ବିଧାୟକ ନିରବ କାହିଁକି ?ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦହାଣ୍ଡି ବ୍ଲକର ଭତା୍ଝର ଠାରୁ ଧୁରୁଆପଡା ରାସ୍ତାକୁ SR ଫଣ୍ଡ ରେ…

ମା ଖମ୍ବେଶ୍ୱରୀଙ୍କ ପୀଠରେ ପୂଜାରେ ବ୍ୟାଘାତ ସୃଷ୍ଟି କଲା ମହୁମାଛି

ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଅଧିଷ୍ଠାତ୍ରୀ ଦେବୀ l ମା ଖମ୍ବେଶ୍ବରୀ ଙ୍କ ମଣ୍ଡେଇ ଯାତ୍ରା ଉପଲକ୍ଷେ ଆଜି ଦେବୀ ଙ୍କ ପୀଠସ୍ଥଳୀ ମୋତିଗାଁ ଠାରେ l ଦେବୀ ଙ୍କ ପୂଜା ପାଠ ସମୟ ରେ ଶିରା, ପୂଜାରୀ,…

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ । ଖୁବଶୀଘ୍ର ପ୍ରଶାସନ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ପ୍ରତି ପ୍ରାଧାନ୍ୟ ଦେଉଛନ୍ତି ସରକାର ବୋଲି କହିଛନ୍ତି ଆଇନ…