0 min read
Latest ଆଞ୍ଚଳିକ ଓଡ଼ିଶା

ପରିବାର ନିୟୋଜନ ଅପରେସନ ପରେ ମହିଳାଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ପରିବାର ନିୟୋଜନ ଅପରେସନ ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ମହିଳା ଜଣଙ୍କ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

କାର୍ଯ୍ୟରେ ଯୋଗଦେଲେ ଝାରସୁଗୁଡ଼ାର ନୂଆ ଜିଲ୍ଲାପାଳ

ଶବ୍ଦ ଓଡିଶା ବ୍ୟୁରୋ: ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ।ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

କଡାକଡି ହେବ ଓଡ଼ିଆରେ ନାମ ଫଳକ ଲେଖିବା, ଅମାନ୍ୟ କଲେ ଗଣିବେ ମୋଟା ଅଙ୍କର ଜରିମାନା

ଶବ୍ଦ ଓଡିଶା ବ୍ୟୁରୋ: ଏଣିକି ବାଧ୍ୟତାମୂଳକ ହେବ ଓଡ଼ିଆରେ ନାମ ଫଳକ ଲେଖିବା । ଓଡ଼ିଶାର ସବୁ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଶାରେ ନାମ ଫଳକ ଲେଖିବେ । ଯେଉଁମାନେ ଏଥିରେ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲା,କ୍ରାଇମବ୍ରାଞ୍ଚର ତନାଘନା

ଶବ୍ଦ ଓଡିଶା ବ୍ୟୁରୋ: ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ମାମଲାର ତଦନ୍ତ କରୁଛନ୍ତି [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ପ୍ରାର୍ଥୀପତ୍ର ଦାଖଲ କଲେ ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରମୋଦ କୁମାର ରାୟ

ପୁରୀଜିଲ୍ଲାର ୧୧ ନମ୍ବର ଜିଲ୍ଲାପରିଷଦ ଜୋନ ପାଇଁ ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ଏହାର ଦ୍ଵିତୀୟ ଦିନର ପ୍ରାର୍ଥୀପତ୍ର ଦାଖଲ ପାଇଁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଆଜିଠୁ ବିଜୁଳି ଘଡଘଡି ବର୍ଷା, ଦକ୍ଷିଣ ଓଡିଶାରେ ୪୦ କିମି ବେଗରେ ବହିବ ପବନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ତାଣ୍ଡବ । ଆଜିଠୁ ବଢିବ ଝଡ ପବନ । ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ନିପନ୍ ଇସ୍ପାତ କାରଖାନା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଜାପାନରେ ନିପନ୍ ଷ୍ଟିଲ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିପନ୍ ଷ୍ଟିଲ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

୧୦ରୁ ଯୁକ୍ତ ଦୁଇ ଖାତା ଦେଖା, ଅନ୍‌ଲାଇନ ଓ ଅଫ୍‌ଲାଇନରେ ହେବ ମୂଲ୍ୟାୟନ

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ଖାତାଦେଖାକୁ ସରଳୀକରଣ କରିବାକୁ ଯାଇ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଏହାକୁ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଜାପାନରୁ ମିଳିଲା ୨୬ହଜାର କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ ୨୬ହଜାର କୋଟି ଟଙ୍କାର ନିବେଶ ପାଇଁ ଜାପାନୀ ପୁଞ୍ଜିନିବେଶକମାନେ ପ୍ରତିଶ୍ରୁତି ଦେଇଛନ୍ତି । ଟୋକିଓରେ ଆୟୋଜିତ ଓଡ଼ିଶା ବିଜିନେସ ମିଟ୍ କାର୍ଯ୍ୟକ୍ରମରେ ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ ଓ ଗ୍ରୀନ୍ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

୩୦ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ: ସବୁ ମାସର ତୃତୀୟ ସପ୍ତାହରେ ଯିବେ ଗାଁ

ଶବ୍ଦ ଓଡିଶା ବ୍ୟୁରୋ: ନିର୍ବାଚନ ବର୍ଷରେ ରାଜ୍ୟ ସରକାର ୧୦ଟି ଆକାଂକ୍ଷା ଜିଲ୍ଲା ସହ ମୋଟ ୩୦ଟି ଜିଲ୍ଲା ଦାୟିତ୍ୱ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନ୍ୟସ୍ତ କରିଛନ୍ତି । ଏହାସହିତ ସେମାନଙ୍କୁ ପ୍ରତ୍ୟେକ ମାସର [more…]