0 min read
Latest ଆଞ୍ଚଳିକ ଓଡ଼ିଶା

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କୁ ମିଳିବ ନିଯୁକ୍ତି

ଶବ୍ଦ ଓଡିଶା ବ୍ୟୁରୋ: : ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ଆଉ ଦୁଇ ବିଚାରପତି । ଆଇନଜୀବୀ ଶିବ ଶଙ୍କର ମିଶ୍ର ଏବଂ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ବଙ୍ଗୋପସାଗରରେ ଲଘୁଚାପ, ୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳରେ ୭ଦଶମିକ ୬ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଦୂତୀ ଚାନ୍ଦ ଡୋପ ଟେଷ୍ଟରେ ବିଫଳ, ୪ବର୍ଷ ପାଇଁ ବାସନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଡୋପ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଦୂତୀ ଚାନ୍ଦ । ଚଳିତ ବର୍ଷ ଜାନୁୟାରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ [more…]

1 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ଦେଶ ବିଦେଶ ସହର

ମନ ଜଣିଲେ ସରଳ ନିର୍ମଳା,ସେଲଫି ନେଲେ, ସଂଗ୍ରହ କଲେ ଶହୀଦ ମାଟି

ଶୁଭାଶିଷ ପଣ୍ଡାଙ୍କ ରିପୋର୍ଟ ( ପୁରୀ) : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । କଥା ଓ ଆଚରଣରେ ସରଳ ସେମିତି ନିରାଡମ୍ବର ସେମିତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅର୍ଥମନ୍ତ୍ରୀଙ୍କ [more…]

1 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ଦେଶ ବିଦେଶ ବିଜ୍ଞାନ ସହର

କେନ୍ଦ୍ରୀୟ ମତ୍ସ୍ୟ ସଚିବଙ୍କ ଆଇସିଏଆର୍‌- ସିଫା ପରିଦର୍ଶନ

ଭୁବନେଶ୍ୱର (ଶବ୍ଦ ମିଡିଆ ବ୍ୟୁରୋ ): ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅଭିଲକ୍ଷ୍ୟ ଲିଖି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ମଧୁର [more…]

1 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ସହର

ଦେଶରେ ଗଡିବ ୧୦ହଜାର ଇ-ବସ୍, ବିଶ୍ୱକର୍ମା ଯୋଜନାରେ ୫% ସୁଧରେ ମିଳିବ ୧ ଲକ୍ଷ ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବହୁ ଗୁରୁତ୍ବପୁର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଦେଶର ୧୦୦ଟି ସହରରେ ଗଡିବ ଇ-ବସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଇଏମ [more…]

1 min read
Latest ଆଞ୍ଚଳିକ ଓଡ଼ିଶା ସହର

ନକଲି ଡାକ୍ତର ରୋକିବା କୁ ପଞ୍ଜିକୃତ ଫାର୍ମାସିଷ୍ଟ ସଙ୍ଘର ଏତଲା

ଚନ୍ଦାହାଣ୍ଡି – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନକଲି ଡାକ୍ତରଙ୍କ ରୋଗୀ ଚିକିତ୍ସା ରୋକିବା ପାଇଁ ଚନ୍ଦାହାଣ୍ଡି ଶାଖାର ରେଜିଷ୍ଟ୍ରେଡ ଫାର୍ମାସିଷ୍ଟ ସଂଘ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଛାଡପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି

ଶବ୍ଦ ଓଡିଶା ବ୍ୟୁରୋ: ଚାରମାଲ ଥାନା ବଡନୂଆପଡା ଖେତିନାଳୀ ଗାଁରେ ପରକିୟା ପ୍ରୀତିର କରୁଣ ପରିଣତି । ଛାଡପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି । ପ୍ରେମିକ ପଙ୍କଜ ଦେହୁରୀକୁ ଗୁଳିମାଡ କଲେ ପ୍ରଥମ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଖଣ୍ଡଗିରି ବାରିରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଖଣ୍ଡଗିରି ବାରିରେ ହତ୍ୟାକାଣ୍ଡ । ଘର ଭିତରୁ ବୃଦ୍ଧାଙ୍କ ମୃତ ଶରୀର ଉଦ୍ଧାର କଲା ପୋଲିସ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି [more…]

0 min read
Latest ଆଞ୍ଚଳିକ ଓଡ଼ିଶା

୨ଦିନିଆ ଓଡ଼ିଶା ଗସ୍ତରେ ନିର୍ମଳା ସୀତାରମଣ 

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ନିର୍ମଳା । ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । [more…]