ଫେବର ବ୍ଲକ ରାସ୍ତାର ଅନିୟମିତତାକୁ ନ୍ୟାୟାଳୟ ଦ୍ୱାରସ୍ଥ ହେବ ଆପ୍
ଶବ୍ଦ ଓଡିଶା ବ୍ୟୁରୋ: ଫେବର୍ ବ୍ଲକ୍ ରାସ୍ତା ଅନିୟମିତତା ଉପରେ ଆପ୍ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏକ ପ୍ରେସ୍ କନଫରେନ୍ସ ଅନୁଷ୍ଠିତ ହେଇଛି । ଫେବର୍ ବ୍ଲକ୍ ରସ୍ତା ନିର୍ମାଣ ସମୟରେ ନିୟମକୁ ଉଲଂଘନ କରି କଂକ୍ରିଟ ରାସ୍ତା ଉପରେ ସିଧାସଳଖ…