Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଅଗଷ୍ଟ ମାସ ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି । କମର୍ସିଆଲ ଏଲପିଜି ଗ୍ୟାସ ଦର କମିଛି । କମର୍ସିଆଲ ଗ୍ୟାସ ଦରରେ ୯୯.୭୫ ଟଙ୍କା ହ୍ରାସ ପାଇଛି ।
ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ୍ ୧୬୮୦ ଟଙ୍କା ହୋଇଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି ।

Leave a Reply

Your email address will not be published. Required fields are marked *