Mon. Nov 30th, 2026

Category: Latest

ଦୀପିକାଙ୍କ ପୁଅର ବାପା କିଏ, ଆସିଲା ଡିଏନଏ ରିପୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ବ୍ରହ୍ମପୁର କେ. ଦିନେଶ କୁମାର ଏବଂ ଦୀପିକାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ହାଇଡ୍ରାମାରେ ଆସିଛି ନୂଆ ଟ୍ୱିଷ୍ଟ। କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ ହିଁ ଦର୍ଶାଯାଇଛି ଜନ୍ମିତ…

ସ୍ୱାଧୀନତା ଦିବସ, ଜାଣନ୍ତୁ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱାଧୀନତା ଦିବସ ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କରିବେ ପତାକା ଉତ୍ତୋଳନଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକନ୍ଧମାଳ – ଜଗନ୍ନାଥ ସାରକା (ଅନୁସୂଚିତ ଜାତି ଓ…

୧୧ ଓ ୧୨ରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ୧୧ ଓ ୧୨ ତାରିଖ ଦିନ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୁକ୍ରବାର ବାଲେଶ୍ବର, ଭଦ୍ରକ, ଯାଜପୁର,…

ଆଜିଠୁ ୧୪ ତାରିଖ ମଧ୍ୟରେ ୧୩ ଟ୍ରେନ ବାତିଲ, ଜାଣନ୍ତୁ କାହିଁକି…

ଶବ୍ଦ ଓଡିଶା ବ୍ୟୁରୋ: କଟକ-ପାରାଦୀପ ରେଳ ସେକ୍ସନରେ କଟକ ଏବଂ କନ୍ଦରପୁର ରେଳଷ୍ଟେସନ ମଧ୍ୟରେ ଅଟୋ-ସିଗନାଲ୍ କାମ ହେଉଛି । ଆଜିଠୁ ୧୪ ତାରିଖ ଯାଏ ବାତିଲ ହୋଇଛି ୧୩ ଟ୍ରେନ । ଅଟୋ-ସିଗନାଲିଙ୍ଗର ଆଧୁନିକୀକରଣ କାର୍ଯ୍ୟ ଟ୍ରେନ ଚଳାଚଳର କ୍ଷମତାକୁ…

ଭାରତ-ପାକିସ୍ତାନ ମ୍ୟାଚ ସମେତ ୯ ମ୍ୟାଚରେ ପରିବର୍ତ୍ତନ 

ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ରୁ ଖେଳାଯିବ । ଏହାର ଫାଇନାଲ ନଭେମ୍ବର ୧୯ରେ ଅନୁଷ୍ଠିତ ହେବ । ଆଇସିସି ବର୍ତ୍ତମାନ ନୂଆ ଖେଳସୂଚୀ ଜାରିକରିଛି । ସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ…

ବାପାକୁ ମୃତ୍ୟୁ ଦଣ୍ଡ ଓ ପୁଅକୁ ଆଜୀବନ

ଶବ୍ଦ ଓଡିଶା ବ୍ୟୁରୋ: ୨୦୨୦ ମସିହାରେ ସମ୍ୱଲପୁର ଜିଲ୍ଲାରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ହତ୍ୟାକାରୀ ବାପାକୁ ମୃତ୍ୟୁ ଦଣ୍ଡାଦେଶ ଓ ପୁଅକୁ ଆଜୀବନ ଜେଲ ଶୁଣାଇଲେ କୁଚିଣ୍ଡା ଏଡିଜେ । ଆଜୀବନ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତକୁ…

ଋଷିକୁଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଋଷିକୁଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ । ଗଞ୍ଜାମ ଜିଲ୍ଲା ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ…

ଚୁନାଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ସୁନ୍ଦରଗଡ କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ଦୁର୍ଘଟଣା । ଏକ ଲୁହା ବୋଝେଇ ଟ୍ରକ୍‌ ଘାଟିରେ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଡ଼ି ଡ୍ରାଇଭର । ଗତକାଲି ବିଳମ୍ବିତ ରାତିରେ…

ବନକଲାଗି ହେଲେ ମହାପ୍ରଭୁ

ଶବ୍ଦ ଓଡିଶା ବ୍ୟୁରୋ: ମହାପ୍ରଭୁଙ୍କ ବନକଲାଗି ନୀତି ଶେଷ । ଚଳିତ ବର୍ଷ ନୀଳାଦ୍ରି ବିଜେଠାରୁ ମହାପ୍ରଭୁ ବନକଲାଗି ହୋଇପାରିନଥିଲେ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକ୍ରମେ ବୁଧବାର ହିଁ ଦତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିଛନ୍ତି । ବନକଲାଗି…

ଅନାସ୍ଥା ପ୍ରସ୍ତାବକୁ ନେଇ ମହାବିତର୍କ, ଗୃହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୃହରେ ବିବୃତି ରଖିବେ । ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଦୁଇ ଦିନ ହେବ ବିତର୍କ ଚାଲିଛି । ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ…