ଭାରତ-ପାକିସ୍ତାନ ମ୍ୟାଚ ସମେତ ୯ ମ୍ୟାଚରେ ପରିବର୍ତ୍ତନ 

ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ରୁ ଖେଳାଯିବ । ଏହାର ଫାଇନାଲ ନଭେମ୍ବର ୧୯ରେ ଅନୁଷ୍ଠିତ ହେବ । ଆଇସିସି ବର୍ତ୍ତମାନ ନୂଆ ଖେଳସୂଚୀ ଜାରିକରିଛି । ସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ ସମେତ ୯ ମ୍ୟାଚରେ ପରିବର୍ତ୍ତନ କରାଯାଇଛି ।

ଇଂଲଣ୍ଡ ବନାମ ବାଂଲାଦେଶ- ଅକ୍ଟୋବର ୧୦ – ସକାଳ ୧୦.୩୦

ପାକିସ୍ତାନ ବନାମ ଶ୍ରୀଲଙ୍କା- ଅକ୍ଟୋବର ୧୦- ଅପରାହ୍ଣ ୨.୦୦

ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା- ଅକ୍ଟୋବର ୧୨- ଅପରାହ୍ଣ ୨.୦୦

ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ- ଅକ୍ଟୋବର ୧୩- ଅପରାହ୍ମ ୨.୦୦
ଭାରତ ବନାମ ପାକିସ୍ତାନ- ଅକ୍ଟୋବର ୧୪- ଅପରାହ୍ମ ୨.୦୦

ଇଂଲଣ୍ଡ ବନାମ ଆଫଗାନିସ୍ତାନ- ଅକ୍ଟୋବର ୧୫- ଅପରାହ୍ମ ୨.୦୦

ଅଷ୍ଟ୍ରେଲିଆ ବନାମ ବାଂଲାଦେଶ- ନଭେମ୍ବର ୧୧- ସକାଳ ୧୦.୩୦

ଇଂଲଣ୍ଡ ବନାମ ପାକିସ୍ତାନ- ନଭେମ୍ବର ୧୧- ଅପରାହ୍ନ ୨.୦୦

ଭାରତ ବନାମ ନେଦରଲାଣ୍ଡ- ନଭେମ୍ବର ୧୨- ଅପରାହ୍ଣ ୨.୦୦

You May Also Like

More From Author

+ There are no comments

Add yours