Mon. Nov 30th, 2026

Category: Latest

ଦକ୍ଷତା ପ୍ରଦର୍ଶନ ମେଳା ଅନୁଷ୍ଠିତ

ପୁରୀର ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଏକ ଦକ୍ଷତା ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ସୁବାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ…

ଭଙ୍ଗା ହେବ ବାହାନଗା ହାଇସ୍କୁଲ!

ଭଙ୍ଗା ଯାଇପାରେ ବାହାନଗା ହାଇସ୍କୁଲରେ ମୃତଦେହ ରହିଥିବା ଘର। ସ୍କୁଲ ପରିଦର୍ଶନ ବେଳେ ଏଭଳି କିଛି ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ। ସ୍କୁଲ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ। ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଏହି ଘରେ…

ପୋଲିସକୁ ମାଡ଼ ମାରିବା ଘଟଣା, ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ ତଦନ୍ତକାରୀ ପୋଲିସ ଅଧିକାରୀକୁ ଗ୍ରାମବାସୀଙ୍କ ମାଡ ଘଟଣା । ଆଜି ଭୋର ସକାଳୁ ୨ ଜଣ ଅଭିଯୁକ୍ତକୁ ଉଠାଇ ଆଣିଲା ସୁବଳୟା ପୋଲିସ । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ଦେଲେ…

ଭୁବନେଶ୍ୱର ରାସ୍ତାରେ ହୋଇପାରିବନି ଗାଡି ପାର୍କିଂ। ବାଣୀବିହାରରୁ ମହର୍ଷି କଲେଜ ଛକ ଯାଏଁ ଲାଗିଲା ନୋ ପାର୍କିଂ ସାଇନ ବୋର୍ଡ

ଶବ୍ଦ ଓଡିଶା ବ୍ୟୁରୋ: ରାସ୍ତାରେ ପାର୍କିଂ ହେବନାହିଁ ଗାଡି । ସହିଦନଗର ଅଂଚଳରେ ତିଆରି ହୋଇଛି ବହୁତଳ ପ୍ରାସାଦ ପାର୍କିଂ ସ୍ଥାନ । ବାଣିବିହାରରୁ ମହର୍ଷି କଲେଜ ଛକ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ପାର୍କିଂ ହେଉଥିଲା ଶହ ଶହ ଗାଡି ।…

ବାଲିମେଳା ଜଳଭଣ୍ଡାରରୁ ୨ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା । ଉଦ୍ଧାର ହେଲା ୨ ନିଖୋଜ ନାବାଳକଙ୍କ ମୃତଦେହ । ଜଳଭଣ୍ଡାରର ସିନ୍ଧିଗୁଡା ଘାଟରେ ଗତ ସୋମବାର ବୁଡିଥିଲା ଦେଶୀ ଡଙ୍ଗା । ପଡାଲପୁଟ ଗାଁରୁ ବିବାହ ଭୋଜି…

୫ଟି ସଚିବ ଭିକେ ପାଣ୍ଡିୟାନଙ୍କ ରାୟଗଡା ଗସ୍ତ, ମଝିଘରିଆଣୀ ମନ୍ଦିର ହେବ ରୂପାନ୍ତର

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ…

ମାତ୍ର କେଇଘଣ୍ଟାର ଅପେକ୍ଷା। କେରଳ ଛୁଇଁପାରେ ମୌସୁମୀ

ଶବ୍ଦ ଓଡିଶା ବ୍ୟୁରୋ: ଜୁନ ୯ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରଜା ସୁଦ୍ଧା…

ଆସିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳାଫଳ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ଏହି ରେଜଲ୍ଟ ବାହାରିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଆଜି ବୁକଲେଟ ଜାରି…

ଜଳ ସମସ୍ୟା ଘେରରେ ଦିଲ୍ଲୀବାସୀ

ପ୍ରତ୍ୟେକ ଥର ରାଜଧାନୀ ଦିଲ୍ଲୀରେ ଜଳ ବୋର୍ଡର ଅବହେଳାର ଚିତ୍ର ସାମ୍ନାକୁ ଆସୁଛି। ବୋର୍ଡର ଅବହେଳା ଯୋଗୁଁ ଜଳ କିପରି ନଷ୍ଟ ହୁଏ ତାହା ଆଜି ଦିଲ୍ଲୀବାସୀଙ୍କ ଜଳ ଅଭାବରୁ ସ୍ପଷ୍ଟ ବାରି ହୋଇପଡୁଛି। ଏଭଳି ଚିତ୍ର ଦିଲ୍ଲୀର ବସନ୍ତ କୁଞ୍ଜ…

ଜନସମୁଦ୍ର ପାଲଟିଲା ଶ୍ରୀଅଲାରନାଥଙ୍କ ପୀଠ

ଶ୍ରୀଅଲାରନାଥଙ୍କ ଅନବସର ଯାତ୍ରା ଦ୍ଵିତୀୟ ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ l ଶ୍ରୀଅଲାରନାଥଙ୍କ ଅନବସର ଦ୍ଵିତୀୟ ଦିନରେ ପ୍ରବଳ ଗୁଳୁଗୁଳିରେ ଲକ୍ଷ ଲକ୍ଷ ଭକ୍ତ କରିଲେ ଶ୍ରୀଅଲାରନାଥଙ୍କ ଦର୍ଶନ l ଏହି ଅନବସର ଉତ୍ସବରେ ପ୍ରବଳ ଗୁଳୁଗୁଳିକୁ ନଜର ରଖି…