Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ରାସ୍ତାରେ ପାର୍କିଂ ହେବନାହିଁ ଗାଡି । ସହିଦନଗର ଅଂଚଳରେ ତିଆରି ହୋଇଛି ବହୁତଳ ପ୍ରାସାଦ ପାର୍କିଂ ସ୍ଥାନ । ବାଣିବିହାରରୁ ମହର୍ଷି କଲେଜ ଛକ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ପାର୍କିଂ ହେଉଥିଲା ଶହ ଶହ ଗାଡି । ଏବେ ସେଠାରେ ଲାଗିଛି ନୋ ପାର୍କିଂ ସାଇନ ବୋର୍ଡ । ଆଜିଠାରୁ କଡାକଡି ଭାବେ ନିୟମ ପାଳନ କରାଯିବ । ଏନେଇ ବିଏମସି ତରଫରୁ ବିଧିବଦ୍ଧ ଭାବେ ନୋଟିସ ମଧ୍ୟ ବାହାରି ସାରିଛି ।

Leave a Reply

Your email address will not be published. Required fields are marked *