Mon. Nov 30th, 2026

Category: Latest

ଘର ନାହିଁ ,ଫୁଟପାଥରେ ବୃଦ୍ଧ ଦମ୍ପତ୍ତି

ଚନ୍ଦାହାଣ୍ଡି – ମଣିଷ ଜୀବନ କେବେ ପତର ତଳେ ତ ଆଉ କେବେ ପଥର ତଳେ । ଭାଗ୍ୟ ଓ ଭବିଷ୍ୟତର ଲୁଚୁକାଳି ଖେଳରେ ବେଳେ ବେଳେ ହାରିଯାଏ ମଣିଷ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ଝରିଆ ସାହିର…

ଆର୍ଯ୍ୟଭୂମି ଲଦାଖ।-ଭାଗ ୮

ଓଃ, କି ଶୀତ !! ନୁବ୍ରା ଭ୍ୟାଲିରେ ଗୋଟିଏ ରାତି ତମ୍ବୁ ରହଣି ବୋଧହୁଏ ମୋ ଜୀବନରେ ଭୋଗିଥିବା ସବୁଠାରୁ ଅଧିକ ଶୀତ ରାତି। ତମ୍ବୁ ଭିତରେ ପାଞ୍ଚ ମିନିଟ କଟେଇ ସାରି ବହାରକୁ ଆସି ଦେଖିଲା ବେଳକୁ, ଆମେ ବସିଥିବା…

ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫ୍ ଆଠଗଡ଼ ଥାନାରେ ଅଟକ

ଶବ୍ଦ ଓଡିଶା ବ୍ୟୁରୋ: ବନବିଭାଗର ହେପାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଆଠଗଡ଼ ବନଖଣ୍ଡର ୨ ଏସିଏଫ୍ ବି ଆଠଗଡ଼ ଥାନାରେ ଅଟକ ଅଛନ୍ତି। ଦୁହେଁ ହେଲେ ଘନଶ୍ୟାମ ମୁଦୁଲି…

ଆଖୁଆପଦାରେ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ

ଶବ୍ଦ ଓଡିଶା ବ୍ୟୁରୋ: ରାସ୍ତା କଡ଼ରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସରେ ଥିବା ୬ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦାଠାରେ ଘଟିଛି। ଗୁରୁତରଙ୍କ…

ଯେଉଁଠି ଥିଲେ ଏକଛତ୍ରବାଦୀ, ସେଠି ମିଳିଥିଲା ‘ଫାଶୀଦଣ୍ଡ’! ପରଭେଜ ମୁଶାରଫଙ୍କ ଜୀବନ ଯାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁଶାରଫଙ୍କ ଦେହାନ୍ତ ହୋଇଛି । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅନେକ ସମୟରୁ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ।…

ସମାଧାନ ଯାତ୍ରାକୁ ନେଇ ନୀତୀଶଙ୍କୁ ଆରମ୍ଭ ହେଲା ‘ବିରୋଧ’

ଶବ୍ଦ ଓଡିଶା ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଧାନ ଯାତ୍ରା ନେଇ ବିବାଦ ଆରମ୍ଭ ହୋଇଯାଇଛି । କଟିହାରରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ନହେଇପାରିବାକୁ ନେଇ ବିବାଦ ଦେଖାଦେଇଛି । ଲୋକେ ରାସ୍ତାରେ ପ୍ରତିବାଦ କରିଛନ୍ତି । ଲୋକଙ୍କ ଅଭିଯୋଗ…

ଫେବ୍ରୁଆରୀ ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଆସିବେ ୧୨ ଚିତା!

ଶବ୍ଦ ଓଡିଶା ବ୍ୟୁରୋ: ଚାରିମାସ ପୂର୍ବରୁ ଚିତା ପ୍ରକଳ୍ପରେ ନାମ୍ବିଆରୁ ଭାରତ ଆସିଥିଲେ ୮ଚିତା । ପୁଣି ଥରେ ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବ । ଏଥିପାଇଁ ଗତ ଜାନୁଆରୀ ୨୬ରେ ଭାରତ-ଦକ୍ଷିଣ…

ରାଜଧାନୀରେ ଫୁଟିଲା ବୋମା, ୩ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ରାତି ଅଧରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଛି ବୋମା। ଏହି ବୋମାମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି । ଖାଇବାକୁ ନେଇ ବଚସା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମା ମାଡ଼ ହୋଇଛି। ଏପରି କାଣ୍ଡ…

ଆରଏସପି ସମର୍ଥନ ପ୍ରତ୍ୟାହାର ପାଇଁ ପ୍ରସ୍ତୁତ, ଅଡୁଆରେ ପ୍ରଚଣ୍ଡ ସରକାର।

ଶବ୍ଦ ଓଡିଶା ବ୍ୟୁରୋ: ନେପାଳରେ ପୁଷ୍ପକମଲ ଦହଲ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ପରେ ତାଙ୍କ ସରକାର ନେଇ ବିବାଦ ଆରମ୍ଭ ହୋଇଛି । ମେଣ୍ଟରେ ସାମିଲ ଥିବା ଆରଏସପି ପ୍ରଚଣ୍ଡଙ୍କ ନେତୃତ୍ୱରେ ଗଠିତ ହୋଇଥିବା ମନ୍ତ୍ରିମଣ୍ଡଳରୁ…

ଆଦାନୀ ପ୍ରସଙ୍ଗରେ ଆଜି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି ଚାଲିଛି । ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି । ହେଲେ ଏହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କହିଛି…