Mon. Nov 30th, 2026

Category: Latest

ଦାମନଯୋଡ଼ିରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ

ଦାମନଯୋଡ଼ିରେ ପାଳିତ ହୋଇଯାଇଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ନାଲକୋ କମ୍ଯୁନିଷ୍ଟ ସେଣ୍ଟର ଠାରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ ହୋଇଛି। ମିଡିଆ ହାଉସ ଦାମନଯୋଡି ଓ ବର୍ଷା ସାହିତ୳ ସଂସଦର ମିଳିତ ଆନୁକୂଲ୍ଯରେ ଆୟୋଜିତ ଏହି ଉତ୍ସବରେ ନାଲକୋର ମହାପ୍ରବନ୍ଧକ…

ଶଦ୍ଦ ମିଡିଆ ତରଫରୁ ଡକ୍ଟର ସୁରେନ୍ଦ୍ର କହଁରଙ୍କୁ ସମ୍ମାନ

ଦାମନଯୋଡ଼ି : ଭୁବନେଶ୍ୱର ଶଦ୍ଦ ମିଡିଆ ପ୍ରାଇଭେଟ ଲିମିଟେଡ୍ ଓ ଶବ୍ଦ ଓଡ଼ିଶା ନ୍ୟୁଜ ୱ୍ୱେବ ପୋର୍ଟାଲ ତରଫରୁ ସମାଜସେବୀ ଡକ୍ଟର ସୁରେନ୍ଦ୍ର କହଁରଙ୍କୁ ସମ୍ମାନ ପତ୍ର ସହ ସମ୍ମାନିତ କରାଯାଇଛି । ଶବ୍ଦ ମିଡିଆର ନିର୍ଦ୍ଦେଶିକା ସୁଶ୍ରୀ ସୁଚରିତା ଦାଶ…

ଦେବୀ “ଶରତ ପଠେଇ ସାରିଲାଣି ଶ୍ରଦ୍ଧାର ସାଦର ନିମନ୍ତ୍ରଣ”

କବି ରବି ଶତପଥୀ ତୁମେ ଆସୁଛ ବୋଲିକାଶତଣ୍ଡି ସରାଗରେସଜେଇ ଦେଲାଣି ତୋରଣ,ଶରତ ପଠେଇ ସାରିଲାଣିଶ୍ରଦ୍ଧାର ସାଦର ନିମନ୍ତ୍ରଣ।ଅବୁଝା ଅମାନିଆ ପବନଦେହସାରା ବୋଳି ସାରିଲାଣିଚୁଆ ଚନ୍ଦନର ବାସ୍ନା, ତୁମ ବାଟବରଣ ପାଇଁକେତେବେଳୁ ସଜେଇ ହେଲେଣିଫୁଲେଇ ଫୁଲ ସବୁ।ଗାଆଁ ମୁଣ୍ଡ ବରଗଛ ମୂଳେମଥାରେ ସିନ୍ଦୂର…

ଅଳ୍ପ ବଜେଟରେ ଇଲେକ୍ଟ୍ରିକ ସ୍କୁଟର

ବଜାରକୁ ଆସିଗଲା ଦୁଇ ଚକିଆ ଇଲେକ୍ଟ୍ରିକ ସ୍କୁଟର । ଅଳ୍ପ ବଜେଟରେ ଲମ୍ବା ମାଇଲ ଯିବା ଭଳି ଏହି ସ୍କୁଟରରେ ରହିଛି ଅନେକ ଫିଚର୍ସ । ସ୍କୁଟରର ନାମ ରହିଛି କବୀର ମୋବିଲିଟି ଇଲୋକ୍ଟ୍ରିକ୍ ସ୍କୁଟର ଏଇଟୋସ ୧୦୦, ଯାହାକି ଦେଉଛି…

ଓଡ଼ିଆରେ ପରୀକ୍ଷା ଦେଇପାରିବେ ଓସିଏସ କ୍ୟାଣ୍ଡିଡେଟ

ବଦଳିଲା ଶିକ୍ଷାନୀତି। ଆସିଲା ନୂଆ ନିୟମ। ୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି ମଂଜୁରୀ । ଏଣିକି ଆଉ ୨୨୫୦ ମାର୍କର ପରୀକ୍ଷା ନୁହେଁ ୨୦୦୦ ମାର୍କର ପରୀକ୍ଷା ହେବ…

ଆଜିଠୁ ନବରାତ୍ରୀ

ବିରାଜିବେ ମା’। ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ । ପ୍ରତ୍ୟେକ ହିନ୍ଦୁ ପରିବାର ରେ ଏହି ନବରାତ୍ରୀ ସମୟ କୁ ଖୁବ୍ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଇ ଥାଏ । କାରଣ ମା ଦୁର୍ଗତିନାସିନୀ ଧରା ପୃଷ୍ଠକୁ ଅବତରଣ କରି…

ଶରୀରରେ ୟୁରିକ ଏସିଡର ହ୍ରାସ ପାଇଁ ଲାଭଦାୟକ କଲରା

ୟୁରିକ ଏସିଡ ଶରୀରରେ ପ୍ରସ୍ତୁତ ହେଉଥିବା ଗୋଟିଏ ପ୍ରକାରର ଟକ୍ସିନ ଅଟେ, ଯାହାକୁ କିଡ୍ନୀ ଫିଲ୍ଟର କରି ଶରୀରରୁ ଖୁବ ସହଜରେ ବାହାର କରି ଦେଇଥାଏ l କିନ୍ତୁ ଯେବେବି କିଡ୍ନୀ ୟୁରିକ ଏସିଡ କୁ ଫିଲ୍ଟର କରିବା ବନ୍ଦ କରି…

ଲୋକାର୍ପିତ ହେଲା ‘ଶ୍ୱେତପତ୍ର’ କବିତା ସଙ୍କଳନ

ପ୍ରକାଶ ପାଇଛି କବିତା ସଙ୍କଳନ ଶ୍ୱେତପତ୍ର। ମାଲକାନଗିରି କୁୁଡୁମୁଲୁଗୁମ୍ମା କବି ତଥା ସାହିତ୍ୟିକ ବଳରାମ ପୂଜାରୀ ଜନଜାତିଙ୍କ ଜନଜୀବନର କଥା ଓ ବ୍ୟଥାକୁ ନେଇ ରଚନା କରିଥିଲେ ପଞ୍ଚମ କବିତା ସଙ୍କଳନ ‘ଶ୍ବେତପତ୍ର’। ଯାହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା…

ବାରବାଟୀରେ ଲିଜେଣ୍ଡସ କ୍ରିକେଟର; ନବୀନଙ୍କୁ ଭେଟିଲେ ମୁଥିଆ ମୁରଲୀଧରନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସ୍ପିନ ବୋଲିଂର ଯାଦୁଗର ମୁଥିଆ ମୁରଲୀଧରନ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଥିଆ। ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଲିଜେଣ୍ଡସ କ୍ରିକେଟର। ଆସନ୍ତାକାଲି କଟକ ବାରବାଟୀ…

ରାସ୍ତା କାଦୁଅରେ ଗାଧେଇଲେ ବିଧାୟିକା

ରୋଡ ମଝିରେ ବିଧାୟିକାଙ୍କ ହାଇ ଡ୍ରାମା। ଝଡଖଣ୍ଡର ମହଗମାରୁ କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ ସିଂ ତାଙ୍କ ଅଞ୍ଚଳ ଦେଇ ଯାଉଥିବା ଜାତୀୟ ରାଜପଥ ୧୩୩ ର ଦୁର୍ଦ୍ଦଶା ବିରୁଦ୍ଧରେ ରାସ୍ତାରେ ଏକ ଧାରଣାରେ ବସିଥିଲେ। ସେ ବୁଧବାର ସକାଳେ ଘଟଣାସ୍ଥଳରେ…