Sun. Oct 18th, 2026

Category: Latest

ଫୁଟବଲରେ ଚମକିବ ଓଡ଼ିଶା,ନଭେମ୍ବର ୨୧ରେ ଭୁବନେଶ୍ବରଲେ ପ୍ରତିଷ୍ଠା ହେବ ଫିଫା ଏକାଡେମୀ

ହକି ପରେ ଫୁଟବଲରେ ଚମକିବ ଓଡ଼ିଶା। ନଭେମ୍ବର ୨୧ରେ ଭୁବନେଶ୍ବରଲେ ପ୍ରତିଷ୍ଠା ହେବ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।…

ବର୍ଣ୍ଣବୋଧ ପାଠଶାଳାରେ ଶିଶୁ ଦିବସ,ଯୋଗ ଦେଲେ ଅଭିନେତ୍ରୀ ଶୀତଲ

ଯଶୋଦା ମା ଫାଉଣ୍ଡେସନ ତରଫରୁ ସମାଜସେବୀ ନିବେଦିତା ଲେଙ୍କାଙ୍କ ପ୍ରୟାସରେ ବର୍ଣ୍ଣବୋଧ ପାଠଶାଳାର ପିଲାମାନଙ୍କୁ ନେଇ ନିଳାଦ୍ରୀ ବିହାର ୱଡ ନମ୍ବର ୧୪ରେ ଥିବା ସୀତାନାଥ ନଗର ନିକଟରେ ଶିଶୁ ଦିବସ ପାଳିତ ହୋଇଯାଇଛି ।ଏଥିରେ ଅତିଥି ଭାବରେ ପୂର୍ବତନ ବିଧାୟକ…

ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରଓ୍ବେଲରେ ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରଓ୍ବେଲରେ ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ । ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ବୃଦ୍ଧାଙ୍କୁ ବୋରଓ୍ବେଲରୁ କରାଯାଇଥିଲା ଉଦ୍ଧାର । ହେଲେ ଶେଷରେ ବୃଦ୍ଧା ଦୁଃଖୀ ନେଗୀଙ୍କୁ ମୃତ ଘୋଷଣା କରାଯାଇଛି । ବୋରଓ୍ବେଲରେ ପଡ଼ିବା ସମୟରେ…

କଂଗ୍ରେସ ପକ୍ଷରୁ ଡିସେମ୍ବର ୧ ରେ ତୁଳସୀ ଯାତ୍ରା – ଶରତ ପଟ୍ଟନାୟକ

ଭୁବନେଶ୍ୱର ତା. ୧୩.୧୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି. ନବୀନ ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେଉଛନ୍ତି । ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର…

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ। ପରିକ୍ରମା ପ୍ରକଳ୍ପର ଉଦଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ…

ସବୁ ପଞ୍ଚାୟତକୁ ଛୁଇଁଲା ଆମ ଓଡ଼ିଶା ନବୀନ ଓଡ଼ିଶା,ବିରୋଧୀ ଦଳର ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗ

ସବୁ ପଞ୍ଚାୟତକୁ ଛୁଇଁଲା ଆମ ଓଡ଼ିଶା ନବୀନ ଓଡ଼ିଶା । ଅକ୍ଟୋବର ୧୦ରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା ଯୋଜନା ନଭେମ୍ବର ୧୦ ରେ ଯାଜପୁରରେ ଶେଷ ହୋଇଛି । ସାରା ରାଜ୍ୟରେ ୯୯୨୨୩ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୩୯୭ କୋଟି…

ଦୀପାବଳିର ଶୁଭେଚ୍ଛା ଜଣାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦୀପାବଳୀ ପାର୍ଟିରେ ଯୋଗ ଦେଲେ ବଲିଉଡ୍‌ର ଏହି ଷ୍ଟାର୍‌

ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଭାରତର ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏଥିରେ ବଲିଉଡ୍‌ ଅଭିନେତା ଅକ୍ଷୟ…

ଗ୍ଳୋବାଲ ୱାର୍ମିଂ ବିଷୟରେ ରାୟଗଡା ଜିଲ୍ଳା କୋର୍ଟରେ ଚିତ୍ରାଙ୍କନ ପ୍ରତିଯୋଗିତା

ରାୟଗଡା/୧୦/୧୧/୨୩: ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗ୍ଲୋବାଲୱାର୍ମିଂ ବିଷୟକୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ରାୟଗଡା ଜିଲ୍ଳା ଦୈାରାଜଜ୍‌ଙ୍କ ଅଦାଲତର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଦୈାରାଜଜ୍…

ଦିଲ୍ଲୀ ପ୍ରଦୂଷଣ,ତୁରନ୍ତ ସମାଧାନ ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଏବେ ବିଷ ବଳୟ ମଧ୍ୟରେ । ଚାରିଆଡ଼େ ଧୂଆଁ ଧୂଆଁ ପରିସ୍ଥିତି । ଦିଲ୍ଲୀର ବାୟୁ ଗୁଣାବତ୍ତା ଚିନ୍ତାଜନକ ସ୍ତରରେ ପହଞ୍ଚିଥିବା ବେଳେ ଏହି ମାମଲା ଉପରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ତୁରନ୍ତ ସମାଧାନ କରିବାକୁ…