Sun. Oct 18th, 2026

Category: Latest

ରସଗୋଲା ଓଡ଼ିଶାର, ମନ ଜିଣିଲେ ଦାଦା

“ରସଗୋଲା ଓଡ଼ିଶାର, ରସଗୋଲା ଜଗନ୍ନାଥଙ୍କର।” ରସଗୋଲାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଓଡ଼ିଶା-ପଶ୍ଚିମବଙ୍ଗ ଲଢେଇରେ ଏବେ ନୂଆ ମୋଡ଼ ଆସିଛି। ରସଗୋଲା କାହାର? ଏହି କଳିରେ ଏବେ ଓଡ଼ିଶା ସପକ୍ଷରେ ବାହାରିଛନ୍ତି ପୂର୍ବତନ କ୍ରିକେଟର ତଥା ବିସିସିଆଇ ମୁଖ୍ୟ ସୌରଭ…

କବର ଭିତରେ ଜୀବନ୍ତ ଶିଶୁକୁ ଉଦ୍ଧାର କଲେ ଚାଷୀ; ପିତାମାତାଙ୍କୁ ଖୋଜୁଛି ପୋଲିସ

ସମାଜରେ ଦେବୀମାନଙ୍କୁ ପୂଜା କରାଯାଉଥିବା ବେଳେ ନାରୀ ଜାତିକୁ ଅଣଦେଖା କରାଯାଉଛି । ଏବେ ମଧ୍ୟ ଝିଅ ଜନ୍ମକୁ ଲୋକେ ବୋଝ ବୋଲି ମଣୁଛନ୍ତି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି । ଗୁଜୁରାଟର ସାବରକାନ୍ତ ଜିଲ୍ଲାର ଗାମ୍ବୋଇ ଗ୍ରାମରେ। ଏକ…

ସପ୍ତମ ଦେଶ ଭାବେ ଚନ୍ଦ୍ରରେ ପାଦ ରଖିଲା ଦକ୍ଷିଣ କୋରିଆ

ଚନ୍ଦ୍ର ପୃଷ୍ଠରେ ପାଦ ରଖିଛି ଦକ୍ଷିଣ କୋରିଆ। ପୃଥିବୀର ସପ୍ତମ ଦେଶ ଭାବେ ପାଇଛି ଏହି ସଫଳତା। ଚନ୍ଦ୍ର ମିଶନ ଆରମ୍ଭ କରି ଏହାର କକ୍ଷପଥ ସ୍ପେସ୍ ଏକ୍ସ ଫାଲକନ୍-୯ ରେ ଯାତ୍ରା କରିଥିଲା। କୋରିଆ ପାଥଫିଣ୍ଡର ଚନ୍ଦ୍ର ଅର୍ବିଟର୍, ଯାହାର…

ପାରା ପାୱାର ଲିଫ୍ଟିଂରେ ସୁଧୀର ଜିତିଲେ ସ୍ୱର୍ଣ୍ଣ ପଦକ

22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ଅଭିଯାନ ଜାରି ରହିଛି । ପାରା ଶକ୍ତି ଉତ୍ତୋଳନରେ (Para Powerlifting) ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସୁଧୀର । ପୁରୁଷ ହେବିୱେଟ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ…

ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ମୈଦଲପୁର ଅଞ୍ଚଳରେ ଝାଡାବାନ୍ତି ଜଣେ ମୃତ, 8 ଆକ୍ରାନ୍ତ

ନବରଙ୍ଗପୁର : କାଶୀପୁର ପରେ କୋରାପୁଟ ଆଉ ଏବେ ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତି ବ୍ୟାପୁଛି । ଜିଲ୍ଲାର ଝରିଗାଁ ବ୍ଲକ ନନ୍ଦାହାଣ୍ଡି ବ୍ଲକ ପରେ ପାପଡାହାଣ୍ଡି ବ୍ଲକରେ ବି ଝାଡ଼ାବାନ୍ତିର ଭୟ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ…

ବିଶୁଦ୍ଧ ଜଳ ନାଁରେ ବିଷ ପିଉଛନ୍ତି ଦେଶବାସୀ

ଜଳ ନୁହେଁ ଜହର ପିଉଛନ୍ତି ଦେଶବାସୀ । ଏକଥା ସ୍ୱୀକାର କରିଛନ୍ତି ଖୋଦ୍ ସରକାର । ରାଜ୍ୟସଭାର ପ୍ରଶ୍ନୋତ୍ତର ସମୟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ରିପୋର୍ଟ ମୁତାବକ, ୨୫ ରାଜ୍ୟର ୨୦୯ ଜିଲ୍ଲାରେ ଜଳ ଜହର ପାଲଟିଛି । କାରଣ…

ସାତକୋଶିଆକୁ ରାମସାରର ମାନ୍ୟତା

ଚଳିତ ବର୍ଷ ଓଡ଼ିଶାର ସାତକୋଶିଆର ଗର୍ଜ ଆର୍ଦ୍ରଭୂମିରେ ରାମସାର କ୍ଷେତ୍ରର ମୋହର ବାଜିଛି। ଏହି ଗର୍ଜ ହେଉଛି ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ। ଏଥି ସହିତ ଦେଶର ଆଉ ୧୦ ଆର୍ଦ୍ରଭୂମିକୁ ବି ଏହି ମାନ୍ୟତା ମିଳିଛି। ଫଳରେ…

ବୃକ୍ଷରୋପଣର ଲକ୍ଷ୍ୟ ହାସଲ କରିପାରୁନି ଓଡ଼ିଶା: ସିଏଜି

ରାଜ୍ଯରେ ସବୁଜ ପରିବେଶ ଗଢି ତୋଳିବାରେ ସରକାରଙ୍କ ପକ୍ଷରୁ ବହୁ ଯୋଜନା କାର୍ଯ୳କାରୀ ହେଉଛି। ଏଥି ପାଇଁ ରାଜକୋଷରୁ ଅର୍ଥ ମଧ୍ଯ ଦିଆଯାଉଛି। ତେବେ ଓଡ଼ିଶାରେ ବୃକ୍ଷରୋପଣ ଧାର୍ଯ୍ଯ କରାଯାଇଥିବା ଟାର୍ଗେଟ ଅନୁସାରେ ପୂରା ହୋଇପାରୁନାହିଁ। ଯାହାକୁ ନେଇ କମ୍ପଟ୍ରୋଲର ଏବଂ…

କ୍ଷତି ପହଞ୍ଚାଇବ ସୌର ପବନ; ଜିଓମ୍ୟାଗ୍ନେଟିକ୍ ଝଡ଼କୁ ନେଇ ଚିନ୍ତା

ସୂର୍ଯ୍ୟପୃଷ୍ଠର ଏକ ‘ଗର୍ତ୍ତ’ରୁ ବାହାରୁଥିବା ତୀବ୍ର ଗତିର ସୌର ପବନ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି । ଏହା ଆଜି ଅର୍ଥାତ୍ ୩ ଅଗଷ୍ଟରେ ପୃଥିବୀରେ ଏକ ଛୋଟ ଜିଓମ୍ୟାଗ୍ନେଟିକ୍ ଝଡ଼ର ସମ୍ଭାବନାକୁ ବଢ଼ାଇଦେଇଛି । ସ୍ପେସ୍ ୱେଦର୍ ଡଟ୍ କମ୍…

ସକାଳୁ ଦାନ୍ତ ନ ଘଷି ପିଅନ୍ତୁ ପାଣି; ମିଳିବ ଏହି ସୁଫଳ

ଦାନ୍ତ ଘଷିବା ସକାଳର ଗୋଟିଏ ସବୁଠୁ ମହତ୍ଵପୁର୍ଣ କାର୍ଯ୍ୟ l ଦାନ୍ତର ସୁସ୍ଥତା ପାଇଁ ପ୍ରତିଦିନ ୨ଥର ଘଷିବାକୁ ପରାମର୍ଶ ଦିଆଯାଏ। ସାଧାରଣତଃ ଦାନ୍ତ ଘଷିବା ପରେ ହିଁ ଦିନର ଖାଇବା ପିଇବା ପ୍ରକିୟା ଆରମ୍ଭ ହୋଇଥାଏ। କିନ୍ତୁ ଏକ ରିସର୍ଚ୍ଚରୁ…