Wed. Oct 14th, 2026

Category: ବିଜ୍ଞାନ

ନବରଙ୍ଗପୁରରେ ଉଦ୍ୟୋଗ ପ୍ରତିଷ୍ଠା ସଚେତନ କାର୍ଯ୍ୟକ୍ରମ

ନବରଙ୍ଗପୁର:ଆଜି ନବରଙ୍ଗପୁର ବ୍ଳକ୍ ଅମ୍ବାଦୁଲା ଠାରେ ଉଦ୍ୟୋଗ ପ୍ରତିଷ୍ଠା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ବିନିଯୋଗରେ ନବରଙ୍ଗପୁର ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ଉନ୍ନତି ପ୍ରକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉଦ୍ୟାନ…

ନବରଙ୍ଗପୁରରେ ଖାଦ୍ୟ ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ୍

ନବରଙ୍ଗପୁର: ଆଜି ନବରଙ୍ଗପୁର ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଚାରି ଦିନିଆ ଖାଦ୍ୟ ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ୍ ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା…

ସି.ଅଫ୍. ଟି .ଆର୍.ଆଇ ପକ୍ଷରୁ ଖାଦ୍ୟ ପ୍ରକ୍ରିୟାକରଣ କୃଷକ ସଂଘ ଗଠନ ପ୍ରକ୍ରିୟା

ନବରଙ୍ଗପୁର: ଆଜି ଜିଲ୍ଲା‌ ପରିଷଦ ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତି ବିଦ୍ୟା ଗବେଷଣା ପ୍ରତିଷ୍ଠାନ ହାଇଦ୍ରାବାଦ ପକ୍ଷରୁ ଖାଦ୍ୟ ପ୍ରକ୍ରିୟାକରଣ ସଂଘ ଗଠନ ଓ ପନିପରିବା,ଫଳ ଓ ବନଜାତ ପଦାର୍ଥ ର ମୂଲ୍ୟ ଯୁକ୍ତ ଉତ୍ପାଦ ଉପରେ ଆଲୋଚନା ହୋଇଯାଇଛି…

ଜୈବ ଶକ୍ତି ବିଜ୍ଞାନରୁ ଉଦ୍ୟୋଗୀ ସ୍ଵପ୍ନ

ନବରଙ୍ଗପୁର: ଆଧୁନିକ ବିଜ୍ଞାନ ର ବ୍ୟବହାର ରେ ସାମଗ୍ରିକ ବିକାଶ ସମ୍ଭବ ବୋଲି ଭାରତୀୟ ପେଟ୍ରୋଲିୟମ ସଂସ୍ଥାନ ର ନିର୍ଦ୍ଦେଶକ ଡ଼ଃ ଅଞ୍ଜନ ରୟ ମତବ୍ୟକ୍ତ କରିଛନ୍ତି ।’ମୁଁ ବି ସମର୍ଥ’କ୍ୟାରିୟର ବିକାଶ କାର୍ଯ୍ୟକ୍ରମ ର ୧୭ତମ ଭାଗରେ ଯୋଗ ଦେଇ…

ଜହ୍ନରେ ମିଳିଲା ପାଣିର ସନ୍ଧାନ

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମିଳିଛି ପାଣିର ସନ୍ଧାନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାର ମୁନ୍ ମିଶନରେ ବୈଜ୍ଞାନିକମାନେ ଚନ୍ଦ୍ରରେ ପର୍ଯ୍ୟାପ୍ତ ପାଣି ଥିବା ଦାବି କରିଛନ୍ତି । ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା କରିବା ପରେ…

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ହଳଦୀ

ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ…