ଚୟନକର୍ତ୍ତାଙ୍କୁ ପୃଥ୍ୱୀ ସଙ୍କ ଜବାବ! ଗୋଟିଏ ଇନିଂସରେ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ହେଲେ ପୃଥ୍ୱୀ ସ ।
ଶବ୍ଦ ଓଡିଶା ବ୍ୟୁରୋ: ଭାରତୀୟ ଦଳରୁ ବାଦ ପଡିଥିବା ଷ୍ଟାର ଓପନର ବ୍ୟାଟର ପୃଥ୍ୱୀ ସଙ୍କ ଧୂଆଁଧାର ବ୍ୟାଟିଂ । ଏହି ଇନିଂସ ବଳରେ ସେ ଅନେକ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ୨୩ ବର୍ଷୀୟ ପୃଥ୍ୱୀ ସ ନିଜର ବ୍ୟାଟିଂ…