Thu. Oct 15th, 2026

Category: ଦେଶ ଖବର

ଭାରତ ସରକାରଙ୍କୁ ଧନ୳ବାଦ ଜଣାଇଲେ ଏମବିବିଏସ ଛାତ୍ରଙ୍କ ପରିବାର

କାଶ୍ମୀରର ଏକ ପରିବାର ଆଜି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢାକାରେ ରହୁଥିବା ଏମବିବିଏସ ଛାତ୍ରଙ୍କ ର କାର୍ ଦୁର୍ଘଟଣା ହୋଇଥିଲା।ଭାରତ ସରକାର ତାଙ୍କ ପୁଅକୁ ଆମ୍ବୁଲାନ୍ସ ଯୋଗେ ବିଦେଶରୁ ଆଣି ଦିଲ୍ଲୀରେ ଚିକିତ୍ସା କରିଥିଲେ। ଏ କାହାଣୀ ହେଉଛି କାଶ୍ମୀରର…

ଦେଶସାରା ‘ଅଗ୍ନିପଥ’

ଦେଶବ୍ୟାପୀ ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଜାରି ରହିଛି । ବିରୋଧ ଭିତରେ ସ୍ଥଳ ସେନା ପ୍ରମୁଖ ଜେନରାଲ୍ ମନୋଜ ପାଣ୍ଡେ ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । ୨୦୨୨ ‘ଅଗ୍ନିପଥ’…

ଏଟିଏମ୍ ରୁ ୫୦୦ ଟଙ୍କା ଉଠାଇଲେ ମିଳୁଛି ୨୫୦୦ ଟଙ୍କା

ଏଟିଏମରୁ ୫ ଶହ ଟଙ୍କା ଉଠାଇଲେ ମିଳୁଛି ୨୫୦୦ ଟଙ୍କା । ଏ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ । ନାଗପୁର ଜିଲ୍ଲାର ଆକ୍ସିସ୍ ବ୍ୟାଙ୍କର ଏକ ଏଟିଏମରୁ ଆକାଉଣ୍ଟରୁ କଟିଥିବା ଟଙ୍କାର ୫ ଗୁଣ ଟଙ୍କା ବାହାରୁଛି ।…

ନଜର ପକାନ୍ତୁ: ନିଲାମ ହେଲା ଆଇପିଏଲର ମିଡିଆ ରାଇଟ୍ସ

ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମ ହୋଇଛି । ୨୦୨୩ରୁ ୨୭ ପର୍ଯ୍ୟନ୍ତ ଏହି ନିଲାମୀରେ ବିସିସିଆଇକୁ ମିଳିଛି ୪୮,୩୯୦.୫୨ କୋଟି ଟଙ୍କା । ଡିଜନୀ ଷ୍ଟାର ଭାରତୀୟ ମହାଦ୍ୱୀପର ଟିଭି ରାଇଟ୍ସ ବାବାଦକୁ…

ଜମ୍ମୁ କାଶ୍ମୀରରେ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିହତ

ଚଳିତ ବର୍ଷର ପ୍ରଥମ ଛଅ ମାସରେ ଜାମ୍ମୁ କାଶ୍ମୀରରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଦେଖିବାକୁ ମିଳିଛି, ସେମାନଙ୍କ ମଧ୍ୟରୁ ୩୦ ଜଣ ପାକିସ୍ତାନର। ଜୁନ୍ ୧୨, ରବିବାର ଦିନ ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ତିନି ଜଣ…

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା; ଯୋଡ଼ି ହେବ ୧୦୦ ଲଢୁଆ ବିମାନ

ଭାରତୀୟ ବାୟୁସେନା ଦେଶରେ ପ୍ରାୟ ୧୦୦ ଟି ଉନ୍ନତ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ଯୋଜନା କରିଛି। ଯେଉଁଥିପାଇଁ ଏହା ବିଶ୍ୱ ବିମାନ ଉତ୍ପାଦନକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛି। ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ଏହି ପଦକ୍ଷେପକୁ ତ୍ବରାନିତ କରାଯାଉଛି…

ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଭୋଟର ମୂଲ୍ୟ କେତେ?

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ୨୪ରେ ଶେଷ ହେବାକୁ ଯାଉଛି । ଏହାର ଗୋଟିଏ ଦିନ ପରେ ଦେଶର ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବେ ।…

ସ୍ୱତନ୍ତ୍ର ପ୍ରକ୍ରିୟାରେ ହେବ ରାଷ୍ଟ୍ରପତି ନିର୍ବାଚନ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ପ୍ରେସମିଟରେ ଜାତୀୟ ନିର୍ବାଚନ କମିଶନର ରାଜୀବ କୁମାର ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରୁଛି । ତା ପୂର୍ବରୁ ଜୁଲାଇ ୧୮ରେ ରାଷ୍ଟ୍ରପତି…

କ୍ୟାନସର ରେ ମରିବେନି ଲୋକ!

କ୍ୟାନସର ଏମିତି ଏକ ରୋଗ , ଯେଉଁଥିରେ ଭଲ ହେବା ପାଇଁ ନା ଅଛି ଔଷଧ ନା ଅଛି ଗ୍ୟାରେଣ୍ଟି। କ୍ୟାନସର ପୀଡ଼ିତ ହୋଇଥିବା ବ୍ୟକ୍ତି ପାଇଁ ଶେଷ ଆଶା ହେଉଛି ଡାକ୍ତରଙ୍କ ଚିକିତ୍ସା । ତେବେ ଡାକ୍ତରଙ୍କ ଚିକିତ୍ସାରେ ବି…

ସିଡିଏସଙ୍କ ନିଯୁକ୍ତିରେ ପରିବର୍ତ୍ତନ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ନିଯୁକ୍ତିକୁ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏନେଇ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି ମନ୍ତ୍ରଣାଳୟ । ଲେଫ୍ଟନାଣ୍ଟ ଜେନେରାଲ କିମ୍ବା ସମକକ୍ଷ ପଦବୀରେ ରହିଥିବା ଅଧିକାରୀଙ୍କୁ ସିଡିଏସ୍ ପଦ ଲାଗି…