Sun. Nov 29th, 2026

Category: ଦେଶ ଖବର

ଦୁର୍ଘଟଣା ରୋକିବା ପାଇଁ ଆକ୍ସନ ପ୍ଲାନ

ଶବ୍ଦ ଓଡିଶା ବ୍ୟୁରୋ: ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ନେଇଛନ୍ତି ନୂଆ ପଦକ୍ଷେପ । ତିଆରି ହୋଇଛି ଆକ୍ସନ ପ୍ଲାନ । ଯାନବାହାନର ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ…

ଜନଗଣନାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

ଶବ୍ଦ ଓଡିଶା ବ୍ୟୁରୋ: ଜନଗଣନାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଜାତି ଆଧାରରେ ହେବନି ଜନଗଣନା । ବିହାରରେ ଜାତି ଆଧାରରେ ଜନଗଣନା ବିରୋଧରେ ହୋଇଥିବା ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ। ଏ ବିଷୟରେ କୌଣସି ରାୟ ଶୁଣାଇପାରିବେ ନାହିଁ…

ଆଗକୁ ବଢୁଛନ୍ତି ଝିଅ; ପୁଅଙ୍କ ତୁଳନାରେ ସ୍କୁଲ ଯାଉଛନ୍ତି ଅଧିକ ଝିଅ

ଶବ୍ଦ ଓଡିଶା ବ୍ୟୁରୋ:ଦେଶ ସ୍ୱାଧୀନତା ପାଇବା ପରଠାରୁ ମହିଳାମାନଙ୍କୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେଉଛନ୍ତି ସରକାର । ସେ ମହିଳାଙ୍କ ଶିକ୍ଷା ହେଉ କି ମହିଳାଙ୍କ ସ୍ୱାଧୀନତା, ସବୁକ୍ଷେତ୍ରରେ ମହିଳାଙ୍କ ପାଇଁ ସରକାର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହାର ଏକ ସୁଫଳ…

ଶିକ୍ଷକଙ୍କୁ ବିଦେଶ ପଠାଇବା ଦ୍ୱାରା ଦିଲ୍ଲୀ ସରକାରୀ ସ୍କୁଲର ପିଲାଙ୍କୁ ହେଲା କି ଫାଇଦା?

ଶବ୍ଦ ଓଡିଶା ବ୍ୟୁରୋ: କେଜ୍ରିୱାଲ ସରକାର ଦିଲ୍ଲୀର ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ଉନ୍ନତ ଶିକ୍ଷା ପାଇଁ ଶିକ୍ଷକଙ୍କୁ ବିଦେଶୀ ଟ୍ରେନିଂ ଦେବାକୁ ଚାହୁଁଛନ୍ତି । ଏହାକୁ ନେଇ ଉପରାଜ୍ୟପାଳଙ୍କ ସହ ଲଗାତର ଭାବେ ବିବାଦ ବଢିବାରେ ଲାଗିଛି । ଦିଲ୍ଲୀ…

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ବିରୋଧରେ ରାସ୍ତାରେ ଲୋକେ ।

ଶବ୍ଦ ଓଡିଶା ବ୍ୟୁରୋ:ଇସ୍ରାଏଲରେ ଏକ ଲକ୍ଷରୁ ଅଧିକ ଲୋକ ରାସ୍ତାରେ ଧାରଣା ଦେଉଛନ୍ତି । ସମସ୍ତେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସରକାରର ନ୍ୟାୟିକ ପ୍ରଣାଳୀର ପରିବର୍ତ୍ତନ ଯୋଜନା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏମାନଙ୍କର ଅଭିଯୋଗ ଯେ ନ୍ୟାୟିକ ପ୍ରଣାଳୀରେ ପରିବର୍ତ୍ତନ…

ହିମାଚଳରେ ହିମ ବର୍ଷା

ସ୍ନୋଫଲ୍ ବା ତୁଷାରପାତ ଦେଖିଲେ ଲାଗେ ସତେକି ସ୍ୱର୍ଗରୁ ତୁଳା ଖସୁଛି, ଘୋଡ଼ାଇ ଦେଉଛି ପାହାଡ଼ପର୍ବତ, ଗଛ, କୋଠାବାଡ଼ି । ଅନେକଙ୍କୁ ଶିହରିତ କରେ ପ୍ରକୃତିର ଏଭଳି ଶୀତକାଳୀନ ଅପୂର୍ବ ରୂପ । ଉତ୍ତରାଖଣ୍ଡର କେଦାରନାଥ ଧାମ ତୁଷାରପାତରେ ପ୍ରକୃତି ରାଣୀ…

ପ୍ରଧାନମନ୍ତ୍ରୀ ବାଣ୍ଟିବେ ୭୧ ହଜାର ନିଯୁକ୍ତିପତ୍ର, ଦେଶର ୪୫ ସ୍ଥାନରେ ରୋଜଗାର ମେଳାର ଆୟୋଜନ ।

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୧ ହଜାର ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସାରା ଦେଶର ୪୫ଟି ସ୍ଥାନରେ ଏହି ନିଯୁକ୍ତି ପତ୍ର ବିତରଣ କରାଯିବ । ଭୁବନେଶ୍ୱରରେ ମଧ୍ୟ ରୋଜଗାର ମେଳା ଅନୁଷ୍ଠିତ…

ଦିଲ୍ଲୀରେ ସୁରକ୍ଷିତ ନାହାନ୍ତି ଖୋଦ୍ ମହିଳା ଆୟୋଗର ମୁଖ୍ୟ; ଘୁଷୁଡ଼ି ଗଲେ ୧୫ କିମି 

ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ କାର ଡ୍ରାଇଭର ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଏହି ଘଟଣା ଦିଲ୍ଲୀ ଏମ୍ସ ନିକଟରେ ଘଟିଥିଲା। ତେବେ ପୋଲିସ ଅଭିଯୁକ୍ତକୁ…

ମହାଙ୍ଗା ପଡ଼ିଲା ବିମାନରେ ପରିସ୍ରା; ୪ ମାସ ବ୍ୟାନ କଲା ଏୟାର ଇଣ୍ଡିଆ

ଭାରି ପଡ଼ିଲା ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା। ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିଥିବା ଯାତ୍ରୀ ଶଙ୍କର ମିଶ୍ରଙ୍କ ଉପରେ ଏୟାର ଇଣ୍ଡିଆ ଆଉ ୪ ମାସର ବ୍ୟାନ…

ସାଧାରଣତନ୍ତ୍ର ଦିବସ ପ୍ୟାରେଡ,ରିକ୍ସା ଟାଣିବା ଓ ପନିପରିବା ବିକ୍ରେତାଙ୍କ ପାଇଁ ଆଗ ଧାଡି ସଂରକ୍ଷିତ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚଳିତମାସ ୨୬ରେ ଦିଲ୍ଲୀର ରାଜପଥ (କର୍ତ୍ତବ୍ୟ ପଥ)ରେ ଭବ୍ୟ ପ୍ୟାରେଡ୍ ଆୟୋଜିତ ହେବାକୁ ଯାଉଛି । ଚଳିତବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡରେ ରିକ୍ସା ଟାଣିବା ଠାରୁ ଆରମ୍ଭ କରି ପନିପରିବା ବିକ୍ରେତା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସରକାରୀ ନିମନ୍ତ୍ରଣକାରୀ…