Sun. Nov 29th, 2026

Category: ଦେଶ ଖବର

ଦୁବାଇରେ ନିର୍ମାଣ ହେବ ଚନ୍ଦ୍ରପୃଷ୍ଠ

ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଯାଉଛି। ଖୁବଶୀଘ୍ର ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲ୍‌ଟ୍ରା-ଲକ୍‌ଜ୍ୟୁରିୟସ୍‌ ହୋଟେଲକୁ କାନାଡାର ଆର୍କିଟେକ୍ଚରାଲ କମ୍ପାନୀ…

ଦେଶରେ ଉପରମୁହାଁ ବେରୋଜଗାରୀ ଗ୍ରାଫ୍

ଭାରତରେ ବେରୋଜଗାରୀ ସବୁଠାରୁ ବଡ ସମସ୍ୟା ପାଲଟିଛି । ବର୍ତ୍ତମାନ ସ୍ଥିତି ଏଭଳି ଯେ, ଗୋଟିଏ ଚାକିରୀ ପାଇଁ ଅନେକ ସଂଖ୍ୟାରେ ଆଶାୟୀ ଆବେଦନ କରୁଛନ୍ତି । ଅଗଷ୍ଟ ମାସରେ ତ ବେରୋଜଗାରୀସ୍ତର ସବୁଠାରୁ ଚିନ୍ତାଜନକ ସ୍ଥିତିରେ ପହଞ୍ଚିସାରିଛି । ଏହାର…

ପିଲାଙ୍କ ମେଣ୍ଟାଲ ହେଲଥ ପାଇଁ ଏନସିଇଆରଟି ପକ୍ଷରୁ ଗାଇଡଲାଇନ୍ସ ଜାରି

ପାଠ ପଢ଼ିବା ସହିତ ଏଣିକି ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବେ । ଏନେଇ ସମସ୍ତ ସ୍କୁଲ ପାଇଁ ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏଥିରେ…

କମ୍ପାନୀର ସିଇଓ ପଦବୀରେ ବସିଛି ରୋବୋ

ଆଧୁନିକତାର ତାଳେ ତାଳେ ଆଗେଇ ଚାଲିଛି ଦୁନିଆ। ମଣିଷ ଟେକ୍ନୋଲୋଜି ଜଗତରେ ଏକ ବଡ଼ ଲମ୍ଫ ଦେଇଛି । ଯାହାର ଆଉ ଏକ ଉଦାହରଣ ଏବେ ସଭିଙ୍କୁ ଚକିତ କରିଦେଉଛି। ମଣିଷ ବଦଳରେ ଏବେ ରୋବୋ କରୁଛି ଲିଡ୍। ଚୀନ୍‌ର ଏକ…

ଖାଦ୍ୟ ଯୋଗାଣକୁ ନେଇ ରେଳ ବିଭାଗର କିଛି ବିଶେଷ ସୁବିଧା

ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି ଏବଂ ରେଳ ବିଭାଗ ସେମାନଙ୍କ ଯାତ୍ରାକୁ ସୁବିଧାଜନକ କରିବା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥାଏ। ଭାରତୀୟ ରେଳ ଯାତ୍ରୀମାନଙ୍କୁ ଏପରି ଅନେକ ସୁବିଧା ଯୋଗାଇଥାଏ, ଯାହା ସାଧାରଣ…

ସୁଗମ ହେବ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବ୍ୟବସ୍ଥା

ଦେଶବାସୀଙ୍କ ସୁବିଧା ପାଇଁ ନିଆ ଯାଉଛି ଭଳିକିଭଳି ନିଷ୍ପତ୍ତି।ସେହିପରି ଏକ ନିୟମ ଆସିଛି ଗାଡ଼ି ଚାଳକମାନଙ୍କ ପାଇଁ ।ସମଗ୍ର ଦେଶରେ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବା ଆଇଡିପି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ…

ଉଠିଯିବ ଟୋଲ ପ୍ଲାଜା; ଜିପିଏସ ଦ୍ବାରା ହେବ ଟିକସ ଆଦାୟ

ଆଧୁନିକୀକରଣର ଆଉ ଏକ ପାହାଚ ଚଢିବାକୁ ଯାଉଛି ଭାରତ। ଡିଜିଟାଲାଇଜେସନ ସାହାଯ୍ଯରେ ଲାଗୁ ହେବାକୁ ଯାଉଛି ଟୋଲ୍ ପ୍ଲେଟ୍ । ଦେଶରେ ଲୋକମାନଙ୍କ ପରିବହନରେ ସୁବିଧା ବୃଦ୍ଧି ପାଇଁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ କ୍ରମାଗତ ଭାବରେ କାର୍ଯ୍ଯ କରୁଛି। ସମୟ…

ରାସନ କାର୍ଡରେ ଯୋଡ଼ନ୍ତୁ ନୂଆ ସଦସ୍ୟଙ୍କ ନାଁ; ଜାଣନ୍ତୁ ଏହି ପ୍ରକ୍ରିୟା ବିଷୟରେ

ରାସନ କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା। ବିବାହ ପରେ ଘରର ନୂଆ ସଦସ୍ଯଙ୍କ ନାଁ କାର୍ଡରେ ଯୋଡ଼ି ହୋଇନଥିଲେ, ତା’କୁ କରିବା ଉଚିତ। ଏଥି ପାଇଁ ଆବଶ୳କ ନିୟମାବଳୀକୁ ଆପଣେଇବାକୁ ହେବ। ନୂତନ ସଦସ୍ୟ ନାମ କିପରି ଯୋଡିବେ:- -ଯଦି…

ଇସ୍ତଫା ଗୁଜବରେ ବିରାମ ଲଗାଇଲେ ରବିଶ କୁମାର

ଦେଶର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ଏନଡିଟିଭିର ୨୯ ପ୍ରତିଶତ ଅଂଶଧନ ଅଦାନୀ ଗ୍ରୁପ୍ କିଣି ନେଇଛି। ଏହା ପରଠୁ କଳ୍ପନା ଜଳ୍ପନା ଲାଗି ରହିଛି ଯେ, ଏନଡିଟିଭିରେ ଅଦାନୀ ଗ୍ରୁପ ନିଜର ସ୍ଥିତି ମଜବୁତ ହେବାରୁ ପ୍ରସିଦ୍ଧ ଉପସ୍ଥାପକ ରବିଶ କୁମାର…

ଏୟାରଟେଲ ଆଣିବ ୫ଜି ସେବା

ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ୫ଜି ସେବା । ଏଥି ପାଇଁ ଟେଲିକମ କଂପାନୀଗୁଡ଼ିକ ଜୋରସୋରରେ କାମରେ ଲାଗିପଡ଼ିଛନ୍ତି। ଯୁବପିଢ଼ି ମଧ୍ୟ ୫ଜି ସେବାକୁ ନେଇ ଦୀର୍ଘ ଦିନରୁ ଅପେକ୍ଷା କରିଛନ୍ତି । କୁହାଯାଉଛି ଯେ, ବହୁପ୍ରତିକ୍ଷୀତ ଏହି ସେବା…