1 min read
Latest Popular Trending ଦେଶ ଖବର ଦେଶ ବିଦେଶ

ଆରବିଆଇର ନୂଆ ଉପହାର; ୟୁପିଆଇ ସହ ଲିଙ୍କ ହେବ କ୍ରେଡିଟ କାର୍ଡ

ୟୁପିଆଇ ପେମେଣ୍ଟ ବ୍ୟବହାରକାରୀଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ବଡ ଉପହାର ଦେଇଛି।  ବୁଧବାର ଦିନ ଆରବିଆଇ କ୍ରେଡିଟ କାର୍ଡକୁ ସହିତ ଲିଙ୍କ କରିବାକୁ ଅନୁମତି ଦେଇଛି।  ଏଭଳି ପରିସ୍ଥିତିରେ, ଯଦିଓ ୟୁଜର୍ସଙ୍କ [more…]

0 min read
Latest Popular Trending ଦେଶ ଖବର ଦେଶ ବିଦେଶ

ଖୁବ ଶୀଘ୍ର ଲାଗୁ ହେବ ଗ୍ରୀନ ଏନର୍ଜି ଯୋଜନା

ଚଳିତ ଦିନମାନଙ୍କରେ ବିଦୁ୳ତ କାଟ ଏକ ମୁଖ୍ୟ୳ ସମସ୍ୟା ରୂପେ ମୁଣ୍ଡ ଟେକିଛି। ବର୍ତ୍ତମାନ ଗ୍ରାହକମାନଙ୍କ ପାଇଁ ଗ୍ରୀନ ଏନର୍ଜି ଯୋଜନା ଆଣିଛି ଶକ୍ତି ମନ୍ତ୍ରଣାଳୟ। ଏଥିରେ ଶିଳ୍ପ ଏବଂ ବ୍ୟବସାୟିକ ଗ୍ରାହକ ଯେକୌଣସି [more…]

1 min read
Latest Popular Trending ଦେଶ ଖବର ଦେଶ ବିଦେଶ ବିଜ୍ଞାନ

ଭୂତତ୍ତ୍ୱବିତଙ୍କ ବଡ଼ ସଫଳତା, ପାଞ୍ଚ ମାସ ପୂର୍ବରୁ ଜାଣିହେବ ହେବ ଆଗ୍ନେୟ ଉଦଗୀରଣ

ଭୂତତ୍ତ୍ୱବିତମାନଙ୍କୁ ବଡ଼ ସଫଳତା। ପାଞ୍ଚ ମାସ ପୂର୍ବରୁ ଆଗ୍ନେୟଗିରି ଉଦ୍ଗୀରଣକୁ ସଫଳତାର ସହିତ ପୂର୍ବାନୁମାନ କରଛନ୍ତି। ନୂତନ ପୂର୍ବାନୁମାନ ପ୍ରଣାଳୀର ବିକାଶ କରି ଅନୁସନ୍ଧାନକାରୀମାନଙ୍କର ଏକ ଦଳ ଏକ ନୂତନ ମଡେଲ ପ୍ରସ୍ତୁତ କରିଛନ୍ତି [more…]

0 min read
Popular Trending ଦେଶ ଖବର ଦେଶ ବିଦେଶ

ପୁରୀ ଜଗନ୍ନାଥ ପରି ଭବ୍ୟ ଓ କାଶୀ ବିଶ୍ୱନାଥଠୁ ପୁରାତନ ବିନ୍ଦୁ ମାଧବ ମନ୍ଦିର

ଭାରତ ଇତିହାସର ସାକ୍ଷୀ ଭାବେ ଉଭା ହୋଇଥାଏ ଭାରତୀୟ ମନ୍ଦିର। ସେ ପୁରୀର ଜଗନ୍ନାଥ ମନ୍ଦିର ହେଉ ଅବା ପଞ୍ଚଗଙ୍ଗା ଘାଟର ବିନ୍ଦୁ ମାଧବ ମନ୍ଦିର। ଔରେଙ୍ଗଜେବଙ୍କ ରାଜୁତି ସମୟରେ ବହୁ ହିନ୍ଦୁ ମନ୍ଦିରକୁ [more…]

0 min read
Popular ଦେଶ ଖବର ଦେଶ ବିଦେଶ

ଧାର୍ମିକ ସ୍ୱାଧୀନତା ରିପୋର୍ଟକୁ ନେଇ ଭୋଟ ବ୍ୟାଙ୍କ ବଢାଉଛି ଆମେରିକା : ଭାରତ

ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ରିପୋର୍ଟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକାକୁ ଉଚିତ୍ ଉତ୍ତର ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଏବଂ [more…]

1 min read
Latest Trending ଦେଶ ଖବର ଦେଶ ବିଦେଶ

ପରିବେଶ ପାଇଁ କିପରି ଥିଲା ସି-ଭେଟରଙ୍କ ସର୍ଭେ

ସବୁଠି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଥିବା ବେଳେ ପରିବେଶ ସହ ଜଡିତ ପ୍ରସଙ୍ଗରେ ଲୋକଙ୍କ ମତାମତ ଜାଣିବା ନିହାତି ଆବଶ୳କ। ସେଥିପାଇଁ ସମଗ୍ର ଭାରତରେ ସି-ଭୋଟରଙ୍କ ଦ୍ବାରା କରାଯାଇଥିବା ଦେଶବ୍ୟାପୀ ସର୍ଭେରେ ଏହା [more…]

0 min read
Trending ଦେଶ ଖବର ଦେଶ ବିଦେଶ

ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିବର୍ତ୍ତନ ହେବ ତ୍ରିକୋମାଲି ବନ୍ଦର . ଶ୍ରୀଲଙ୍କା ସରକାର ଲୋଡିଲେ ବିଶ୍ୱ ସମୁଦାୟର ସାହାର୍ଯ୍ୟ

ଶ୍ରୀଲଙ୍କା ସରକାର ତ୍ରିକୋମାଲି ବନ୍ଦରକୁ ଇଣ୍ଡଷ୍ଟ୍ରିଆଲ ହବ ବା ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିଣତ କରିବା ପାଇଁ ଘୋଷଣା କରିସାରିଛି । ଏଥିପାଇଁ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ମିଳିଛି । ଆର୍ଥିକସଙ୍କଟ [more…]

1 min read
Latest Trending ଦେଶ ଖବର ଦେଶ ବିଦେଶ

ଶଙ୍କରାଚାର୍ଯ୍ୟଙ୍କ କାବ୍ୟର ଭୁଲ ବ୍ୟାଖ୍ୟା,ବିବାଦରେ ଆଇଆଇଟି ସହକାରୀ ପ୍ରଫେସର

କାଠଗଡ଼ାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀର ସହକାରୀ ପ୍ରଫେସର ଦିବ୍ୟା ଦ୍ୱିବେଦୀ। ଆଦି ଶଙ୍କରାଚାର୍ୟ୍ୟଙ୍କ ଶ୍ଲୋକ ‘ଭଜ ଗୋବିନ୍ଦମ୍ ମୁଢମତେ’ର ଭୁଲ ବ୍ୟାଖ୍ୟାକୁ ନେଇ ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ଇଣ୍ଟରନେଟ [more…]

1 min read
Latest ଦେଶ ଖବର ଦେଶ ବିଦେଶ

ଜାଣନ୍ତୁ: କିପରି ଥିଲା ଆଧାରର ଯାତ୍ରା

ସାଧାରଣତଃ ଗୋଟେ ଲୋକକୁ ତା’ ପରିଚୟ କ’ଣ ବୋଲି ପଚାରିଲେ ସେ ପ୍ରମାଣରେ ଆଧାରକାର୍ଡକୁ ଦେଖାଇଥାଏ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ବିଦ୍ୟାଳୟରେ ପିଲାଙ୍କ ଆଡମିଶନ ପର୍ୟ୍ୟନ୍ତ ଆଧାରକାର୍ଡର ଆବଶ୍ୟ୳କତା ରହିଛି। [more…]

1 min read
Latest Trending ଦେଶ ଖବର ଦେଶ ବିଦେଶ

ଋଷ ଠାରୁ ସବୁଠୁ ଅଧିକ ଅଶୋଧିତ ତୈଳ କିଣୁଛି ଭାରତ

ସ୍ୱାର୍ଥ ଆଧାରରେ ଋଷ ଠାରୁ ଅଶୋଧିତ ତୈଳ କିଣିବା ଉପରେ ନିଷ୍ପତ୍ତି ନେବ ଭାରତ। ଫେବୃଆରୀ ୨୦୨୨ ପରେ, ଯେମିତି ରୁଷରୁ ଅଧିକ ଅଶୋଧିତ ତୈଳ କିଣିବା ଆରମ୍ଭ କରିଛି, ସେହିପରି ଜାରି ରହିବ [more…]