ରାଜସ୍ଥାନରେ ମିଗ-୨୧ ଦୁର୍ଘଟଣାଗ୍ରସ୍ତ
ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲା ସେନାର ଫାଇଟର ବିମାନ । ଜନବସତି ଅଂଚଳରେ ମିଗ-୨୧ର ବିମାନ ତଳକୁ ଖସି ପଡିଛି । ଯେଉଁଥିରେ ୩ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି । ଜେଟ୍ଟି ସୁରତଗଡରୁ ଉଡାଣ ଭରୁଥିଲା ବେଳେ ଘଙ୍କିଛି ଅଘଟଣ…
ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲା ସେନାର ଫାଇଟର ବିମାନ । ଜନବସତି ଅଂଚଳରେ ମିଗ-୨୧ର ବିମାନ ତଳକୁ ଖସି ପଡିଛି । ଯେଉଁଥିରେ ୩ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି । ଜେଟ୍ଟି ସୁରତଗଡରୁ ଉଡାଣ ଭରୁଥିଲା ବେଳେ ଘଙ୍କିଛି ଅଘଟଣ…
ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡ ସୁକମା ଭେଜାଇ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଜୋରଦାର ଏନକାଉଣ୍ଟର ଯୋଗୁଁ ୨ ନକ୍ସଲ ନିପାତ ହୋଇଛନ୍ତି । ଏବେବି ଜଙ୍ଗଲରେ ଡିଆରଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ଜଣାପଡିଛି…
ଶବ୍ଦ ଓଡିଶା ବ୍ୟୁରୋ: କେରଳରେ ଡଙ୍ଗା ବୁଡିରେ ୨୧ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା । କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ଗତକାଲି ରାତିରେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗସ୍ତ ହୋଇଥିଲା…
ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସରେ ତିନିରଥର ମୋଟ ନିର୍ମାଣକାରୀ ସେବକମାନେ ସବୁ ଦିନ ପରି ଆଜି ସକାଳ ୮ ଟାରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜ ରଥ ଚାଳିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତାଳଧ୍ୱଜ…
ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ମେ ୭) ରେ ଲଗାତାର ଦ୍ୱିତୀୟ ଦିନ ବେଙ୍ଗାଲୁରୁରେ ଏକ ମେଗା ରୋଡ୍ ସୋ କରୁଛନ୍ତି। ଏହି ରୋଡ୍…
ଦିନକୁ ଦିନ ଆହୁରି ସଶକ୍ତ ହେଉଛନ୍ତି ଦେଶର ନାରୀ। ଏହାକୁ ବଜାୟ ରଖିବା ତଥା ଦେଶରେ ନାରୀ ଶକ୍ତିକୁ ଆଗକୁ ନେବାକୁ ପ୍ରୟାସ କରାଯାଉଛି । ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ ପାଇଁ ସ୍ୱତନ୍ତ୍ର ପରେଡରେ ସାମିଲ ହେବେ ମହିଳା ।…
ବକ୍ସ ଅଫିସରେ ‘ଦ କେରଳ ଷ୍ଟୋରୀ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଟ୍ରେଲର ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ବିବାଦ ଘେରକୁ ଆସିଥିଲା। ହେଲେ ଫିଲ୍ମର ରିଲିଜ୍ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଥିଲା। ସମସ୍ତ ବିବାଦ ପରେ ମଧ୍ୟ ଫିଲ୍ମ ୫…
ଶବ୍ଦ ଓଡିଶା ବ୍ୟୁରୋ: ଶନିବାର ଅପରାହ୍ଣରେ ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ଡାଲସ୍ ବାହାରେ ଗୋଟାଏ ଜନଗହଳି ଭରା ମୁକ୍ତାକାଶ ମଲ୍ରେ ଜଣେ ବନ୍ଧୁକଧାରୀ ନିର୍ବିଚାର ଭାବରେ ଗୁଳି ଚଳାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଆଉ ୭ଜଣ ଆହତ ହୋଇଥିବା…
ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଲାଇଟ କଟିବା ଘଟଣା । ବିଶ୍ଵବିଦ୍ୟାଳୟ ଇଲେକ୍ଟ୍ରିସିଆନ ସସପେଣ୍ଡ । ତଦନ୍ତ ପାଇଁ ଗଠନ ହୋଇଛି ୩ ଜଣିଆ କମିଟି । ତଦନ୍ତ ପରେ ଯିଏ ଦାୟୀ ଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏନେଇ…
ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ଅନ୍ଧାର ହୋଇଯାଇଥିଲା । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଉଥିଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ…